Posted inଫୁରସତ

ଅଟା ଫିଙ୍ଗା ପର୍ବ, ନିୟମ ଭାଙ୍ଗିଲେ ଦେବାକୁ ପଡ଼େ…

ସ୍ପେନ୍‌: ୨୦୦ ବର୍ଷ ଧରି ସ୍ପେନ୍‌ରେ ଏକ ଭିନ୍ନ ପର୍ବ ପାଳନ କରାଯାଇଆସୁଛି। ଏହାକୁ ଫୁଡ୍‌ ଫେଷ୍ଟିଭାଲ୍‌ ମଧ୍ୟ କୁହାଯାଏ। ଏହି ପର୍ବରେ ଲୋକେ ଅଟା ଏବଂ ହର୍ବାଲ ରଙ୍ଗକୁ ବ୍ୟବହାର କରି ଖେଳିଥା’ନ୍ତି। ପ୍ରତିବର୍ଷ ଡିସେମ୍ବର ୨୮ରେ ସ୍ପେନ୍‌ର ଆଇବିଆଇରେ ଏହି ପର୍ବ ଆୟୋଜନ କରାଯାଇଥାଏ।

ବିଶେଷକରି ପର୍ବଟି ବନ୍ଧୁତା ଏବଂ ପ୍ରେମର ପ୍ରତୀକ ଅଟେ। ସକାଳ ୮ଟାରୁ ଏହି ପର୍ବ ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହୋଇଥାଏ। ଦୁଇଟି ଟିମ୍‌ ମଧ୍ୟରେ ଏହି ପର୍ବ ପାଳନ କରାଯାଏ। ଏଥିରେ ମହିଳା ବି ସାମିଲ ଥା’ନ୍ତି। ଦୁଇଟି ଦଳ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥା’ନ୍ତି। ବିଶେଷକରି ଯୁବଗୋଷ୍ଠୀ ଏହି ଖେଳରେ ଭାଗ ନେଇଥା’ନ୍ତି। ଯିଏ ଏଥିରେ ଭାଗ ନ ନିଏ ତାକୁ ଜରିମାନା ଦେବାକୁ ପଡ଼ିଥାଏ। ଏହି ଜରିମାନାଙ୍କୁ ଦାନ କରିଦିଆଯାଏ।
ଏହି ଫେଷ୍ଟିଭାଲ୍‌ରେ ଜାପାନ, ଦକ୍ଷିଣକୋରିଆ, ବ୍ରିଟେନ୍‌ ସମେତ ୧୨ଟି ଦେଶର ପର୍ଯ୍ୟଟକମାନେ ମଧ୍ୟ ଭାଗ ନେଇଥା’ନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଏଲେଟ୍‌ ପେପର୍‌ ଓ୍ବେଡିଂ ଗାଉନ୍‌

ପୃଥିବୀରେ ଅନେକ ଅଜବ ପ୍ରତିଯୋଗିତା ଅୟୋଜନ କରାଯାଇଥାଏ। କିଛି ପ୍ରତିଯୋଗିତା ସମ୍ପର୍କରେ ଅନେକେ ଅଳ୍ପ ବହୁତେ ଜାଣିଥିବେ। ସେମିତି ଏକ ଅଜବ ପ୍ରତିଯୋଗିତା ନ୍ୟୁୟର୍କରେ ଆୟୋଜିତ...

ଚିକେନ ପକୋଡ଼ା ଖାଇଲେ ମିଳିବ ୧ ଲକ୍ଷ ଟଙ୍କାର ଚାକିରି, ଅଫର ଦେଇଛି ଏହି କମ୍ପାନୀ

ବ୍ରିଟେନର ଏକ କମ୍ପାନୀ ଚିକେନ ପକୋଡ଼ା ଖାଇଲେ ୧ ଲକ୍ଷ ଟଙ୍କାର ଦରମା ମିଳିବ ବୋଲି ଘୋଷଣା କରିଛି। ଚିକେନ ପକୋଡ଼ା ଖାଇବା ପରେ ଏଠାକାର...

କରୋନା ଟିକା ନେବା ପାଇଁ ପିତାଙ୍କୁ ପିଠିରେ ବସାଇ ୬ ଘଣ୍ଟା ଚାଲିଲେ ଯୁବକ

ବ୍ରାଜିଲର ଆମାଜନରେ କରୋନା ଟିକା ନେବା ପାଇଁ ଜଣେ ଆଦିବାସୀ ଯୁବକ ତାଙ୍କ ପିତାଙ୍କୁ ପିଠିରେ ବସାଇ ୬ ଘଣ୍ଟାର ରାସ୍ତା ଚାଲିବା ଆଶ୍ଚର୍ଯ୍ୟଜନକ। ଏହି...

୧୭ ବର୍ଷ ଧରି ନିଜର ପରିସ୍ରା ପିଉଛନ୍ତି ଏହି ବ୍ୟକ୍ତି; କାରଣ ଜାଣିଲେ…

ଦୁନିଆର ପ୍ରତିଟି ବ୍ୟକ୍ତି ସର୍ବଦା ଫିଟ ଏବଂ ଯୁବକ ହେବାକୁ ଚାହାନ୍ତି। କିଛି ଲୋକ ଏଥିଲାଗି ପରିଶ୍ରମ କରି ସଫଳ ହୁଅନ୍ତି। ହେଲେ ଅଧିକାଂଶ ଲୋକଙ୍କ...

ବିଶ୍ୱର ସବୁଠୁ ଦାମୀ ସାମ୍ବାଦିକା: ବର୍ଷକୁ ଦରମା ନିଅନ୍ତି ୧୪୮ କୋଟି

ବିଶ୍ୱର ସବୁଠାରୁ ଦାମୀ ସାମ୍ବାଦିକଙ୍କ ତାଲିକାର ଶୀର୍ଷରେ ଅଛନ୍ତି ମେଗନ କେଲୀ। ଗତବର୍ଷ ତାଙ୍କୁ ୧୩୩କୋଟି ଟଙ୍କା ଦରମା ମିଳିଥିବା ବେଳେ ଚଳିତ ବର୍ଷ ଏହା...

ଆଗେ କୁକୁଡ଼ା ନା ଆଗେ ଅଣ୍ଡା ? ଏବେ ବୈଜ୍ଞାନିକମାନେ ଦେଲେ ସଠିକ୍‌ ଉତ୍ତର

ପିଲାଦିନରୁ ଆମେ ଗୋଟିଏ ପ୍ରଶ୍ନ ଶୁଣି ଆସୁଛୁ। ତାହା ହେଉଛି ଦୁନିଆକୁ କୁକୁଡ଼ା ଆଗେ ଆସିଛି ନା ଅଣ୍ଡା। ଏହି ପ୍ରଶ୍ନ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଥିଲା।...

ଭାରତୀୟ ଟିକ୍‌ଟକ୍‌ ଚିଙ୍ଗାରି ଆପ୍‌: ଜାଣନ୍ତି କି ୨୨ ଦିନରେ ହୋଇଛି କେତେ ଥର ଡାଉନଲୋଡ

ନୂଆଦିଲ୍ଲୀ, ୪।୭: ଶର୍ଟ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଭାରତୀୟ ଟିକ୍‌ଟକ୍‌ ଚିଙ୍ଗାରି ଆପ୍‌ର ଲୋକପ୍ରିୟତା ଏବେ ବଢ଼ିଚାଲିଛି। ଏହି ଭାରତୀୟ ଆପ୍‌ ଗତ ୨୨ ଦିନ...

୬୧ ହଜାର କିଲୋମିଟର ଯାତ୍ରା କରି, ମଥାରେ ଲଗାଇଲେ ୪୦ ଶହୀଦ ଯବାନଙ୍କ ଘରର ମାଟି

ଶ୍ରୀନଗର,୧୪।୨: ଗତବର୍ଷ ପୁଲଓ୍ବାମାରେ ଶହୀଦ ହୋଇଥିବା ୪୦ ଯବାନଙ୍କୁ ଶୁକ୍ରବାର ଶ୍ରୀନଗରରେ ଥିବା ସିଆର୍‌ପିଏଫ୍‌ର ଲେଥପୋରା ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ମହାରାଷ୍ଟ୍ରର ଉମେଶ...

Advertisement
Archives

Model This Week