ଅର୍ଜୁନଙ୍କ ସମ୍ପର୍କରେ ପିତା ବୋନି କପୁର କହିଲେ ଏମିତି କଥା

ମୁମ୍ବାଇ: ନିର୍ଦ୍ଦେଶକ ତଥା ଅଭିନେତା ବୋନି କପୁର ଜଣେ ବାପା ହିସାବରେ ସବୁ ସନ୍ତାନଙ୍କୁ ସ୍ନେହ ଆଦର କରିଥାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି। ତଥାପି ୪ ପିଲାଙ୍କ ମଧ୍ୟରୁ ସେ ଖୁସିଙ୍କୁ ବହୁତ ଭଲପାଆନ୍ତି ବୋଲି କହିଛନ୍ତି। ଖୁସି ତାଙ୍କ ଆଖିର ତାରା ହୋଇଥିବା ବେଳେ ଅର୍ଜୁନ ତାଙ୍କ ହୃଦୟ। ଏବେ ଖୁସି ବିଦେଶରେ ରହି ପାଠ ପଢୁଥିବାରୁ ତାକୁ ବହୁତ ମିସ୍‌ କରନ୍ତି। ତାଙ୍କ ହୃଦୟରେ ଖୁସି ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ମୋ’ ପିଲାମାନଙ୍କ ପ୍ରତି ଥିବା ଭଲପାଇବାକୁ କେବେ ବି ମାପି ହେବ ନାହିଁ। କାରଣ ସେମାନଙ୍କ ପ୍ରତି ସ୍ନେହ ଆଦର ସ୍ବାଭାବିକ। ମୁଁ ସେମାନଙ୍କ ବାପା। ଜଣେ ବାପା ହିସାବରେ କ’ଣ ପିଲାଙ୍କୁ କହିବାକୁ ପଡ଼ିବ କି ମୁଁ କେତେ ଭଲ ପାଏ ବୋଲି। ତେଣୁ ମୋ’ ପାଇଁ ସବୁ ପିଲା ସମାନ।


Enter your email to get our daily news in your inbox.

All Right Reserved By Dharitri.Com

ଅଡୁଆରେ ଜ୍ୟାକଲିନ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ପାଖାପାଖି ୫ ଘଣ୍ଟା ଧରି ପଚରା ଉଚରା କରିଛି । ଦିଲ୍ଲୀରେ...

ସୁଜୈନଙ୍କ ପରେ ଏବେ ହ୍ରିତିକ୍‌ଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ବିତୁଛି…

ବମ୍ବେ: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାଧାରଣ ଲୋକଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ଏଥିରୁ ରକ୍ଷା ପାଇ ପାରୁନାହାନ୍ତି।...

‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ଆସିବେନି ହ୍ରିତିକ

ମୁମ୍ବାଇ: ବିଗ୍‌ ବି ଅମିତାଭଙ୍କ ଅଭିନୀତ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବା କଥା ଶୁଣିବାକୁ ମିଳିଥିଲା। ଆଉ ଏହାର ଲିଡ୍‌ ରୋଲରେ ହ୍ରିତିକ...

ଫିଲ୍ମ ‘ପଠାନ୍‌’କୁ ନେଇ ପୁଣି ତେଜିଲା ବିବାଦ: ‘ବେସରମ୍‌ ରଙ୍ଗ’ ଗୀତକୁ ହଟାଇବାକୁ ଦାବି

ଅହମ୍ମଦାବାଦ୍‌ ୫।୧: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ଅଭିନୀତ ‘ପଠାନ୍‌’କୁ ନେଇ ପୁଣିଥରେ ବିଭିନ୍ନ ସଙ୍ଗଠନ ବିରୋଧ କରିବା ଆରମ୍ଭ କରିଛନ୍ତି। ଫିଲ୍ମରୁ ବିବାଦୀୟ ଗୀତ...

ପସନ୍ଦ ଆସୁଛି ‘ପଙ୍ଗା’: ଦୁଇ ଦିନରେ ରୋଜଗାର କଲାଣି ୮.୩୧ କୋଟି

ବମ୍ବେ: ବଡ଼ ପରଦାରେ ରିଲିଜ ହୋଇଛି କଙ୍ଗନା ରାଣାଓ୍ବତ ଅଭିନୀତ ‘ପଙ୍ଗା’। ଶୁକ୍ରବାର ରିଲିଜର ପ୍ରଥମ ଦିନରେ ଫିଲ୍ମର ବ୍ୟବସାୟ ସାମାନ୍ୟ ମାନ୍ଦା ଥିବାବେଳେ ଶନିବାର...

ବାଥରୁମ୍‌ରେ କାହିଁକି ଖାଉଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। ସମଗ୍ର ବିଶ୍ୱରେ ସେ ବେଶ୍‌ ଜଣାଶୁଣା। ତାଙ୍କ ଅଭିନୟ ସହ ବ୍ୟକ୍ତିଗତ ଜୀବନ ପାଇଁ...

ଦିନକୁ ୧୦ରୁ ୧୫ ପାନ ଖାଉ ଥିଲେ ଅମିର ଖାନ

ନୂଆଦିଲ୍ଲୀ,୨୨।୧୨: ନାଚ୍ୟୁରାଲ ଆକ୍ଟିଂ ପାଇଁ ଜଣାଶୁଣା ବଲିଉଡ୍‌ ଆକ୍ଟର ଅମିର ଖାନ ଦିନକୁ ୧୦ରୁ ୧୫ ଖଣ୍ଡ ପାନ ଖାଉଥିଲେ। ଏହା ଆପଣଙ୍କୁ ବିସ୍ମିତ କରୁଥିବ...

ଭଉଣୀ ଶିଳ୍ପାଙ୍କ ବିବାହ ପରେ ମାସେ ଯାଏ ଅବସାଦଗ୍ରସ୍ତ ହୋଇଥିଲେ ସମିତା; ଛାଡ଼ି ଦେଇଥିଲେ ବିଗ୍‌ବସ୍‌…

ବମ୍ବେ: ପର୍ନ ଫିଲ୍ମ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ସେ ଏବେ ପୋଲିସ ହେପାଜତରେ ଅଛନ୍ତି।...

Advertisement
Archives

Model This Week