ମା’ବାପ୍‌ ଛେଉଁଡ୍‌ ତୁଷାରକୁଁ ଉଧାର କଲା ପରଶାସନ

 

ଭବାନୀପାଟଣା, ୬ା୧୨ (ଡି.ଏନ.ଏ.)-
କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ପଁଚେତ୍‌ ବାରିକପଡ଼ାର ମା’ବାପ୍‌ ଛେଉଁଡ୍‌ ତୁଷାର ବାରିକ(୧୧)କୁଁ ସାହାଯ୍‌ର ହାତ୍‌ ବଢ଼େଇଛେ ଜିଲା ଶିଶୁ ମଙ୍ଗଲ ସମିତି। ବୁଧବାର ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ରାଜେଶ କୁମାର ନାୟକକଁର ନିରଦେଶରେ ଶିଶୁ ମଙ୍ଗଳ ବିଭାଗର ଅଧ୍‌କାରୀ ଆର କରମଚାରୀ ବାରିକପଡ଼ାରୁ ତୁଷାରକୁଁ ଉଧାର କରି ଶିଶୁ ମଙ୍ଗଳ କେନ୍ଦ୍ରକେ ଆନିଥିଲେ। ପରଶାସନ ତରଫୁ ସେଠାନେ ତାକର ରହିବାର, ଖାଏବାର, ପାଠ୍‌ପଢ଼ବାର ବେବସ୍‌ତା କରାଯିବା ବଲି ଜନାପଡ଼ିଛେ।
ସୂଚନା ଅନ୍‌ସାରେ ଜୟନ୍ତପୁର ପଁଚେତ୍‌ ବାରିକପଡ଼ାର ଲକ୍ଷ୍ମୀକାନ୍ତ ବାରିକ ଝନେ ନିହାତି ଗରିବ୍‌ ଲୋକ୍‌। ଗଲା ବଛର ତାକର ମାଏକିନା ବିମଳା ଆରପାରକେ ଚାଲିଯାଇଥିଲେ। ଏନ୍‌ତାଥି ଲକ୍ଷ୍ମୀକାନ୍ତ କୁଲିମଜୁରି କରି ନିଜର ଦୁଇ ଝି’ ସୁନିତା(୧୭), ବନିତା(୧୫) ଆର ପୁଓ ତୁଷାର(୧୧)କେ ପାଲପୋଷ କରୁଥିଲେ। ହେଲେ ଗଲା ଅକ୍ଟୋବର ମାସେ ଲକ୍ଷ୍ମୀକାନ୍ତ ବି ଆରପାରକେ ଚାଲିଯାଇଥିଲେ। ଏନ୍‌ତାଥି ତିନ୍‌ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌ ବେସାହାରା ହେଇଯାଇଥିଲେ। ବାପ୍‌ ଚାଲିଗଲା ଉତାରୁ ବଡ଼ ଝି’ ସୁନିତାର ଉପରେ ଭାଇବହେନ୍‌ର ବୋଝ୍‌ ପଡ଼ିଥିଲା। ଇଆଡ଼େ ଟଁକା ପଏସା ଅଭାବୁ ସୁନିତା ବାପାର ଶୁଧିକାଯ୍‌ ବି କରି ନାଇଁପାରଲେ। ଇ ଘଟନା ଲୋକ୍‌ଲୋଚନକେ ଆଏଲା ଉତାରୁ ଜିଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷକଁର ନିର୍‌ଦେଶରେ ଜିଲା ଶିଶୁ ସୁରକ୍ଷା ୟୁନିଟର ଗୁଟେ ଦଲ ବାରିକପଡ଼ା ଯାଇ ମା’ବାପ୍‌ ଛେଉଁଡ୍‌ ତିନ୍‌ହିଁ ଭାଇବହେନ୍‌କେ ଭେଟିଥିଲେ। ଲକ୍ଷ୍ମୀକାନ୍ତକଁର ଦଶା କାଯ୍‌ ସଏଲା ଉତାରୁ ତୁଷାରକୁଁ ଶିଶୁ ମଙ୍ଗଳ ସମିତି ତରଫୁ ଥଇଥାନ କରାଯିବାର ସଂଗେ ଜିଲା ପରଶାସନ ତରଫୁ ଦୁଇ ବହେନ୍‌କୁ ବି ସବୁ ପରକାର ସୁବିଧା ଯୁଗେଇ ଦିଆଯିବା ବଲି ସମିତିର ଅଧ୍ୟକ୍ଷ ରାଜେଶ ନାୟକ କହିଛନ୍‌। ସେ ହିସାବେ ୪ ତାରିଖ ବୁଧୁବାର ଶିଶୁ ମଙ୍ଗଳ ବିଭାଗ ତରଫୁ ତୁଷାରକୁଁ ଉଧାର କଲାବେଲେ ଯାଦବ ମହାସଭା ବ୍ଲକ ସଭାପତି ଶଙ୍କର ଜୁଏଡ଼, ଲବଣୀ ରାଉତ, ପର୍ଲା ଆଂଚଲିକ ଯାଦବ ସମିତି ସଭାପତି ଚିତ୍ରସେନ ଗୋପାଲ, ସଂପାଦକ ଗଣେଶ ଗୋପାଲ, ରାଜକିଶୋର ଗୋପାଲ, ଯୁବଯାଦବ ବ୍ଲକ ସଂପାଦକ କାର୍ତ୍ତିକ ଛତ୍ରିଆ ପରମୁଖ ଠୋଲ ହେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri