ଲକ୍‌ଡାଉନ୍‌: ଲୋକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ପାଟଣା ସୁରକ୍ଷା କମିଟିର ସଦସ୍ୟ

ପାଟଣା,୨୯।୩(ସ୍ବ.ପ୍ର): କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଦିନମଜୁରିଆ, ଖଟିଖିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ଘରେ ଚୁଲି ଜଳୁନାହିଁ। କେନ୍ଦୁଝର ଜିଲା ପାଟଣା ବ୍ଲକ ପାଟଣା ସୁରକ୍ଷା କମିଟି ତରଫରୁ ବଡ଼ପାଟଣା ପଞ୍ଚାୟତ ସ୍ବାମ ମୁଣ୍ଡା ସାହି ଓ ମଙ୍ଗଳପୁର ମୁଣ୍ଡା ସାହିରେ ରବିବାର ୧୦୦ ରୁ ଊର୍ଦ୍ଧ୍ୱ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଇଛି। ଏହି ସଂଗଠନର ଯୁବକମାନେ ସାମାଜିକ ଦୂରତ୍ୱ ବଜାଇ ରଖି ଘରକୁ ଘର ବୁଲି ରନ୍ଧା ଖାଦ୍ୟ ବାଣ୍ଟିବା ସହ ଘରେ ରହିବାକୁ ବୁଝାଇଥିଲେ। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ପାଟଣା ଥାନାଧିକାରୀ ସଂଧ୍ୟାରାଣୀ ଜେନା ଓ ଏଏସ୍‌ଆଇ ଅରୁପ କୁମାର ସାମଲ ଶୁଭାରମ୍ଭ କରିଛନ୍ତି। ସୁରକ୍ଷା କମିଟିର ଆବାହକ ବିଜୟ ରତ୍ନ ପତି, ସଭାପତି ସବୀର କୁମାର ଦାଶ ପ୍ରମୁଖ ରନ୍ଧା ଖାଦ୍ୟ ବାଣ୍ଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-ୟୁକ୍ରେନ ଯୁଦ୍ଧର ୧,୫୬୯ ଦିନ: ପ୍ରଥମ ବିଶ୍ୱଯୁଦ୍ଧର ୨୨୪ ସପ୍ତାହଠାରୁ ଅଧିକ ସମୟ ଧରି ଚାଲିଲାଣି ଯୁଦ୍ଧ

ଓ୍ବାଶିଂଟନ,୧୨।୬: ପ୍ରାୟ ୫୨ ମାସ ଧରି ଚାଲିଥିବା ୟୁକ୍ରେନରେ ଯୁଦ୍ଧ ବର୍ତ୍ତମାନ ଅବଧି ଦୃଷ୍ଟିରୁ ପ୍ରଥମ ବିଶ୍ୱଯୁଦ୍ଧକୁ ପଛରେ ପକାଇ ଦେଇଛି। ଫେବୃଆରୀ ୨୦୨୨ ଠାରୁ ୟୁକ୍ରେନ…

ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ: ଚେତାବନୀ ଦେଲା ଡ୍ରାଇଭର ମହାସଂଘ

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ଡ୍ରାଇଭର ମହାସଂଘ, ବରଗଡ଼ ଜିଲା ଶାଖାର ଏକ ପ୍ରତିନିଧି ଦଳ ଗୁରୁବାର ବିଭିନ୍ନ ଦାବି ନେଇ ଜିଲାପାଳଙ୍କୁ ଫେରାଦ ହୋଇଥିଲେ। ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ…

ଏନ୍‌ଇଇଟି ପେପର ଲିକ୍‌ ଘଟଣା: ଧର୍ମେନ୍ଦ୍ରଙ୍କ ବହିଷ୍କାର ଦାବି

ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ଦେଶରେ ଡାକ୍ତରୀ ଚୟନ ପ୍ରବେଶିକା ପରୀକ୍ଷା(ଏନଇଇଟି) ପେପର ଲିକ ଘଟଣା ଏବେ ଚର୍ଚ୍ଚାରେ ଥିବାବେଳେ ଆମ ଆଦମୀ ପାର୍ଟି(ଏଏପି) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା…

ଭାରତ ସପକ୍ଷରେ ଆସି ଆମେରିକାକୁ ଏମିତି କହିଲା ଇରାନ ସବୁଠି ହେଲାଣି ଖୁବ ଚର୍ଚ୍ଚା

ତେହରାନ,୧୨।୬: ଓମାନ ଉପକୂଳରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଅନ୍ତର୍ଜାତୀୟ କୂଟନୈତିକ ପ୍ରତିକ୍ରିୟାର ଏକ ଲହରୀ ଖେଳିଯାଇଛି। ଏହି ଘଟଣାରେ ତିନି ଜଣ ଭାରତୀୟ…

ଲାଗିଗଲା ଡ୍ରାଇଭରଙ୍କ ଆଖି, ଗଛରେ ପିଟି ହୋଇ କେନାଲରେ ପଶିଗଲା ହାଇଓ୍ବା

ବାରଙ୍ଗ,୧୨।୬(ଲିଙ୍ଗରାଜ ରାଉତ): ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା ହାଇଓ୍ବା । ଗୁରୁବାର ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ଦୃତଗାମୀ ହାଇଓ୍ବା ଷଣ୍ଢପୁର ନିକଟରେ ପୁରୀ…

T20 World Cup 2026: ICCର ବଡ଼ ନିଷ୍ପତ୍ତି, ମହିଳା T20 ବିଶ୍ୱକପ ବିଜେତାଙ୍କ ଉପରେ ହେବ ଧନ ବର୍ଷା

ନୂଆଦିଲ୍ଲୀ,୧୨।୬: ମହିଳା କ୍ରିକେଟର ବର୍ଦ୍ଧିତ ବିଶ୍ୱ ଲୋକପ୍ରିୟତା ମଧ୍ୟରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) 2026 ମହିଳା T20 ବିଶ୍ୱକପ ସମ୍ପର୍କରେ ଏକ ପ୍ରମୁଖ ଏବଂ ଐତିହାସିକ…

ରୁଷିଆ ତେଲକୁ ନେଇ ଆମେରିକାକୁ ଧୋଇଲେ ଜୟଶଙ୍କର, ନିବେଦନ କରିବାକୁ ଆସି…

ନୂଆଦିଲ୍ଲୀ,୧୨।୬: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତେଲ ରାଜନୀତି ଉପରେ ଆମେରିକା ଏବଂ ୟୁରୋପକୁ କଡ଼ା ସମାଲୋଚନା କରିଛନ୍ତି। ସେ ରୁଷିଆ ତେଲ କ୍ରୟ ସମ୍ପର୍କରେ…

ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ପବନ : ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର, ୧୨ା୬ (ବନ୍ଦନା ସେଠୀ):କେରଳରେ ମୌସୁମୀ ବାୟୁ ପ୍ରବେଶ କରିବା ପରେ ଧୀରେ ଧୀରେ ଏହା ଦେଶର ଅନ୍ୟ ଅଞ୍ଚଳକୁ ଅଗ୍ରସର ହେଉଛି। ରାଜ୍ୟରେ ଏବେ କାଳବୈଶାଖୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri