Posted inଖେଳ

ଅଶ୍ୱିନ, ବୋଥାମଙ୍କୁ ଟପିଲେ ଆଣ୍ଡରସନ

କେପ୍‌ ଟାଉନ, ୬।୧- ଅଭିଜ୍ଞ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଟେଷ୍ଟରେ ସର୍ବାଧିକ ୫ ଉଇକେଟ୍‌ ସଫଳତା ପାଇବାରେ ସାର୍‌ ଇଆନ ବୋଥାମ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପଛରେ ପକାଇ ଦେଇଛନ୍ତି। ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ରବିବାର ୪୦ ରନରେ ୫ ଉଇକେଟ୍‌ ହାସଲ କରି ସେ ଏହି ସଫଳତା ପାଇଛନ୍ତି। ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସରେ ଏନ୍‌ରିକ ନୋର୍ଟେଜଙ୍କୁ ସ୍ଲିପ୍‌ରେ ବେନ୍‌ ଷ୍ଟୋକ୍ସଙ୍କ ହାତରେ କ୍ୟାଚ୍‌ କରାଇ ଆଣ୍ଡରସନ ଇନିଂସରେ ୫ମ ଉଇକେଟ୍‌ ହାସଲ କରିଥିଲେ। ଟେଷ୍ଟ କ୍ୟାରିୟରରେ ଏହା ତାଙ୍କର ୨୮ତମ ୫ ଉଇକେଟ୍‌ ସଫଳତା ଥିଲା। ପୂର୍ବରୁ କ୍ରିକେଟ୍‌ର ଏହି ଲମ୍ବା ଫର୍ମାଟ୍‌ରେ ବୋଥାମ ଓ ଅଶ୍ୱିନ ୨୭ଥର ୫ ଉଇକେଟ୍‌ ଅକ୍ତିଆର କରିଥିଲେ। ଏହି ତାଲିକାରେ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥୟା ମୂରଲୀଧରନ ଶୀର୍ଷରେ ରହିଛନ୍ତି। ସେ ୧୩୩ ମ୍ୟାଚ୍‌ରୁ ସର୍ବାଧିକ ୬ଥର ୫ ଉଇକେଟ୍‌ ନେଇଛନ୍ତି। ଭାରତର ଅନିଲ କୁମ୍ବଲେ (୩୫ ଥର) ଏହି ତାଲିକାର ୪ର୍ଥ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୃତୀୟ ଅମ୍ପାୟରଙ୍କ ତ୍ରୁଟି: ପୁନଃ ଲାଗୁ ହେଲା ଇଂଲଣ୍ଡର ଡିଆରଏସ୍‌

ଚେନ୍ନାଇ,୧୪।୨(ପି.ଟି.): ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। ତୃତୀୟ ଅମ୍ପାୟର ଅନିଲ ଚୌଧୁରୀଙ୍କ ଏକ ତ୍ରୁଟି ଯୋଗୁ...

କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଗାଭାସ୍କର: ଅନୁଷ୍କାଙ୍କ କଡ଼ା ସମାଲୋଚନା

ଦୁବାଇ,୨୬।୯(ପି.ଟି.): ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲିଙ୍କ ଉପରେ ମନ୍ତବ୍ୟ ଦେଇ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ବିବାଦରେ ପଡିଛନ୍ତି। ଏଥିପାଇଁ କୋହଲିଙ୍କ ସ୍ତ୍ରୀ...

ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫-୦ରେ ସିରିଜ ଜିତିଲା ଏହି ଦଳ

ମାଞ୍ଚେଷ୍ଟର, ୧।୧୦: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଟି୨୦ ମ୍ୟାଚ୍‌କୁ ଇଂଲଣ୍ଡ ୩ ଉଇକେଟ୍‌ରେ ବିଜୟୀ...

ଆଇପିଏଲ୍‌ ନିଲାମି: କେଉଁ ଖେଳାଳିଙ୍କୁ କିଣିଲା କେଉଁ ଟିମ୍‌, ଦେଖନ୍ତୁ ପୁରା ତାଲିକା…

କୋଚି,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୩ର ମିନି ଅକ୍ସନ(ନିଲାମି) ଏଠାରେ ଅନୁଷ୍ଠିତ ହେଉଛି। ଏହି ନିଲାମରେ ୪୦୫ ଖେଳାଳିଙ୍କ ଉପରେ ଦାମ୍‌ ଲଗାଉଛନ୍ତି ସମସ୍ତ ୧୦ ଫ୍ରାଞ୍ଚାଇଜ୍‌।...

ଫୁଟ୍‌ବଲ ପ୍ରତିଭାର ବିକାଶ ପାଇଁ ଅଭିନବ ଉଦ୍ୟମ

ଭୁବନେଶ୍ୱର, ୨୯।୧୦(କ୍ରୀଡ଼ା ପ୍ରତିନିଧି)- ରାଜ୍ୟରେ ଫୁଟ୍‌ବଲର ପ୍ରଚାର ଓ ପ୍ରସାର ପାଇଁ ନିରନ୍ତର ଉଦ୍ୟମ କରିଆସିଥିବା ୟୁନିଟ୍‌-୬ ଆଥ୍‌ଲେଟିକ୍‌ ଆସୋସିଏଶନ ପକ୍ଷରୁ ଏବେ ଆଉ ଏକ...

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଏହି କ୍ରିକେଟର୍‌

କରୋନା ଯୋଗୁ ଏବେ କ୍ରିକେଟ ସିରିଜ୍‌ ଆୟୋଜନ କରାଯାଉନାହିଁ। ଏହି ସମୟରେ କିଛି ଭାରତୀୟ କ୍ରିକେଟରମାନେ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବାବେଳେ ଆଉ କିଛି କ୍ରିକେଟର...

 ଅଷ୍ଟ୍ରେଲିଆ ଆଗରେ ୩୪୧ ରନର ବିଜୟଲକ୍ଷ୍ୟ

ରାଜକୋଟ,୧୭।୧- ପ୍ରଥମ ଦିନିକିଆରେ ସହଜ ବିଜୟ ହାସଲ କରିଥିବା  ଅଷ୍ଟ୍ରେଲିଆ ଦଳ ଆଗରେ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ୩୪୧ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଛି...

ଭାରତ-ଶ୍ରୀଲଙ୍କା ଫାଇନାଲ

ସିଲହଟ୍‌,୧୪ା୧୦(ପି.ଟି.): ମହିଳା ଟି୨୦ ଏସିଆ କପ୍‌ ଫାଇନାଲ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଗୁରୁବାର ଖେଳାଯାଇଥିବା ସେମି ଫାଇନାଲରେ ଭାରତ ଥାଇଲାଣ୍ଡକୁ ୭୪...

Advertisement
Archives

Model This Week