ଆଇସିସି ବିଶ୍ୱକପ ପ୍ରଥମ ସେମିଫାଇନାଲ: ଭାରତ-ନ୍ୟୁଜିଲାଣ୍ଡ ଟକ୍କର

ମାଞ୍ଚେଷ୍ଟର, ୯।୭: ଚଳିତ ଆଇସିସି ବିଶ୍ୱକପର ଲିଗ୍‌ ପର୍ଯ୍ୟାୟ ପରେ ଏବେ ଆସିଛି ଅସଲ ପରୀକ୍ଷାର ବେଳ। ସେମିଫାଇନାଲରେ ପ୍ରବେଶ କରିଛନ୍ତି କ୍ରିକେଟ ଜଗତର ୪ ଶ୍ରେଷ୍ଠ ଦଳ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ। ମଙ୍ଗଳବାର ହେବ ପ୍ରଥମ ସେମିଫାଇନାଲ। ଏଥିରେ ବ୍ଲାକ୍‌ କ୍ୟାପ୍‌ ନ୍ୟୁଜିଲାଣ୍ଡକୁ ଟକ୍କର ଦେବ ମେନ୍‌ ଇନ୍‌ ବ୍ଲୁ ଟିମ୍‌ ଇଣ୍ଡିଆ। ଲିଗ୍‌ ପର୍ଯ୍ୟାୟରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଯୋଗୁ ସମ୍ଭବ ହୋଇ ନ ଥିଲା। ତେଣୁ ପ୍ରତିଯୋଗିତାରେ ଦୁଇ ଦଳ ପ୍ରଥମଥରଲାଗି ପ୍ରତିପକ୍ଷ ଦଳର ଶକ୍ତି ପରଖିବାକୁ ସୁଯୋଗ ପାଇବେ। ନ୍ୟୁଜିଲାଣ୍ଡର ପେସ୍‌ ବାହିନୀ ଏବଂ ଭାରତର ଟପ୍‌ ଅର୍ଡର ବ୍ୟାଟିଂ ଶକ୍ତିଶାଳୀ ଥିବାରୁ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବା ଆଶା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ୫ ସବୁଠାରୁ ଧନୀ ଖେଳାଳି: ସମ୍ପତ୍ତି ବିଷୟରେ ଜାଣିଲେ…

ବିଶ୍ୱର ପସନ୍ଦର ଖେଳ ମଧ୍ୟରୁ କ୍ରିକେଟ ଅନ୍ୟତମ। ଏହି ଖେଳରେ ନାମ, ଟଙ୍କା ସାଙ୍ଗକୁ ଲୋକପ୍ରିୟତା ମିଳିଥାଏ। ସେଥିପାଇଁ ଖେଳାଳିମାନେ ପାଲଟିଯାନ୍ତି କୋଟି କୋଟି ଟଙ୍କା...

ଚରଣାମୃତ ଭଳି ମିଳୁଛି ଅକ୍ସିଜେନ

ନୂଆଦିଲ୍ଲୀ,୨୭ା୪: ନୋଭେଲ କରୋନା ଭାଇରସ୍‌ର ପ୍ରଚଣ୍ଡ ପ୍ରହାର ଓ ଏହାର ମୁକାବିଲାରେ ବିଫଳତା ଭାରତୀୟ ଅର୍ଥନୀତିକୁ ଉଜାଡ଼ିଦେଇଛି। ଅର୍ଥ ବ୍ୟବସ୍ଥା ଅଣ୍ଟା ସଳଖି ଛିଡ଼ା ନ...

କେମ୍ବ୍ରିଜ୍‌ରେ ରାହୁଲଙ୍କ ନୂଆ ଲୁକ୍‌

ଲଣ୍ଡନ, ୨।୩:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନୂଆ ଲୁକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ୫୨ ବର୍ଷୀୟ ରାଜନେତାଙ୍କ ନୂଆ ଲୁକ୍‌ର ଫଟୋ ସୋସିଆଲ...

ଭାରତ ବିପକ୍ଷ ଦିନିକିଆ ସିରିଜ: ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌

ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୭(ପି.ଟି.)- ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଅଗଷ୍ଟ ୮ରୁ ଆରମ୍ଭ...

ୟୁପି ଭାଜପା ସଭାପତିଙ୍କ ନାଁ ଘୋଷଣା

ଲକ୍ଷ୍ନୌ,୨୫।୮: ଉତ୍ତରପ୍ରଦେଶରେ ଭାଜପା ରାଜ୍ୟ ସଭାପତିଙ୍କ ନାମ ଘୋଷଣାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନା ଶେଷ ହୋଇଛି। ରାଜ୍ୟରେ ନୂଆ ରାଜ୍ୟ ସଭାପତିଙ୍କ...

ବିଚ୍‌ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଟ୍ରାଫିକ୍‌ ପୋଲିସ

ଲକ୍ଷ୍ନୌ,୧୩।୯: ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଏହାର ଦୂରୁପଯୋଗ ହେବାସହ ରାସ୍ତାରେ ଅଜବ ଅଜବ ଘଟଣା ସମ୍ନାକୁ ଆସିଛି। ଶୁକ୍ରବାର...

ମୁଣ୍ଡ ନୂଆଁଇଲା ଇଂଲଣ୍ଡ

ନୂଆଦିଲ୍ଲୀ,୭।୧୦: ଭାରତ ଆଗରେ ମୁଣ୍ଡ ନୂଆଁଇଛି ଇଂଲଣ୍ଡ। ଉଭୟ ଡୋଜ୍‌ ନେଇଥିବା ଭାରତୀୟଙ୍କୁ ଆଉ ଇଂଲଣ୍ଡରେ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ ନାହିଁ। ଏହି ନିୟମ ଅକ୍ଟୋବର...

ଭାଜପା-ଶିନ୍ଦେ ମେଣ୍ଟ ଲଢ଼ିବେ ନିର୍ବାଚନ…

ମୁମ୍ବାଇ,୫।୬ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଏବଂ ଭାଜପା ଆଗାମୀ ନିର୍ବାଚନରେ ମହାରାଷ୍ଟ୍ରରେ ଲଢ଼ିବେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଏହି ସୂଚନା ଦେଇଛନ୍ତି।...

Advertisement
Archives

Model This Week