ଶ୍ରମିକ କାର୍ଡ ନାମରେ ଠକେଇ ଅଭିଯୋଗ

ସମ୍ବଲପୁର,୨୫ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ ଜାରି କରାଯାଇଛି । ରୋଜଗାର ହରାଇଥିବା ଶ୍ରମିକ ଓ ଗରିବ ଲୋକମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଆର୍ଥତ୍କ ସହାୟତା ସହିତ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି । ଏପରି ପରିସ୍ଥିତିରେ କେତେଜଣ ଯୁବତୀ ଯୁବକ ଶ୍ରମିକ କାର୍ଡ କରିଦେବା କହି ଠକେଇ କରୁଥିବା ଅଭିଯୋଗ ହୋଇଛି । ସେମାନେ ଗାଁକୁ ଗାଁ ବୁଲୁଛନ୍ତି । ଆଧାର କାର୍ଡ, ଭୋଟର କାର୍ଡ ଓ ଫଟୋ ମାଗୁଛନ୍ତି । ଏକ ଡାଏରୀରେ ହିତଧିକାରୀଙ୍କ ନାମ ଲେଖି ୧ଶହ ଟଙ୍କା ନେଉଛନ୍ତି। ବାସ୍ତବରେ ସେମାନେ ସରକାରୀ କର୍ମଚାରୀ ନା ଅନ୍ୟ କେଉଁ ସଂସ୍ଥାରୁ ଆସିଛନ୍ତି ତାହା ଜଣାପଡିନାହିଁ । ସଂପୃକ୍ତ ଯୁବତୀ ଯୁବକଙ୍କୁ କେବେ କାର୍ଡ ମିଳିବ ବୋଲି ପ୍ରଶ୍ନ କରିବାରୁ ଅଳ୍ପ ଦିନ ପରେ କାର୍ଡ ଦିଆଯିବ ବୋଲି କହୁଛନ୍ତି । ଏହାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ(ଡିଏଲ୍‌ଓ) ସୁମିତ୍ରା ମାଝିଙ୍କୁ ପଚାରିବାରୁ ସେ କହିଛନ୍ତି ବର୍ତ୍ତମାନ ସମୟରେ କୌଣସି କାର୍ଡ କରାଯାଉ ନାହିଁ । ଲୋକମାନେ ଟଙ୍କା ଦେଇ କାର୍ଡ କରିବା ଆବଶ୍ୟକ ନାହିଁ । ଲକ୍‌ଡାଉନ ପରେ ଶ୍ରମ ବିଭାଗ ଅଫିସ ଆସି କାର୍ଡ ତିଆରି କରିପାରିବେ । ଯେଉଁ ଗାଁରେ ଏପରି ଘଟଣା ଘଟୁଛି ସେ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ସହ ଆମକୁ ଖବର ଦିଅନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ଖୁସିଖବର: ମା’ ହେଲା ‘ଜିନ୍ନତ’

ଭୁବନେଶ୍ୱର,୨।୬: ମୟୁରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ଏକ ଖୁସି ଖବର ଆସିଛି॥ ମା’ ହୋଇଛି ବାଘୁଣୀ ‘ଜିନ୍ନତ’। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ…

ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ? ବଡ଼ ସଙ୍କେତ ଦେଲା BCCI

ନୂଆଦିଲ୍ଲୀ,୨।୬: ଯେତେବେଳେ ବି IPLର 19ତମ ସିଜିନ ବିଷୟରେ ଆଲୋଚନା ହୁଏ, ସମସ୍ତଙ୍କ ମୁହଁରେ ପ୍ରଥମେ ନାମ ନିଶ୍ଚିତ ଭାବରେ 15 ବର୍ଷୀୟ ଯୁବ ସେନସେସନ ବୈଭବ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

୧୯ ବର୍ଷ ପରେ ଆସିଲା ରାୟ: ଗାଣ୍ଡୁ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ୨୦୦୭ ମସିହାର ଏକ ବଧୂ ହତ୍ୟା ମାମଲାର ବିଚାରଣ କରି ଅଭିଯୁକ୍ତ ସ୍ବାମୀଙ୍କୁ ପ୍ରମାଣ ଅଭାବରୁ…

ବଲିଉଡ ଅଭିନେତ୍ରୀଙ୍କ ମାଆଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରୀ

ନୂଆଦିଲ୍ଲୀ,୨।୭: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପରିବାର ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ରବୀନା ଟଣ୍ଡନଙ୍କ ମାଆଙ୍କ…

କାହିଁକି ସବୁବେଳେ ଧଳା ଶର୍ଟ-କଳା ବ୍ଲେଜର ପିନ୍ଧୁଛନ୍ତି ଥଲାପତି ବିଜୟ: ନିଜେ କଲେ ଖୁଲାସା

ଚେନ୍ନାଇ,୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଏକ ‘ସିଗ୍ନେଚର’ ଲୁକ ଅଛି। ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କ ପୋଷାକ ପ୍ରାୟତଃ ଆଲୋଚନାର ବିଷୟ ହୋଇଆସିଛି। ସେ…

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାମନ୍ତ୍ରୀ, ଏହି ଦିନ ଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ

ଭୁବନେଶ୍ବର, ୨ା୬: ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ ବୋଲି ସୂଚନା…

ଟ୍ରମ୍ପଙ୍କ ଭର୍ତ୍ସନା ପରେ ପଛକୁ ହଟିଗଲେ ନେତାନ୍ୟାହୁ!

ଓ୍ବାଶିଂଟନ,୨।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ କଲ ସମୟରେ ‘ଭର୍ତ୍ସନା’ ପରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଲେବାନନ ସମ୍ପର୍କରେ ତାଙ୍କର ମତ ନରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri