ଶହେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ୨୯ ମୃତ ଦେହ ଜବତ: ପୋଲିସର ତନାଘନା

ମେକ୍ସିକୋ ସିଟି,୧୮।୯: ଏକ କବରସ୍ତାନରେ ପଡ଼ିଥିବା ଶହେଟି ପ୍ଲାଷ୍ଟିକ୍‌ ବ୍ୟାଗ୍‌ରୁ ପୋଲିସ ୨୯ଟି ମୃତ ଦେହ ଜବତ କରିଛି। ଏଭଳି ଏକ ଘଟଣା ମେକ୍ସିକୋର ଜଲିସ୍କୋସ୍ଥିତ ଜୈପୋପେନ୍‌ ନଗରପାଳିକା ଅଞ୍ଚଳରେ ଘଟିଛି। ଏଠାରେ ବହୁ ସମୟରେ ହିଂସାକାଣ୍ଡ ଘଟିଥାଏ। କେହି ଜାଣିଶୁଣି କବରସ୍ତାନରେ ଏଭଳି କରିଥିବା ପୋଲିସ କହିଛି। କବରସ୍ତାନରେ ଏତେ ସଂଖ୍ୟକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଗୁଡ଼ିକୁ ଚିହ୍ନଟ ପାଇଁ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଗତ ୬ ମାସ ମଧ୍ୟରେ ଏଠାରେ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଥିବା ପୋଲିସ କହିଛି। ଗତ ବର୍ଷ ମେକ୍ସିକୋରେ ୨୯,୧୧୧ ଜଣ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ନେଇ ଅଧିକ ତଦନ୍ତ ଜାରି ରହିଥିବା ଜଲିସ୍କୋ ଆଟର୍ନି ଜେନେରାଲ ଗେରାର୍ଡୋ ସୋଲିସ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଲେ ଆନ୍ନାମଲାଇ, ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୫।୬: ଭାଜପାରୁ ଇସ୍ତଫା ଦେବା ପରେ, ପୂର୍ବତନ ତାମିଲନାଡୁ ଭାଜପା ସଭାପତି କେ. ଆନ୍ନାମଲାଇ ଶୁକ୍ରବାର (ଜୁନ ୫) ଦିନ ୧୨ଟାରେ ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ…

ସାଧାରଣ ଲୋକଙ୍କ ପକେଟ ଉପରେ ପଡିବ ମହଙ୍ଗା ମାଡ଼: ବଢ଼ିବ ମୁଦ୍ରାସ୍ଫୀତି, ଚମକାଇଲା RBIର ଆକଳନ

ନୂଆଦିଲ୍ଲୀ,୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗଭର୍ନର ସଞ୍ଜୟ ମାଲହୋତ୍ରା ରେପୋ ହାର ଉପରେ ତାଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏଥର, ରିଜର୍ଭ ବ୍ୟାଙ୍କ ରେପୋ ହାରକୁ…

ପ୍ରେମ-ପ୍ରତାରଣା… ଅଫିସ ଭିତରେ ପଶି ପୂର୍ବତନ ପ୍ରେମିକାଙ୍କୁ ଛୁରାମାଡ଼, ତାଜୁବ ହୋଇ ରହିଗଲେ କର୍ମଚାରୀ

ନୂଆଦିଲ୍ଲୀ,୫।୬: ଚଣ୍ଡିଗଡ଼ ସ୍ଥିତ ମୋହାଲି ସେକ୍ଟର ୬୬, ଫେଜ୍ ୧୧ରେ ଏକ କମ୍ପାନୀରେ କାମ କରୁଥିବା ଜଣେ ଯୁବତୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଅଫିସରେ ପ୍ରବେଶ କରି ହତ୍ୟା…

ମମତା ବାନାର୍ଜୀଙ୍କ ପାଇଁ Shocking News! ‘ଟିଏମସିର ୧୯+୯ ଏମ୍‌ପି…’

କୋଲକାତା, ୫।୬: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଗୋଟିଏ ପଟେ ନିଜର ୫୮ ଜଣ ବିଦ୍ରୋହୀ ବିଧାୟକଙ୍କୁ ପୁଣି ଏକାଠି କରିବା ପାଇଁ ପ୍ରୟାସ କରୁଛନ୍ତି,…

ଭାରତର ଏହି ପଡୋଶୀ ଶତ୍ରୁର ବଡ଼ ପ୍ଲାନ, ସମୁଦ୍ରରେ ଭାସିବ ପରମାଣୁ ଦ୍ୱୀପ; ଘନେଇଲା ବିପଦ

ନୂଆଦିଲ୍ଲୀ,୫।୬: ସମୁଦ୍ର ମଧ୍ୟରେ ଏକ ବିଶାଳ ଦ୍ୱୀପର କଳ୍ପନା କରନ୍ତୁ, ଯେଉଁଠାରେ ଅନେକ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯାଇଥିବ। ଯେଉଁଠାକୁ ସମୁଦ୍ର ଜାହାଜଗୁଡ଼ିକ ଆସିବେ ଏବଂ ନିଜର…

ବାଣ ଭିଡୁଥିବାବେଳେ ବିସ୍ଫୋରଣ: ପ୍ରଚଣ୍ଡ ଶଦ୍ଦରେ ଥରି ଉଠିଲା ଅଞ୍ଚଳ, ବୃଦ୍ଧା…

ମହାକାଳପଡ଼ା/ମାର୍ଶାଘାଇ,୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଥା ମାର୍ଶାଘାଇ ଥାନା ତେରଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓସ୍ତର ଗ୍ରାମରେ ଥିବା ଏକ…

ସୂର୍ଯ୍ୟକୁମାର ଯାଦବଙ୍କ ହାତରୁ ଟି-୨୦ ଅଧିନାୟକତ୍ୱ ଯିବା ପଛରେ ଷଡ଼ଯନ୍ତ୍ର! ପଦ ଯିବା ପଛର ୩ ଅସଲ କାରଣ, ଜାଣନ୍ତୁ …

ନୂଆଦିଲ୍ଲୀ,୫।୬: ତିନି ମାସ ପୂର୍ବେ ଟି-୨୦ ବିଶ୍ୱକପରେ ଭାରତକୁ ବିଜୟୀ କରାଇଥିବା ଅଧିନାୟକଙ୍କ ଅଧିନାୟକତ୍ୱ କାଢ଼ି ନିଆଯାଇଛି। ସୂର୍ଯ୍ୟକୁମାର ଯାଦବ ଆଉ ଭାରତୀୟ ଟି-୨୦ ଦଳର ଅଧିନାୟକ…

ଓଡ଼ିଶାରେ କଙ୍ଗନା: ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ…

ଭୁବନେଶ୍ବର,୫।୬: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଭୁବନେଶ୍ବରରେ ପହଞ୍ଚିଛି। ନିଜ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri