Posted inଜାତୀୟ

ଆଡଓ୍ବାଣୀଙ୍କ ପ୍ରତି ଅନ୍ୟାୟ ମୋତେ ଭାଜପାରୁ ବାହାରିବାକୁ ବାଧ୍ୟ କଲା: ଶତ୍ରୁଘ୍ନ

ପାଟନା,୧୫।୫: ଭାଜପା ଏବେ ଲୋକତନ୍ତ୍ରଠାରୁ ଦୂରେଇବାରେ ଲାଗିଛି ବୋଲି କଂଗ୍ରେସ ସଦସ୍ୟ ଶତ୍ରୁଘ୍ନ ସିହ୍ନା ଅଭିଯୋଗ କରିଛନ୍ତି। ଏଠାରେ ସ୍ବେଚ୍ଛାଚାରୀ ଶାସନ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ଶାସନ ସମୟରେ ଏଠାରେ ସ୍ଥିତି ଭିନ୍ନ ଥିଲା। ଭାଜପାର ପ୍ରାଣ ପ୍ରତିଷ୍ଠାତା ଲାଲକୃଷ୍ଣ ଆଡଓ୍ବାଣୀଙ୍କ ଉପରେ ବାରମ୍ବାର ଅନ୍ୟାୟ ମୋତେ ଭାଜପା ଛାଡିବାକୁ ବାଧ୍ୟ କରିଥିଲା ବୋଲି ଶତ୍ରୁଘ୍ନ କହିଛନ୍ତି। ଭାଜପାରେ ୨୦ ବର୍ଷ କାମ କରିବା ମଧ୍ୟରେ ଭିନ୍ନ ଭିନ୍ନ ସ୍ଥିତିର ସାମନା କରିବାକୁ ପଡ଼ିଥିଲା। ତେବେ ବର୍ତ୍ତମାନ ଏଠାରେ କେବଳ ମୋଦିଙ୍କ ଶାସନ ହିଁ ଜାରି ରହିଛି। ଏହା ଭାଜପା ତଥା ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଅନୁକୂଳ ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ-ସମାଜ ଉପରେ ନିର୍ମିତ ଫିଲ୍ମର ସେନସର କରିବ ସନ୍ଥଙ୍କ ଧର୍ମ ସେନସର ବୋର୍ଡ !…

ନୂଆଦିଲ୍ଲୀ,୩।୧ : ବର୍ତ୍ତମାନ ଦେଶର ଧର୍ମ ଏବଂ ହିନ୍ଦୁ ଧର୍ମ ବିଶେଷଜ୍ଞମାନେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସିରିଏଲରେ ହିନ୍ଦୁ ଧର୍ମର ଅପମାନ ସହ ଜଡିତ ବିଷୟବସ୍ତୁ...

ହସ୍ପିଟାଲରେ ଉଭୟ ମହିଳା-ପୁରୁଷ ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚରରେ ଯିବାକୁ ବାଧ୍ୟ କରାଗଲା

ଇନ୍ଦୋର,୪।୭: ମଧ୍ୟପ୍ରଦେଶର ମହାରାଜା ଯଶଓ୍ବନ୍ତରାଓ ହସ୍ପିଟାଲରେ ଅନିଚ୍ଛା ସତ୍ତ୍ୱେ ଜଣେ ମହିଳା ଓ ଜଣେ ପୁରୁଷ ରୋଗୀଙ୍କୁ ଗୋଟିଏ ଷ୍ଟ୍ରେଚରକୁ ଶେୟାର କରିବାକୁ ବାଧ୍ୟ କରାଯାଇଥିବା...

କ୍ଷେତରୁ ମିଳିଲା ‘ଆଇ ଲଭ୍ ପାକିସ୍ତାନ’ ଲେଖାଥିବା ବେଲୁନ

ଚଣ୍ଡିଗଡ଼,୧୫ ।୮: ପଞ୍ଜାବ ରୁପନଗରରେ ଏକ କ୍ଷେତରୁ ‘ଆଇ ଲଭ୍ ପାକିସ୍ତାନ’ ଲେଖାଥିବା ବେଲୁନ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ...

ମାନ୍‌ ମୁଖ୍ୟମନ୍ତ୍ରୀ ନା କେଜରିଓ୍ବାଲଙ୍କ ପାଇଲଟ, ଶାହାଙ୍କ ପ୍ରଶ୍ନ…

ଗୁରୁଦାସପୁର,୧୮।୬ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ପଞ୍ଜାବର ଆମ ଆଦମୀ ପାର୍ଟି (ଏଏପି) ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ...

କରୋନା ଭୟ: ୪ ଟଙ୍କାରେ ବିକ୍ରି ହେଲା ଚିକେନ୍‌

ହରିୟାଣା,୧୬।୩: କରୋନା ଭାଇରସ ଏବେ କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ପ୍ରଭାବ ସବୁଠି ଦେଖିବାକୁ ମିଳିଲାଣି। ବିଶେଷ ଭାବେ ପୋଲଟ୍ରି ଫାର୍ମ ଉପରେ...

ସାବରମତୀ ଆଶ୍ରମରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦ,୬।୩: ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ ଭାରତ ଗସ୍ତରେ ଅଛନ୍ତି। ସେ ବୁଧବାର ଅଷ୍ଟ୍ରେଲିଆରୁ ଅହମ୍ମଦାବାଦରେ ପହଞ୍ଚିଥିଲେ। ଏଠାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତାଙ୍କୁ...

ଅଯୋଧ୍ୟା ରାୟ ପୂର୍ବରୁ ପୋଲିସ ଆଲର୍ଟ: କଲେଜରେ ତିଆରି ହେଲା ୮ ଅସ୍ଥାୟୀ ଜେଲ୍‌

ଲକ୍ଷ୍ନୌ,୭।୧୧: ଅଯୋଧ୍ୟା ରାୟ ପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ଉତ୍ତରପ୍ରଦେଶ ପୋଲିସ ବିଭାଗ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ଲାଗି ଆମ୍ବେଡ଼କର...

୨୭.୫ ଲକ୍ଷ ମନରେଗା ଶ୍ରମିକଙ୍କ ଖାତାରେ ୬୧୧କୋଟି ଟଙ୍କା ଜମା କଲେ ଯୋଗୀ ସରକାର

ଲକ୍ଷ୍ନୌ, ୩୦।୧: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏଥିରେ ସବୁଠାରୁ ଶ୍ରମିକ ଓ ଦିନ ମଜୁରିଆ ପ୍ରଭାବିତ ହୋଇଛନ୍ତି। ଲକ୍‌ଡାଉନ୍‌...

Advertisement
Archives

Model This Week