ଆଉ ଏକ ଓଡ଼ିଆ ସିନେମା: ତିତିଲି

ଆଞ୍ଜେନେୟା ମିଡିଆ ବ୍ୟାନରରେ ପ୍ରସ୍ତୁତ ହେବାକୁ ଯାଉଛି ଆଉ ଏକ ଓଡ଼ିଆ ସିନେମା, ଯାହାର ଟାଇଟଲ ରହିଛି ‘ତିତିଲି’। ପ୍ରଯୋଜକ ଶିଶିର ଦାସ ଏଥିରେ ଦୁଇ ଜଣ ନୂଆ ମୁହଁକୁ ବ୍ରେକ୍‌ ଦେଉଛନ୍ତି। ସେ ହେଲେ ନବାଗତ ତୁଷାର ଏବଂ ନବାଗତା ଦିବ୍ୟାସ୍ନାତା। ଖାସ୍‌ କଥା ହେଲା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ ପୂର୍ବରୁ ‘ଆକାଶେ କି ରଙ୍ଗ ଲାଗିଲା’ ପରି ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଏସ.କେ.ମୁରଲୀଧରନ। ଏହାପୂର୍ବରୁ ଶିଶିର ‘ବ୍ୟାଡ୍‌ଗର୍ଲ’, ‘ଧର୍ମ’, ‘ଭୈରବ’ ଏବଂ ‘ଦେବଦାସ’ ଓଡ଼ିଆ ଚଳଚ୍ଚିତ୍ରର ପ୍ରଯୋଜନା କରିସାରିଛନ୍ତି। ତେବେ ଏହି ନୂଆ ସିନେମାରେ ଭିନ୍ନତା ରହିଛି ଏବଂ ତାହା ସବୁ ବର୍ଗର ଦର୍ଶକଙ୍କୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ଆଶା ରଖିଛନ୍ତି ସେ। ଚିତ୍ରଟିରେ ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଉଛନ୍ତି ଅଗାଧାଡ଼ିର ସ୍ବର ସଂଯୋଜକ ପ୍ରେମ ଆନନ୍ଦ। ଫିଲ୍ମଟିର କ୍ରିଏଟିଭ୍‌ ହେଡ୍‌ ଅଛନ୍ତି ପ୍ରଣୟ ଜେଠୀ। ନୂଆ ଯୋଡ଼ି ତୁଷାର-ଦିବ୍ୟାସ୍ନାତାଙ୍କ ବ୍ୟତୀତ ଏହି ଫିଲ୍ମରେ ମିହିର ଦାସ ଏବଂ ବବି ମିଶ୍ରଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ନୂଆ ଗୀତ ଗାଇଲେ ‘ବଚ୍‌ପନ୍‌ କା ପ୍ୟାର୍‌’ ଫେମ୍‌

ମୁମ୍ବାଇ: କିଛିଦିନ ତଳେ ‘ଜାନେ ମେରୀ ଜାନେ ମନ୍‌, ବଚପନ୍‌ କା ପ୍ୟାର୍‌’ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା କୁନି ଗାୟକ ସହଦେବ ଦିର୍ଦୋ ଏକ...

ଆଉନାହାନ୍ତି ମାରୁତିରାଓ କାଲେ

‘ସୌଦାଗର’ ‘ଡିସ୍କୋ ଡ୍ୟାନ୍ସର’ ଭଳି ସୁପର୍‌ହିଟ୍‌ ଚଳଚ୍ଚିତ୍ରର ନିର୍ଦ୍ଦେଶକ ମାରୁତିରାଓ କାଲେଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ସେ କରୋନାରେ ଆକ୍ରାନ୍ତ...

ଲକ ଅପ ସେଟ୍‌ରେ ରିଲିଜ ହେଲା ‘ଧାକଡ’ର ଟିଜର

ମୁମ୍ବାଇ: ବଲିଉଡ କୁଇନ୍ କଙ୍ଗନା ରାନାୱତଙ୍କ ରିୟଲଟି ଶୋ’ ଲକ ଅପ ସେଟ୍‌ରେ ରିଲିଜ୍ ହୋଇଛି କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଧାକଡ’ର ଟିଜର । କାରଣ...

ଓଟିଟି ସ୍ପେଶରେ ଏଣ୍ଟ୍ରି କଲା ଟି ସିରିଜ

ମୁମ୍ବାଇ: ବର୍ଷ ବର୍ଷ ଧରି ନିର୍ବିବାଦରେ ସଙ୍ଗିତ ଦୁନିଆରେ ସଫଳତା ସହ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଭୁଷଣ କୁମାର ଏବେ ଟି ସିରିଜକୁ...

କପିଲ ଶର୍ମା ଶୋ’ର କୋଟିପତି କମେଡିଆନ୍‌

ବମ୍ବେ: ଟେଲିଭିଜନ ଜଗତର ଲୋକପ୍ରିୟ ଶୋ’ ମଧ୍ୟରୁ ‘ଦ କପିଲ ଶର୍ମା ଶୋ’ ଅନ୍ୟତମ। ସେଲିବ୍ରିଟିମାନଙ୍କ ଗପ୍‌ସପ୍‌ ସାଙ୍ଗକୁ କମେଡିଆନ୍‌ମାନଙ୍କ ମଜାକଥା ଦର୍ଶକଙ୍କ ମନ ଜିଣେ।...

ବିବାହ ବନ୍ଧନରେ ଐଶ୍ୱର୍ଯ୍ୟା

ବମ୍ବେ: ବିବାହ ବନ୍ଧନରେ ଛନ୍ଦି ହୋଇଛନ୍ତି ଐଶ୍ୱର୍ଯ୍ୟା ରାୟଙ୍କ ଅବିକଳ କୁହାଯାଉଥିବା ମାନସୀ ନାଇକ। ବକ୍ସର ପ୍ରଦୀପ ଖରେରାଙ୍କ ହାତ ଧରିଛନ୍ତି ଏହି ମରାଠି ଅଭିନେତ୍ରୀ।...

ଅମିରଙ୍କ ଫିଲ୍ମରେ ଅତିଥି ଭୂମିକାରେ ଅଭିନୟ ପାଇଁ ଶାହରୁଖ ରଖିଥିଲେ ଏମିତି ସର୍ତ୍ତ

ବଲିଉଡ୍‌ର ବାଦଶାହ ଶାହରୁଖ ଖାନ ଏବଂ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ମଧ୍ୟରେ ଭଲ ବନ୍ଧୁତା ଥିବା କଥା କାହାକୁ ଅଛପା ନାହିଁ। ନିକଟରେ ଅମିର...

ପ୍ରଥମ ସ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ଭେଟିନାହାନ୍ତି ରଣବୀର

ଫିଲ୍ମ ‘ସାୱରିଆ’ ଜରିଆରେ ବଲିଉଡରେ ପ୍ରବେଶ କରିଥିବା ରଣବୀର କପୁରଙ୍କ ଆଜି ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ରଣବୀର ୨୦୨୨, ଏପ୍ରିଲ ୧୪ରେ ଅଭିନେତ୍ରୀ ଆଲିଆ...

Advertisement
Archives

Model This Week