Posted inଜାତୀୟ

ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ଙ୍କ ୧୪ ସ୍ଥାବର ସମ୍ପତ୍ତି ହେବ ନିଲାମ

ନୂଆଦିଲ୍ଲୀ,୨୩।୪: ଅଣ୍ଡର ଓ୍ବାଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ୧୪ଟି ସ୍ଥାବର ସମ୍ପତ୍ତିର ନିଲାମ କରାଯିବା ପାଇଁ ଯୋଜନା କରାଯାଉଛି। ଆଣ୍ଟି ସ୍ମଗଲିଙ୍ଗ୍‌ ଏଜେନ୍ସି ସାଫେମା(ସ୍ମଗଲିଙ୍ଗ୍‌ ଆଣ୍ଡ ଫରେନ୍‌ ଏକ୍ସଚେଞ୍ଜ୍‌ ମାନ୍ୟୁପୁଲେଟରର୍ସ ଆକ୍ଟ)ପକ୍ଷରୁ ଏନେଇ ଉଦ୍ୟମ ଜାରି ରହିଛି। ଏସବୁ ସମ୍ପତ୍ତି ମହାରାଷ୍ଟ୍ରର ରଲାଗିରି ଜିଲା ଅନ୍ତର୍ଗତ ମୁମ୍ବକେ କସବେ ଅଞ୍ଚଳର ଖେଣ୍ଡ୍‌ ଗାଁରେ ରହିଛି। ଏସବୁ ସ୍ଥାବର ସମ୍ପତ୍ତି ଦାଉଦ୍‌ଙ୍କ ଭଉଣୀ ହସିନା ପାରକର୍‌ ଏବଂ ମା’ଙ୍କ ନାମରେ ରହିଛି। ସେଥିମଧ୍ୟରେ ଏକ ୩ ମହଲା ବିଶିଷ୍ଟ ବଙ୍ଗଳା ରହିଛି। ଏଠାକୁ ପୂର୍ବରୁ ଦାଉଦ୍‌ ଯିବା ଆସିବା କରୁଥିଲେ। ସୂଚନାଯୋଗ୍ୟ, ଗତ ଦୁଇ ସପ୍ତାହ ତଳେ ହସିନା ପାରକରଙ୍କ ୧.୮ କୋଟି ଟଙ୍କାର ଫ୍ଲାଟ୍‌ ନିଲାମ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ: ମଧ୍ୟ ପ୍ରଦେଶରେ ଜିତିଲା ଭାଜପା

ନୂଆଦିଲ୍ଲୀ,୧୯।୬: ଦେଶର ୮ ରାଜ୍ୟରେ ୧୯ ରାଜ୍ୟ ସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ଏପର୍ଯ୍ୟନ୍ତ ମିଳିଥିବା ସୂଚନାରୁ ଜଣାପଡିଛି ମଧ୍ୟପ୍ରଦେଶରେ...

ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ ୧୦୦ ଥର ଉଠ୍‌ବସ୍‌ ହେବି: ଜାଣନ୍ତୁ ଏପରି କାହିଁକି କହିଲେ ମମତା

କୋଲକାତା,୯।୯: ପଶ୍ଚିମବଙ୍ଗରେ ବେଶ୍‌ ଧୁମ୍‌ଧାମରେ ଦୂର୍ଗାପୂଜା ପାଳିତ ହୋଇଥାଏ। ହେଲେ ଚଳିତ ବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁର୍ଗାପୂଜା ପାଇଁ ଅନୁମତି...

ହେଲିକପ୍ଟର ମନିକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୪: କୋଭିଡ୍‌-୧୯ ପ୍ରଭାବକୁ ଶେଷ କରିବା ଲାଗି ଏବେ ଲକ୍‌ଡାଉନ ଲାଗି ରହିଛି। ମଙ୍ଗଳବାର ଯାଏ ଲକ୍‌ଡାଉନ ଅବଧି ରହିଥିବା ବେଳେ ଏହାକୁ ବଢ଼ାଇବା ଲାଗି...

ନିର୍ବାଚନ ପୂର୍ବରୁ ଆରଜେଡିକୁ ଝଟ୍‌କା: ଜେଡିୟୁରେ ସାମିଲ ହେବେ ଲାଲଙ୍କୁ ସମୁଦି

ପାଟନା,୧୯।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଅଦଳ ବଦଳ ନୀତି ଜୋରସୋରରେ ଚାଲିଛି। ନିକଟରେ...

ଲୋକଙ୍କ ସାମ୍ନାକୁ ବେଶି ଆସନ୍ତି ନାହିଁ ଅମିତ ଶାହାଙ୍କ ସ୍ତ୍ରୀ: ଦୀପାବଳିରେ ଜଳାଇଲେ ଯବାନଙ୍କ ପାଇଁ ଦୀପ; ବିବାହ ବେଳେ ଦିଶୁଥିଲେ…

ନୂଆଦିଲ୍ଲୀ,୧୫।୧୧: ଗୃହମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅମିତ ଶାହାଙ୍କ ସ୍ତ୍ରୀ ହେଲେ ସୋନଲ ଶାହ। ସାର୍ବଜନିକ ଭାବେ ଲୋକଲୋଚନକୁ ଆସିବାକୁ ସେ ଚାହୁଁ ନ...

ହିଜାବ ବିବାଦ ନଥମୁଣୁ ଏବେ ଶ୍ରୀମଦ ଭଗବଦ ଗୀତା…

ବେଙ୍ଗାଲୁରୁ,୨୦।୩ : କର୍ନାଟକରେ ହିଜାବ ବିବାଦ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ମଧ୍ୟ ସମ୍ପୂର୍ଣ୍ଣ ଥମିନାହିଁ। ଏହା ଏବେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ଏପରିସ୍ଥଳେ ଏବେ ଗୁଜୁରାଟ ଶୈଳୀରେ...

ବୁଲାଇ ନେବା ବାହାନାରେ ସ୍ତ୍ରୀଙ୍କୁ ପାହାଡ଼ରୁ ଦେଲେ ଠେଲି

ନୂଆଦିଲ୍ଲୀ,୨୭।୭: ସ୍ତ୍ରୀଙ୍କୁ ଉତ୍ତରାଖଣ୍ଡର ନେନିତାଲର ଏକ ପାହାଡ଼ରୁ ଠେଲି ଦେବା ଅଭିଯୋଗରେ ୨୪ ବର୍ଷୀୟ ସେଲ୍ସମ୍ୟାନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ। ମହିଳାଙ୍କ ମୃତଦେହକୁ ଉଦ୍ଧାର...

ସନି ଦେଓଲଙ୍କ ଲୋକ ସଭା ସଦସ୍ୟତା ସଙ୍କଟରେ: ଧାର୍ଯ୍ୟ ସୀମାଠାରୁ କରିଛନ୍ତି ଅଧିକ ଖର୍ଚ୍ଚ; ଇସି ଜାରି କରିପାରନ୍ତି ନୋଟିସ୍‌

ନୂଆଦିଲ୍ଲୀ,୧୯।୬: ପଞ୍ଜାବର ଗୁରୁଦାସପୁର ଲୋକ ସଭା ଆସନ ଏମ୍‌ପି ସନି ଦେଓଲଙ୍କ ସଦସ୍ୟତା ନେଇ ଏବେ ସଙ୍କଟ ଦେଖାଦେଇଛି। ସେ ନିର୍ବାଚନରେ ଧାର୍ଯ୍ୟ ସୀମାଠାରୁ ଅଧିକ...

Advertisement
Archives

Model This Week