ଅପେକ୍ଷାରେ ଆଲିୟା

ଆଲିୟାଙ୍କ ଅଭିନୀତ ‘ବ୍ରହ୍ମାସ୍ତ୍ର’ ଏବେ ରିଲିଜ ଅପେକ୍ଷାରେ ରହିଛି। ଏହି ଖୁସିରେ ସେ ଏକ ଡିନର ପାର୍ଟିର ଆୟୋଜନ କରିଥିଲେ। ଏଥିରେ ତାଙ୍କର କେତେ ଜଣ ଅନ୍ତରଙ୍ଗ ସାଙ୍ଗଙ୍କ ବ୍ୟତୀତ ଏହି ଫିଲ୍ମର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ହେଲେ ପାର୍ଟି ଆରମ୍ଭ ହେବା ପୂର୍ବରୁ ଆଲିୟା ଯେମିତି ବ୍ୟସ୍ତ ଜଣାପଡୁଥାଆନ୍ତି। ବାରମ୍ବାର ଦ୍ୱାର ଆଡକୁ ଚାହୁଁଥାଆନ୍ତି। କାରଣ ସେତେବେଳ ପର୍ଯ୍ୟନ୍ତ ପାର୍ଟିର ମୁଖ୍ୟ ଆକର୍ଷଣ ତଥା ତାଙ୍କର ପ୍ରେମିକ ରଣବୀର କପୁର ଆସି ନ ଥାନ୍ତି। ହେଲେ ଯେତେବେଳେ ସେ ଆସି ପହଞ୍ଚତ୍ ଗଲେ ସେତେବେଳେ ଆଲିୟାଙ୍କ ଖୁସି ଦେଖେ କିଏ। ବାସ୍‌, ତା’ପରେ ସମସ୍ତେ ମିଶି ପାର୍ଟିର ମଜା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ

ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ । ମାତ୍ର ଛଅବର୍ଷ ମଧ୍ୟରେ ତାଙ୍କ ଦ୍ୱାରା ପ୍ରଯୋଜିତ ଛଅଟି ଓଡ଼ିଆ ସିନେମା ପରଦା ଉପରକୁ ଆସିସାରିଛି । ଅନ୍ୟପକ୍ଷରେ...

ଚୁମ୍ବନ ଦୃଶ୍ୟ ପୂର୍ବରୁ ଏହି ଅଭିନେତାଙ୍କୁ ୫ ଥର ହାତ ଧୁଆଇଥିଲେ ନେହା ଧୁପିଆ

ଅଭିନେତ୍ରୀ ନେହା ଧୁପିଆ ତାଙ୍କ ବୋଲ୍ଡ ଷ୍ଟେଟମେଣ୍ଟ ପାଇଁ ପ୍ରାୟତଃ ରହିଥାନ୍ତି ଚର୍ଚ୍ଚାରେ । ସେ ଏବଂ ୟାମି ଗୌତମ ତାଙ୍କ ଫିଲ୍ମ ‘ଏ ଥର୍ସଡେ’ର...

ଆର୍ୟନଙ୍କ ପାଇଁ ଲଢ଼ିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ; ତଥାପି ଆଜି ମିଳିଲାନି ଜାମିନ

ବମ୍ବେ: ଆଜି ବି ମିଳିଲାନି ଜାମିନ। ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି ଅଭିନେତା ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏହାକୁ ୩ ସପ୍ତାହରୁ...

ଭାଇରାଲ ହେଉଛି କରିନାଙ୍କ ରେସ୍ତୋରାଁ ଫଟୋ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁ ଶୁକ୍ରବାର ଇନଷ୍ଟାଗ୍ରାମରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି ତାହା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରୁ...

ଭାରତ ପକ୍ଷରୁ ସୟାନୀ ଗୁପ୍ତାଙ୍କ ‘ଶେମଲେସ୍‌’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ ୩୦।୧୧: ବଲିଉଡ୍‌ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲା ଓ ରିଷଭ କପୁରଙ୍କ ଭଳି ଷ୍ଟାରର ଫିଲ୍ମ ‘ଶେମଲେସ୍‌’କୁ ଓସ୍କାର ପାଇଁ ଚୟନ କରାଯାଇଛି।...

ବିବାହର ଚାରି ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି କହିଲେ…

ବମ୍ବେ: ଚାରି ବର୍ଷର ବିବାହ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ କୀର୍ତ୍ତି କୁଲ୍ହାରୀ। ସୋସିଆଲ ମିଡିଆରେ ଲମ୍ବା ଚଉଡ଼ା ପୋଷ୍ଟ କରି ସେ ଏ...

ଜନ୍ମଦିନରେ କିଛି ଫଟୋ ଶେୟାର କରି ସ୍ମୃତିକୁ ତାଜା କଲେ ରଣବୀର

ଜୁଲାଇ ୬ ଅର୍ଥାତ ଆଜି ରଣବୀର ସିଂହଙ୍କ ଜନ୍ମଦିନ। ଚଳିତବର୍ଷ ରଣବୀର ୩୪ତମ ଜନ୍ମ ଦିବସ ପାଳନ କରୁଛନ୍ତି। ବ୍ୟସ୍ତତା ଭିତରେ ନିଜ ପରିବାରକୁ ରଣବୀର...

ମୁହଁ ଲୁଚାଇଲେ ଶିଳ୍ପାଙ୍କ ସ୍ବାମୀ, ଲୋକେ କହିଲେ…

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପର୍ନ ଫିଲ୍ମ ନିର୍ମାଣ ଅଭିଯୋଗରେ ଧରାପଡ଼ିବା ପରେ ଗଣମାଧ୍ୟମରୁ ଦୂରେଇ ରହିଛନ୍ତି। ନିକଟରେ ଶିଳ୍ପା ଏବଂ...

Advertisement
Archives

Model This Week