ସମସ୍ୟା ଥିଲେ ଜଣାଅ: ଏସ୍‌ପି

ଅନୁଗୋଳ ଅଫିସ, ୨୯।୩ – ଲକ୍‌ଡାଉନ୍‌ ବେଳେ ଅନୁଗୋଳ ଜିଲାବାସୀଙ୍କୁ ସହାୟତା ପାଇଁ ପୋଲିସ ଓ ପ୍ରଶାସନ ସର୍ବଦା ପ୍ରସ୍ତୁତ ରହିଛି। ଯଦି କେହି କୌଣସି ସମସ୍ୟା ଅନୁଭବ କରୁଛି ତା’ହେଲେ ନିଜ ଅଞ୍ଚଳର ଉପଖଣ୍ଡ ଅଧିକାରୀ ଓ ଥାନାକୁ ଯୋଗାଯୋଗ କରିପାରିବେ ବୋଲି ଅନୁଗୋଳ ଏସ୍‌ପି ଜଗମୋହନ ମୀନା କହିଛନ୍ତି। ଏ ନେଇ ସେ ନିଜ ଅଫିସିଆଲ୍‌ ସାଇଟ୍‌ରେ ଉପଖଣ୍ଡ ଅଧିକାରୀ ଓ ଥାନା ଅଧିକାରୀଙ୍କ ଫୋନ୍‌ ନମ୍ବର ଜାରି କରିଛନ୍ତି।

 

ଥାନା  –  ଅଧିକାରୀଙ୍କ ନମ୍ବର

=============================================
ଅନୁଗୋଳ ଉପଖଣ୍ଡ ଅଧିକାରୀ  – ୯୪୩୮୯୧୬୬୯୬
ଅନୁଗୋଳ – ୯୪୩୮୯୧୬୪୩୧
ବଅଁରପାଳ –  ୯୪୩୮୯୧୬୪୩୪
ବନ୍ତଳା –  ୮୨୪୯୨୩୬୪୪୮
ଛେଣ୍ଡିପଦା – ୯୪୩୮୯୧୬୪୩୭
ନିଶା ଶିଳ୍ପାଞ୍ଚଳ – ୯୪୩୮୯୧୬୪୪୦
ଜରପଡ଼ା – ୯୪୩୮୯୧୬୪୪୧
ନାଲ୍‌କୋ – ୯୪୩୮୯୧୬୪୪୯
ପୁରୁଣାକୋଟ –  ୯୦୪୦୪୧୩୧୨୪
ଆଠମଲ୍ଲିକ ଉପଖଣ୍ଡ ଅଧିକାରୀ  – ୯୪୩୮୯୧୬୬୯୯
ଆଠମଲ୍ଲିକ – ୯୪୩୮୯୧୬୪୩୩
ହଣ୍ଡପା – ୯୪୩୮୯୧୬୪୩୯
କିଆକଟା – ୯୪୩୮୯୧୬୪୪୫
କିଶୋରନଗର – ୯୪୩୮୯୧୬୪୪୬
ଠାକୁରଗଡ଼ – ୯୪୩୭୪୩୪୨୮୦
ତାଳଚେର ଉପଖଣ୍ଡ ଅଧିକାରୀ – ୯୪୩୮୯୧୬୬୯୯
ତାଳଚେର – ୯୪୩୮୯୧୬୪୫୭
କୋଲିୟରୀ – ୯୪୩୮୯୧୬୪୪୭
ଏନ୍‌ଟିପିସି – ୯୪୩୮୯୧୬୪୪୮
ସମଲ – ୯୪୩୮୯୧୬୪୫୫
ବିକ୍ରମପୁର – ୯୪୩୮୯୧୬୪୩୬
ପାଲଲହଡ଼ା ଉପଖଣ୍ଡ ଅଧିକାରୀ – ୯୪୩୮୯୧୬୬୯୮
ପାଲଲହଡ଼ା – ୯୪୩୮୯୧୬୪୫୨
ଖମାର – ୯୪୩୮୯୧୬୪୪୩
କଣିହଁ। – ୯୪୩୮୯୧୬୪୪୨
ରେଙ୍ଗାଳି – ୯୪୩୮୯୧୬୪୫୪


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ରାତିରେ ଲାଗିଲା ନିଆଁ: ଜୀବନ୍ତ ଜଳିଲେ ଗୋରୁ

ବନ୍ତ,୨୨।୩(କିଶୋର କୁମାର ସେଠି):ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ ଓଡ଼ଙ୍ଗ ପଞ୍ଚାୟତର ଏରଝାଟିଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ବିଦ୍ୟୁତ୍‌ ସର୍ଟଶର୍କିଟ…

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri