ଆଜିର ଫଟୋ ( ଜୁନ୍ ୧୮, ୨୦୨୦ )

ବର୍ଷାର ପ୍ରଭାବରେ ଗତକାଲି ରାତିରେ ରାଉରକେଲା ସେକ୍ଟର – ୨୦ ବୈକୁଣ୍ଠ ଘାଟରୁ କୋଏଲ ନଦୀର ବାଉଁଶ ପୋଲ ଭାସିଯାଇଛି। ଏହା ପରେ ଗାଁ ବାସି ଡଙ୍ଗା ରେ ଯିବା  ଆସିବା କରୁଛନ୍ତି।

ରାଜମହଲ ଛକରେ ଟ୍ରାଫିକ ପୋଲିସ ବିନା ମାସ୍କ ଓ ହେଲମେଟ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ଫାଇନ ଆଦାୟ କରୁଛନ୍ତି।

ଭୁବନେଶ୍ୱରସ୍ଥିତ ୟୁନିଟ୍‌ ୧ ନଂ. ହାଟରେ ଜଣେ ଛତା କାରିଗର ଛତା ତିଆରି କରୁଛନ୍ତି।

ଲଦାଖ ଗାଲଓ୍ବାନ ଘାଟିରେ ଶହୀଦ ହୋଇଥିବା ଦୁଇ ଓଡିଆ ଯବାନ ନନ୍ଦୁରାମ ସୋରେନ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ମରଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ବ୍ରତ ପାଇଁ ଫଳ ଓ ସାଢି ଦୋକାନରେ ଗହଳି ଲାଗି ରହିଛି ସାବିତ୍ରୀ ବ୍ରତ ପାଇଁ ଦୋଳମୁଣ୍ଡାଇ ଛକଠାରେ ମହିଳାମାନେ ଶଙ୍ଖ ଓ ପୂଜା...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୨୨, ୨୦୨୧)

ସିଡିଏ, କଟକ ଠାରେ ନିର୍ମାଣାଧୀନ ଏକ ପାର୍କ କଟକ ମାରୱାଡି ସମାଜ ସଦସ୍ୟମାନେ ସିଡିଏ ସେକ୍ଟର ୭ ରୁ କଟକସ୍ଥିତ ବାଲୁ ବଜାର ଶ୍ୟାମ ବାବା...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୬, ୨୦୨୨)

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଭୁବନେଶ୍ୱର ଏୟାରପୋର୍ଟ ଏବଂ ରିଜର୍ଭ ବ୍ୟାଙ୍କ ଜାତୀୟ ପତାକା ଅର୍ଦ୍ଧ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୭, ୨୦୨୦)

କଟକ ର ଶିଖରପୁର ନିକଟରେ ଥିବା ମହାନଦୀରେ ପ୍ରବାହିତ ହେଉଥିବା ବନ୍ୟାଜଳରେ  ମାଛ ଧରୁଥିବା ଜଣେ ଧୀବର ସିଏମ୍‌ସି ପକ୍ଷ ରୁ କଟକ ସହର ସୌନ୍ଦର୍ଯ୍ୟ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୦, ୨୦୨୧)

ମହାଶିବରାତ୍ରି ଲାଗି ଆଲୋକମାଳାରେ ସୁସଜ୍ଜିତ କଟକ ବକ୍ସିବଜାରସ୍ଥିତ ଅମରେଶ୍ବର ମନ୍ଦିର ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ଓ ବିଧାୟକଙ୍କ ହେଉଛି କୋଭିଡ ପରୀକ୍ଷା ଫଗୁଣ ଆଗମନରେ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୪, ୨୦୨୨)

ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ଜୁନିଅର ବେଲ୍ଟ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିବା କରାଟେ ଛାତ୍ରୀଛାତ୍ର     ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ କମିଶନରେଟ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୬, ୨୦୨୨)

  ଭୁବନେଶ୍ୱରରେ ୭୩ତମ ସାଧାରଣତନ୍ତ୍ର ଦିବସ ସମାରୋହ   ଭୁବନେଶ୍ୱର ପିଏମଜି ରାସ୍ତାରେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରି ବାଇକରେ ଯାଉଛନ୍ତି ଯୁବକ   ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୫ , ୨୦୨୦)

କଟକସ୍ଥିତ ରିଙ୍ଗବନ୍ଧ ର ବୋଷ ଗ୍ରାଉଣ୍ଡ ପାଶ୍ୱର୍ରେ ଜଣେ ବ୍ୟକ୍ତି ମାଛ ଧରିବା ଜାଲ ସିଲେଇ କରୁଛନ୍ତି ଶୁକ୍ରବାର ଠାରୁ ଭୁବନେଶ୍ୱର ର ପ୍ରଦର୍ଶନୀ ପଡିଆ...

Advertisement
Archives

Model This Week