ଲକ୍‌ଡାଉନ୍‌ରେ ବାହାରକୁ ଯାଉଥିଲେ…

କରୋନା ସଂକ୍ରମଣ ପାଇଁ ଏବେ ଗୃହିଣୀମାନେ ବହୁ ଭାବରେ ସତର୍କ । କାହିଁକି ନା ପରିବାର ସଦସ୍ୟଙ୍କୁ ସୁସ୍ଥ ରଖିବା ଦାୟିତ୍ୱ ଅନେକାଂଶରେ ସେମାନଙ୍କର। ତେଣୁ ଏ ସମୟରେ ବାହାରକୁ କୌଣସି ଜିନିଷ ଆଣିବାକୁ ବା କୌଣସି କାମରେ ଯାଉଥିଲେ ସୁରକ୍ଷା ଦୃଷ୍ଟିରୁ କେତେକ ଦିଗ ପ୍ରତି ସାବଧାନ ରହିବା ଆବଶ୍ୟକ…

*ଘରୁ ବାହାରକୁ ଯିବା ପୂର୍ବରୁ ରାଶନ କିମ୍ବା ଅନ୍ୟ ଯାହା କିଣିବାକୁ ଚାହୁଁଛନ୍ତି ସେସବୁର ତାଲିକା କରି ଦିଅନ୍ତୁ। ଘରର ବୟସ୍କ ଓ ପିଲାମାନଙ୍କର ମଧ୍ୟ କ’ଣ ଆବଶ୍ୟକତା ରହିଛି ଭଲ ଭାବେ ଚେକ୍‌ କରିନିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ବାରମ୍ବାର ବାହାରକୁ ଯିବାକୁ ପଡ଼ିବ ନାହିଁ।
*ଭବିଷ୍ୟତ ବିଷୟରେ ଚିନ୍ତା କରି ଏବେଠାରୁ ଅନେକ ଆବଶ୍ୟକତାକୁ ଭୁଲିଯିବା ଠିକ୍‌ ନୁହେଁ। ଯଦି ଆପଣ କିଣିବାକୁ ସମର୍ଥ ତେବେ ରାଶନ ବ୍ୟତୀତ ଅନ୍ୟ ଆବଶ୍ୟକ ଜିନିଷକୁ ବି କିଣି ଆଣନ୍ତୁ।
*ବର୍ତ୍ତମାନ ସମୟରେ ଛୋଟ ପିଲାମାନେ ସମ୍ପୂର୍ଣ୍ଣ ଘରେ ରହୁଥିବାରୁ ଯେପରି ବୋର୍‌ ନ ହୁଅନ୍ତି ସେଥିପାଇଁ ବାହାରକୁ ଯାଉଥିଲେ ସେମାନଙ୍କ ଉତ୍ସାହ ବୃଦ୍ଧି ଲାଗି କିଛି କିଣାକିଣି କରନ୍ତୁ। ଛୋଟ ଚକୋଲେଟ୍‌ଟିଏ ହେଲେ ବି ତାଙ୍କ ପାଇଁ ସର୍‌ପ୍ରାଇଜ୍‌ ଭଳି ମନେ ହେବ।
*ଅଟା କୁଲ୍‌ଚା, ବ୍ରେଡ, ପିଜା ବେସ୍‌ ଆଦି ଜିନିଷ ଯଦି ବାହାରେ ମିଳୁଥାଏ ତେବେ ସେ ସବୁକୁ ବେଳେବେଳେ ଘରକୁ ଆଣନ୍ତୁ। ଆପଣଙ୍କର କିଛିଟା କାମର ବୋଝ କମ୍‌ ହୋଇଯିବ।
*ଗୁଣ୍ଡ କ୍ଷୀର, ମସଲା ପେଷ୍ଟ ଆଦି ବଜାରରୁ ଆଣି ରଖିଥାନ୍ତୁ। ଅଧିକ କାମ ଥିବା ସମୟରେ ଏ ସବୁର ବହୁ ଆବଶ୍ୟକତା ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri