ଅକ୍ଷୟଙ୍କ ପାରିଶ୍ରମିକ ୧୨୦ କୋଟି

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ପାରିଶ୍ରମିକ ମୂଲ୍ୟ ଏବେ ବୃଦ୍ଧି ପାଇଛି। ସେ ତାଙ୍‌କ ଅପ୍‌ କମିଂ ଫିଲ୍ମ ପାଇଁ ୧୨୦ କୋଟି ଟଙ୍କା ନେବେ ବୋଲି ଶୁଣିବାକୁ ମିଳିଛି। ୨୦୧୯ରେ ଅକ୍ଷୟ ହାଇଏଷ୍ଟ ପେଡ୍‌ ଆର୍ଟିଷ୍ଟ ଭାବେ ଆଗରେ ଥିବା ବେଳେ ୨୦୨୦ରେ ବି ସେ ଆଗରେ ରହିବେ ବୋଲି କୁହାଯାଉଛି। ବଲିଉଡ୍‌ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ଆନନ୍ଦ ଏଲ୍‌ ରୟଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମରେ କାମ କରିପାରନ୍ତି। ଆଉ ଏଥିପାଇଁ ସେ କୁଆଡେ ୧୨୦ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି। ଲଗାତର ହିଟ୍‌ ଫିଲ୍ମ ଭେଟି ଦେଉଥିବା ଏହି ନାୟକଙ୍କ ପାରିଶ୍ରମିକ ମଧ୍ୟ ଲଗାତାର ବଢି ଚାଲିଛି ବୋଲି ଆଲୋଚନା ହେଉଛି। ଏପର୍ଯ୍ୟନ୍ତ ଫିଲ୍ମର ନାଁ ଜଣାପଡି ନ ଥିବା ବେଳେ ଏଥିରେ ଅକ୍ଷୟଙ୍କ ସହ ସାରା ଅଲି ଖାଁ ଓ ଧନୁଷ ନଜର ଆସିପାରନ୍ତି ବୋଲି ଶୁଣାଯାଉଛି। ଖୁବ୍‌ଶୀଘ୍ର ଏହାର ନାମ ଘୋଷଣା କରାଯିବା ସହ ଏହା ଚଳିତ ବର୍ଷ ମଧ୍ୟ ଭାଗରେ ରିଲିଜ୍‌ ହୋଇପାରେ ବୋଲି ଅନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ ଆଇଡଲ-୧୨ ବିଜେତାଙ୍କୁ ଉପହାର ଦେଲେ ହ୍ରିତିକଙ୍କ ପରିବାର

ମୁମ୍ବାଇ : ଇଣ୍ଡିଆନ ଆଇଡଲ- ୧୨ ବିଜେତା ପଓ୍ବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲ ଏବେ ବେଶ ପରିଚିତ। ଏହି ଯୋଡି ଏବେ ଖୁବ୍‌ ଚର୍ଚ୍ଚାରେ।...

ଖୁବ୍‌ଶୀଘ୍ର ନଜର ଆସିବେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ସୁପର ପାଓ୍ବାରଫୁଲ୍‌ ଅଭିନେତା ରଣବୀର ସିଂ ଏବେ ଚର୍ଚ୍ଚାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ...

ଦିଲ୍‌ ମେ ହୋ ତୁମ୍‌…

ମୁମ୍ବାଇ, ୧୬।୨ : ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ବାପି ଲାହିରୀଙ୍କ ପରଲୋକ ମଙ୍ଗଳବାର ରାତି ସାଢ଼େ ୧୧ଟାରେ ମୁମ୍ବାଇର ଜୁହୁସ୍ଥିତ କ୍ରିଟି କେୟାର...

ଦୀପାବଳିରୁ ହଜିଛି, ଏଯାଏ ମିଳିନି

ବମ୍ବେ: ଚିନ୍ତାରେ ଅଛନ୍ତି ବିଗ୍‌ବସ୍‌ ପ୍ରତିଯୋଗୀ ତଥା ଅଭିନେତା କୁଶାଲ ଟଣ୍ଡନ। କାରଣ ଦୀପାବଳିଠାରୁ ତାଙ୍କ ପୋଷା କୁକୁର ହଜିଯାଇଛି। ଖୋଜି ଖୋଜି ଥକିଥିଲେ ହେଁ...

ନର୍ଗିସଙ୍କ ନୂଆ ଲୁକ୍‌

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଉ ଜଣେ ଜଣାଶୁଣା ଚେହେରା ହେଲେ ନର୍ଗିସ ଫାଖରି । ଏବେ ସେ ଇଟାଲୀରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଛୁଟି...

ଅନୀଲ କପୁରଙ୍କୁ କରାଯାଉ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ: ପ୍ରଶଂସକ

ମୁମ୍ବାଇ,୩୧।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାଜପା ଓ ଶିବସେନା ମଧ୍ୟରେ ଅଙ୍କ ଛିଣ୍ଡିପାରୁନାହିଁ। ଇତିମଧ୍ୟରେ ଏଭଳି ସ୍ଥିତିକୁ ଦେଖି ଟୁଇଟରରେ ଜଣେ ୟୁଜର୍ସ ଏକ...

ନିଜ ଗୁରୁଙ୍କ ଫଟୋ ଶେୟାର କରି ଭାବୁକ ହେଲେ ନଓ୍ବାଜୁଦ୍ଦିନ

ମୁମ୍ବାଇ: ବଲିଉଡ୍‌ରେ ନିଜର ଦମଦାର ଅଭିନୟ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନଓ୍ବାଜୁଦ୍ଦିନ ସିଦ୍ଦିକି। ହେଲେ ସେ କାହାଠାରୁ ଅଭିନୟ ଶିକ୍ଷା କରିଛନ୍ତି...

ରିଲିଜ ହେଲା ‘ହମ୍‌ ଦୋ ହମାରେ ଦୋ’ର ଟ୍ରେଲର

ମୁମ୍ବାଇ: ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ‘ହମ୍‌ ଦୋ ହମାରେ ଦୋ’ର ଟ୍ରେଲର ସୋମବାର ରିଲିଜ ହୋଇଛି। ଏହି ଫିଲ୍ମରେ କ୍ରିତି ସାନନ୍‌ ଓ...

Advertisement
Archives

Model This Week