ଆଇଇଡି ବିସ୍ଫୋରଣରେ ୫ ଆତଙ୍କବାଦୀ ମୃତ

କାବୁଲ,୧୧।୧୧: ଆଫଗାନିସ୍ତାନର ଉତ୍ତରରେ ଥିବା କୁନ୍ଦୁଜ ଅଞ୍ଚଳରେ ସୋମବାର ହୋଇଥିବା ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍‌ (ଆଇଇଡି) ବିସ୍ଫୋରଣରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୩ ଆତଙ୍କବାଦୀ ଆହତ ହୋଇଥିବା ଆଫଗାନ ସେନା ପକ୍ଷରୁ ସୂଚନା ଦିଆଯାଇଛି। ରବିବାର ରାତି ପ୍ରାୟ ୮ଟାରେ ଆତଙ୍କବାଦୀମାନେ ଅଲି ବାଦ ଜିଲାର ହାଜି ମେହରାବ ଅଞ୍ଚଳରେ ହାତ ତିଆରି ଆଇଇଡି ଖଞ୍ଜୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ସେମାନେ ଏହା ଖଞ୍ଜୁଥିବା କହିଛି ଆଫଗାନ ଆର୍ମିର ୨୧୭ ପାମିର ସେନା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଦାହ ସଂସ୍କାର ହେଲା ମହଙ୍ଗା!

ଇସ୍‌ଲାମାବାଦ,୩।୨: ପାକିସ୍ତାନରେ ଥିବା ହିନ୍ଦୁଙ୍କର ଦାହ ସଂସ୍କାର କରିବା ଏବେ ମହଙ୍ଗା ହୋଇଛି। ଶୁଣିବାକୁ ମିଳିଛି କି ଏବେ ଏଠାରେ ଅଧିକାଂଶ ହିନ୍ଦୁ ମୃତଦେହ ଦାହ...

୧୩,୦୦୦ ସେନାଙ୍କର ମୃତ୍ୟୁ ସ୍ୱୀକାର କରି ଟୁଇଟ୍ ହଟାଇଲା ରୁଷିଆ

ମସ୍କୋ,୨୩ ।୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧକୁ ୫୮ ଦିନ ହୋଇଥିବା ବେଳେ ଏବେ ରୁଷିଆ ଗୋଟିଏ ପରେ ଗୋଟିଏ ସତ ସ୍ୱୀକାର କରୁଛି । ମିଳିଥିବା ସୂଚନା...

ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ

କରାଚୀ, ୧୨ା୧:ଭାରତ ଜନ୍ମିତ ପାକିସ୍ତାନର ଖ୍ୟାତାନାମା ଊର୍ଦ୍ଦୁ କବି ନାସିର ତୁରାବିଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ...

ରୁଷିଆକୁ ଘେରିବାକୁ ପୁଣି ଅଣ୍ଟା ଭିଡିଲାଣି ଆମେରିକା

ୱାଶିଂଟନ,୨୭ ।୬: ୟୁକ୍ରେନ-ରୁଷିଆ ଯୁଦ୍ଧ ମଧ୍ୟରେ ଦିନକୁ ଦିନ ରୁଷିଆର ସମସ୍ୟା ବଢିବାରେ ଲାଗିଛି । ଆମେରିକା ଓ ୟୁରୋପ ଏବେ ରୁଷିଆ ଉପରେ ନୂଆ...

ୟୁକ୍ରେନକୁ ଏକ ଅରବ ଡଲାର ସେନା ସହାୟତା ସହ, ଅତିରିକ୍ତ ୪.୫ ବିଲିୟନ ଦେବ ଆମେରିକା

ୱାଶିଂଟନ,୯ ।୮: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଗତ ପ୍ରାୟ ୭ ମାସ ହେବ ଲଗାତାର ଯୁଦ୍ଧ ଲାଗି ରହିଛି । ଏହି ସମୟରେ ବିଶ୍ୱର...

ନାବାଳକଙ୍କୁ ହୋଟେଲରେ ନିର୍ଧୂମ ପିଟୁଥିଲେ ସାବତ ବାପା, ଏଭଳି କଲେ ମହିଳା ଓ୍ବେଟର

ଓ୍ବାଶିଂଟନ,୧୬।୧: ଆମେରିକାର ଜଣେ ମହିଳା ଓ୍ବେଟର ଜଣେ ନାବାଳକଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ବାଳକ ଜଣଙ୍କୁ ତାଙ୍କ ମା ଏବଂ ସାବତ ବାପା...

ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ

କୋଭିଡ୍‌ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍‌ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ...

୪୮ଘଣ୍ଟାର ଶାନ୍ତି ଚୁକ୍ତି ଗଲା ଫସର ଫାଟି: ତାଲିବାନ ଶିବିର ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌

ଓ୍ବାଶିଂଟନ,୪।୩: ଆମେରିକା ଏବଂ ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ୪୮ ଘଣ୍ଟା ବି ରହି ପାରିନି। ଏହା ଫସର ଫାଟି ଯାଇଛି।...

Advertisement
Archives

Model This Week