ଅବେବସ୍‌ତା ଘେରରେ ହାଟପଦାପଡା ସ୍କୁଲ:ବଖ୍‌ରେ ଘରେ ୯୨ ଛାତ୍ରୀଛତ୍ରକଁର ପାଠ୍‌ପଢ଼ା

ଲାଠୋର, ୯ା୭ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ହାଟପଦାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଲୟ ଅବେବସ୍‌ତା ଘେରରେ ରହିଛେ। ଇଥିରଲାଗି ଛାତ୍ରୀଛାତ୍ର, ଶିକ୍ଷକ ନାନା ସମସିଆର ସାମନା କରୁଥିବାର ଅଭିଯୋଗ ହେଉଛେ।ସୂଚନା ଅନ୍‌ସାରେ ୧୯୭୯ ସାଲେ ଥାପିତ ଇ ସ୍କୁଲରେ ୧ମରୁ ୫ମ ଶ୍ରେଣୀ ତକ୍‌ ପାଠ୍‌ପଢ଼ାର ବେବସ୍‌ତା ଅଛେ। ଏହେଦେ ସ୍କୁଲରେ ୯୨ ଝନ୍‌ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଥିଲାବେଲେ ୩ ଝନ୍‌ ଶିକ୍ଷୟିତ୍ରୀ ଶିକ୍ଷକ ରହିଛନ୍‌। ହେଲେ ସ୍କୁଲରେ ପାଠ୍‌ପଢ଼ାର ଲାଗି ବଖରେ ଘର ରହିଛେ। ଇ କୁଠାଥି ଅଫିସ୍‌ କାମ, ଏମ୍‌ଡିଏମ୍‌ ସାମାନ ରଖାଥୁଆ ସଂଗେ ପିଲାକର ପାଠ୍‌ପଢ଼ା ହେଉଛେ। ସ୍କୁଲରେ କୋଲ ଇଣ୍ଡିଆ ତରଫୁ ଗୁଟେ ଶୌଚାଲୟ ତିଆର ହେଇ ସିନଟେକ୍ସ ଟ୍ୟାଙ୍କ ବସାଯାଇଛେ। ହେଲେ ପାଏନ୍‌ର ବେବସ୍‌ତା ନାଇଁଥିବାର ଲାଗି ଶୌଚାଲୟଟା ପଡ଼ିରହି ଖତ ଖାଉଛେ। ଇଆଡ଼େ ଛାତ୍ରୀଛାତ୍ର ଶୌଚର ଲାଗି ବାହାରକେ ଯାଉଛନ୍‌। ସେନ୍‌ତା ସ୍କୁଲ ବାଡ଼ାକେ ଲାଗି ବିପଦ୍‌ ଅବସ୍‌ତାରେ ଖୁଲାରେ ଦୁଇଟା ଟ୍ରାନ୍ସଫର୍ମର ରହିଥିଲାବେଲେ ସ୍କୁଲକେ ଲାଗି ବିଦ୍ୟୁତ୍‌ ତାର ଯାଇଛେ। ବରଷା ଦିନେ ସ୍କୁଲର ନଲ୍‌ଚୁଅଁାରୁ ପାଏନ୍‌ ମାଏଲାବେଲେ କେତେବେଲେ କେନ୍‌ତା ଝଟକା ମାରୁଥିବାର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ କହିଛନ୍‌। ଏମ୍‌ଡିଏମ୍‌ ଲାଗି ୫ ବଛର ତଲେ ସ୍କୁଲରେ ଗୁଟେ ରଁଧାଘର ତିଆର ହେଇଥିଲା। ହେଲେ କାମ୍‌ଟା ଏତେ ହଲକା ହେଇଥିଲାଯେ ଘରଟା ପୂରା ହେବାର ଆଗ୍‌ରୁ ଛାତ୍‌ ଦବି ଯାଇଥିଲା। ସେ ବିପଦ୍‌ ଅବସ୍‌ତାରେ ଥିବାର ଘରେ ଏହେଦେ ଛାତ୍ରୀଛାତ୍ରକଁର ଏମ୍‌ଡିଏମ୍‌ ରଁଧାବଢ଼ା ହେଉଛେ। ସ୍କୁଲରେ ଲାଗି ରହିଥିବାର ଇ ସବୁ ସମସିଆକେ ନେଇ ଗଲା ୯.୧.୨୦୧୬ରେ ପ୍ରଧାନ ଶିକ୍ଷୟିତ୍ରୀକଁର ଅଧ୍ୟକ୍ଷତାରେ ସ୍କୁଲ ପରିଚାଲନା କମିଟି ଆର ଅଭିଭାବିକା, ଅଭିଭାବକମାନକୁ ନେଇ ଗୁଟେ ବଇଠକ୍‌ ବସିଥିଲା। ବଇଠକ୍‌ରେ ଗୁଟେ ରିଜୋଲୁଶନ କରି ଜିଲା ଶିକ୍ଷା ଅଧ୍‌କାରୀ, ଡିପିସି, ଖପ୍ରାଖୋଲ ବିଦ୍ୟୁତ ବିଭାଗ ସେକ୍ସନାଲ ଅଫିସର, ଥାନୀୟ ସରପଁଚ୍‌କୁଁ ସମସିଆର ସମାଧାନ ଲାଗି କମିଟି ଲିଖିତ ଜନେଇଥିଲା। ହେଲେ ଆଏଜ୍‌ତକ କେହେନ୍‌ସି ଗୁଟେ ବି ଅଧ୍‌କାରୀ ସମସିଆର ସମାଧାନ ଦିଗେ ପଦକ୍ଷେପ ନାଇଁ ନେଇ। ଶେଷେ ସ୍କୁଲ କତୁରପକ୍ଷ ଉପେ ଶୂଇନ୍‌ ହେଇ ସୋମବାର ଥାନୀୟ ସରପଁଚ୍‌, ପରିଚାଲନା କମିଟି ସଭାପତି, ସିଆରସିସି, ଅଭିଭାବିକା ଅଭିଭାବକମାନକୁ ନେଇ ଗୁଟେ ବଇଠକ୍‌ ଡାକିଥିଲେ। ବଇଠକ୍‌ରେ ସ୍କୁଲର ଭିନେ ଭିନେ ସମସିଆ ବାବ୍‌ଦେ ଆଲୋଚନା ହେଇଥିଲା। ସେନ୍‌ତା ସ୍କୁଲ ସମସିଆର ସମାଧାନ ଦିଗେ କେହି ପଦକ୍ଷେପ ନାଇଁ ନେଉଥିଲାବେଲେ ଯଦି ସ୍କୁଲ ସମିଆରେ କେହେନ୍‌ସି ଅଘଟନ ଘଟବା ସେଥିରଲାଗି କିଏ ଦାୟୀ ରହିବା ବଲି ବଇଠକ୍‌ରେ କେତେ ଅଭିଭାବକ ପ୍ରଶ୍ନ କରିଥିଲେ। ଜିଲା ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ପଦକ୍ଷେପ ନେବାକେ ଅଭିଭାବକ ମହଲରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ ନ ହେଲେ ହଇରାଣ ହେବା

ଭୁବନେଶ୍ୱର, ୨୧ା୧୦(ବ୍ୟୁରୋ): ଆଗକୁ ପାର୍ବଣ ସାଙ୍ଗକୁ ଶୀତଦିନ ଆସୁଛି। ସଚେତନ ନ ରହିଲେ ପରିସ୍ଥିତି ପୁଣି ବିଗିଡ଼ିଯିବ। କେରଳ ଓ ପାଶ୍ଚାତ୍ୟ ଦେଶ ଭଳି ପୁଣି...

ଥମୁନି ମୃତ୍ୟୁସଂଖ୍ୟା: ପୁଣି କରୋନା ନେଲା ୧୭ ଜୀବନ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୧୭ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...

ଦିଲ୍ଲୀରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୬(ବ୍ୟୁରୋ): ଏନ୍‌ଡିଏ ପକ୍ଷରୁ ରାଷ୍ଟ୍ରପତି ପାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଆସନ୍ତାକାଲି...

ପୁରୁଷବନ୍ଧୁ ସୌମ୍ୟଜିତ ଫେରାର ହୋଇଯାଇଥିବା ସନ୍ଦେହ

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରୁ ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣାକୁ ମଙ୍ଗଳବାର ୬ଦିନ...

ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୪ା୨(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଉଷ୍ଣ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା...

ଭିଜିଲାନ୍ସ ଜାଲରେ ୯ ଆଇଏଏସ୍‌, ୨୨୭ ଓଏଏସ୍‌

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ତଳୁ ଉପର ଯାଏ ଦୁର୍ନୀତି ଖୁନ୍ଦି ହୋଇ ରହିଛି। କେବଳ ତଳିଆ କର୍ମଚାରୀ ଯେ ହାତଗୁଞ୍ଜା ନେଉଛନ୍ତି ତାହା ନୁହେଁ, ବଡ଼ ବାବୁମାନେ ମଧ୍ୟ...

ରବିଧାନର ଅଭାବୀ ବିକ୍ରି

ରୂପସା, ୨୫ା୫(ଡି.ଏନ.ଏ.) ବାଲେଶ୍ୱର ଜିଲାର ସଦର ଓ ବସ୍ତା ବ୍ଲକରେ ଚଳିତ ରବି ଋତୁରେ ଧାନ ଅମଳ ଶେଷ ହେବାକୁ ବସିଲାଣି। ହେଲେ ଏ ଯାଏ...

ଶିଶୁଙ୍କ ଟିକାକରଣ ପୂର୍ବରୁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ

ଭୁବନେଶ୍ୱର,୨୧।୧୦(ବ୍ୟୁରୋ): ରାଜ୍ୟରେ ଶିଶୁମାନଙ୍କୁ କୋଭିଡ୍‌ ଟିକା ଦେବା ପାଇଁ ଶୁକ୍ରବାରଠାରୁ ପ୍ରସ୍ତୁତି ଆରମ୍ଭ ହେବ। ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ତଥା ରାଜ୍ୟ ଟିକାକରଣ ନୋଡାଲ...

Advertisement
Archives

Model This Week