ଅଷ୍ଟ୍ରେଲିଆରେ ମନୁଷ୍ୟଙ୍କ ଉପରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଆରମ୍ଭ କରିବ ଆମେରିକା

କାନବେରା,୨୬।୫: କରୋନା ସଂକ୍ରମଣ ନେଇ ପୃଥିବୀରେ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ପ୍ରତିଷେଧକ ଟୀକା ପ୍ରସ୍ତୁତି ପାଇଁ ବିଭିନ୍ନ ଦେଶରେ ଉଦ୍ୟମ ଅବ୍ୟାହତ ରହିଛି। ଆମେରିକାର ଏକ ବାୟୋ ଟେକ୍ନୋଲୋଜି କମ୍ପାନୀ ଅଷ୍ଟ୍ରେଲିଆରେ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ମନୁଷ୍ୟଙ୍କ ଉପରେ ଆରମ୍ଭ କରିବ ବୋଲି ସୂଚନା ଦେଇଛି। ଆମେରିକା କମ୍ପାନୀ ନୋଭାଭେକ୍ସ୍‌ର ଗବେଷକ ଡ. ଗ୍ରିଗୋରି ଗ୍ଲେନ୍‌ ଏନେଇ ସୂଚନା ଦେଇଛନ୍ତି। କମ୍ପାନୀ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇ ସାରିଛି। ଏହା ଅନ୍ତର୍ଗତ ମେଲବୋର୍ନ ଏବଂ ବ୍ରିସ୍‌ବେନ୍‌ ସହରର ୧୩୧ ଜଣ ସ୍ବେଚ୍ଛାସେବୀଙ୍କ ଉପରେ ପ୍ରତିଧେଷକ ଟୀକାର ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ୨୫୦୦ ବର୍ଷ ପୁରୁଣା ୩୦ ବହି

ଏଥେନ୍ସ୍‌,୧୨।୨: ଗୀସ୍‌ର ଏଥେନ୍ସ୍‌ରୁ ୨୫୦୦ ବର୍ଷ ପୁରୁଣା ୩୦ଟି ବହି ମିଳିଛି। ସ୍ଥାନୀୟ ଏକ ୩୦ଫୁଟର କୂଅ ମଧ୍ୟରେ ଏଗୁଡ଼ିକ ରହିଥିଲା।  ଏଥିରେ ଅନ୍ୟକୁ କିିଭଳି...

ସୋଲେମାନୀଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଗଦାଦ,୫।୧(ଏଏଫ୍‌ପି): କୁଦ୍‌ସ ବାହିନୀର କମାଣ୍ଡର ମେଜର ଜେନେରାଲ କାସିମ ସୋଲେମାନୀଙ୍କ ଶେଷକୃତ୍ୟ ଶନିବାର ସମ୍ପନ୍ନ ହୋଇଛି। ଏଥିରେ ହଜାର ହଜାର ଇରାକୀ ଯୋଗଦେଇ ‘ଆମେରିକା ମୁର୍ଦ୍ଦାବାଦ’...

ଆଜି ରାଜଧାନୀରୁ ୫୦ ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୧୦

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଶନିବାର ରାଜଧାନୀ ଭୁବନେଶ୍ୱରରୁ ୫୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୬ ଜଣ ସ୍ଥାନୀୟ ସଂକ୍ରମିତ...

ବାତ୍ୟା ଭଳି ଏବେ ‘ଲୁ’ର ହେବ ନାମକରଣ…

ସେଭିଲ/ନୂଆଦିଲ୍ଲୀ, ୯।୬ : ବାତ୍ୟା ଭଳି ଏବେ ଖୁବ ଶୀଘ୍ର ‘ଲୁ’ର ମଧ୍ୟ ନାମକରଣର କରାଯିବ। ‘ଲୁ’ର ନାମକରଣ କରିବାର କାରଣ ହେଉଛି ଏହାର ଗୁରୁତ୍ୱକୁ...

ଆଜି ରାଜ୍ୟରୁ ୧୯ ପଜିଟିଭ୍‌ ଚିହ୍ନଟ, ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୨୭୨ରେ ପହଞ୍ଚିଲା

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୨୭୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ୟୁରୋପକୁ ଜାଗ୍ରତ କରିବା ଲାଗି ଏକ ଓ୍ବେକ ଅପ୍‌ କଲ ଜରୁରୀ: ଜୟଶଙ୍କର…

ନୂଆଦିଲ୍ଲୀ/ଭିଏନା,୪।୧ : ଅଷ୍ଟ୍ରିଆ ଗସ୍ତରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁରୋପୀୟ ଦେଶମାନଙ୍କୁ ପରାମର୍ଶ ଦେଇଛନ୍ତି। ଭିଏନାରେ ଏକ ସାକ୍ଷାତକାରରେ ସେ ୟୁରୋପକୁ ନୂତନ...

ଚାଇନା ବସ୍‌ରେ ବିସ୍ଫୋରଣ: ଜଣେ ମୃତ ୪୨ ଆହତ

ବେଜିଂ,୧୩ ।୨: ଚାଇନାର ଲିଆଓନିଂ ଅଞ୍ଚଳରେ ଥିବା ସେନୟାଙ୍ଗ ସହରରେ ବସରେ ଏକ ବିସ୍ଫୋରଣ ହୋଇଛି । ଶନିବାର ହୋଇଥିବା ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ...

ଗ୍ରୀନ୍‌ କାର୍ଡ ପ୍ରକ୍ରିୟାରେ ବିଳମ୍ବ ହଟାଇବାକୁ ଚାହୁଁଛନ୍ତି ବାଇଡେନ: ଉପକୃତ ହେବେ ଲକ୍ଷାଧିକ ଭାରତୀୟ

ଓ୍ବାଶିଂଟନ,୯ା୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗ୍ରୀନ୍‌କାର୍ଡରେ ବିଳମ୍ବ ପ୍ରକ୍ରିୟାକୁ ହଟାଇବାକୁ ଚାହୁଁଛନ୍ତି। ଏହା କରିବା ଦ୍ୱାରା ଆମେରିକାରେ ଏଚ୍‌-୧ବି (H-1B)ଭିଜା ଉପରେ କାର୍ଯ୍ୟ କରୁଥିବା...

Advertisement
Archives

Model This Week