ଅଯୋଧ୍ୟା ମାମଲାକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ଉପରେ ମତ ରଖିଲା ବଲିଉଡ୍‌

ମୁମ୍ବାଇ,୯।୧୧: ସୁପ୍ରିମକୋର୍ଟ ଶନିବାର ଅଯୋଧ୍ୟା ମାମଲାକୁ ନେଇ ଐତିହାସିକ ରାୟ ଦେଇଛନ୍ତି। ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ସ୍ପଷ୍ଟ ହୋଇଯାଇଛି। ଏହାସହ ସୁପ୍ରିମକୋର୍ଟ ୩ ମାସ ମଧ୍ୟରେ ମନ୍ଦିର ନିର୍ମାଣକୁ ନେଇ ଏକ ଟ୍ରଷ୍ଟ ଗଠନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାସହ ବାବରୀ ମସଜିଦ ପାଇଁ ଅଯୋଧ୍ୟାର ଅନ୍ୟ ଏକ ସ୍ଥାନରେ ସରକାର ୫ ଏକର ଜମି ଯୋଗାଇ ଦେବେ ବୋଲି ମଧ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଏହି ରାୟକୁ ନେଇ ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି। ବହୁ ବଲିଉଡ୍‌ ସେଲିବ୍ରିଟି ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସ୍ବାଗତ ଜଣାଇଛନ୍ତି। ଏହାସହ ଦେଶରେ ଶାନ୍ତିର ବାତାବରଣ ବଜାୟ ରଖିବାକୁ ସେ ଜନତାଙ୍କୁ ଅପିଲ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକ ସରକାର ପୁଣି ସଙ୍କଟରେ

ବେଙ୍ଗାଲୁରୁ,୬।୭: କର୍ନାଟକର ଶାସନ କ୍ଷମତାରେ ଥିବା କଂଗ୍ରେସ-ଜେଡିଏସ୍‌ ସରକାର ପୁଣି ସଙ୍କଟରରେ। କାରଣ ଶନିବାର କଂଗ୍ରେସର ୮ ବିଧାୟକ ଓ ଜେଡିଏସର ୩ ବିଧାୟକ ଇସ୍ତଫା...

ଭାବପ୍ରବଣ ସୁନୀଲ

ସୁନୀଲ ଦତ୍ତ। ହିନ୍ଦୀ ସିନେମା ଜଗତର ଅନ୍ୟତମ ବର୍ଷୀୟାନ ଅଭିନେତା। ବେଶ୍‌ କେତୋଟି ହିଟ୍‌ ଫିଲ୍ମରେ ତାଙ୍କର ଡକାୟତ ଭୂମିକା ଏବେ ମଧ୍ୟ ଅନେକଙ୍କ ମନରେ...

୧୦୦ ଲୋକପ୍ରିୟ ସହର ମଧ୍ୟରେ ଭାରତର ୭

ଲଣ୍ଡନ, ୬।୧୨(ଆଇଏଏନ୍‌ଏସ୍‌): ବିଶ୍ୱର ସବୁଠାରୁ ଅଧିକ ଲୋକପ୍ରିୟ ୧୦୦ ସହର ମଧ୍ୟରେ ଭାରତର ୭ ସହର ରହିଛନ୍ତି। ବ୍ରିଟେନ୍‌ର ଗ୍ଲୋବାଲ ମାର୍କେଟ ରିସର୍ଚ୍ଚ କମ୍ପାନୀ ୟୁରୋମନିଟର...

ଓମାର, ମେହବୁବାଙ୍କ ବିରୋଧରେ ପିଏସ୍‌ଏ

ଶ୍ରୀନଗର,୭-୨:ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରଠୁ ଅଟକ ଥିବା ଜମ୍ମୁ-କଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବ୍‌ଦୁଲ୍ଲା ଓ ମେହବୁବା ମୁଫ୍‌ତିଙ୍କ ବିରୋଧରେ ପ୍ରଶାସନ...

ବାୟୁସେନାର ଏଏନ୍‌-୩୨ ବିମାନ ନିଖୋଜ

ଜୋରହାଟ,୩।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଯିବା ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନ...

ରବର ଷ୍ଟାମ୍ପ୍‌ ଭଳି କାମ କରିବାକୁ ଚାହୁଁଛନ୍ତି ସରକାର…

ନୂଆଦିଲ୍ଲୀ, ୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୪ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ହେବାକୁ ଥିବା ସଂସଦର ମୌସୁମୀ...

ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ...

ମନେପଡେ ରାବଣ ପୋଡିରେ ରେଳ ଦୁର୍ଘଟଣା

ଅମୃତସର,୮।୧୦: ଅକ୍ଟୋବର ୧୯, ୨୦୧୮। ପଞ୍ଜାବର ଅମୃତସରରେ ରେଲ ଧାରଣା ଉପରେ ଠିଆ ହୋଇ ରାବଣ ପୋଡିର ମଜା ନେଉଥିଲେ ପିଲାଠାରୁ ବୟସ୍କ ପ୍ରାୟ ୭୦ରୁ...

Coronavirus Update


Archives

Model This Week

Why Dharitri