Posted inବରଗଡ଼

ବେଛପରି ରାଜସ୍ବ ଗଁ। ଜେ.ନୂଅଁ।ପାଲି

ବିଜେପୁର, ୧୮।୩ (ଡି.ଏନ୍‌.ଏ.)-
ଲୁକ୍‌କର ବସବାସକେ ନେଇ ଗଁ। ଜମ୍‌କିସି। ଲୁକ୍‌କର ଚାଲିଚଲନ୍‌, କାମବୁତା, ଭଲଗୁନ ଗଁ। ର ଗଉରବ ବଢ଼ାସି। ହେଲେ କେନ୍‌ସି କାରନରୁ ଗଁ। ବାସୀ ଗଁ। ଛାଡ଼ଲେ ପଦା ପାଲଟି ଯାଏସି। ଇତାକେ ଦେଶୀ ଭାଷାଥି ବେଛପରି ଗଁ। କହେସନ୍‌। ବରଗଡ଼ ଜିଲା ବିଜେପୁର ଏନଏସି ସଦର ମହକୁମାଥି ଥିବାର ଜେ.ନୂଆଁପାଲି ଗଁ। ଇତାର ଗୁଟେ ଉଦାହରନ୍‌ ଆଏ।
ବିଜେପୁର-ପଦମପୁର ରାସ୍‌ତାର କେଉଁଟିପାଲି ଗଁାନୁ ଅଧା କି.ମି. ଗଲେ ପଡସି ଜମିଦାର ନୂଅଁାପାଲି। ଗଁାରେ ୨୫୦.୯୧ ଏକର ରୟତି ଜମି, ୫.୧୦ ଏକର ଗୋଚର ଜମି, ୨୪.୩୪ ଏକର ଗଁା ଜଂଗଲ, ଦୁଇଟା ମୁଡ଼ା ରହିଥିବାର ସରକାରୀ ରେକର୍ଡରୁ ଜନାଯାଇଛେ। ହେଲେ ଏଛେନ୍‌ ଇଠାନେ କେନସି ଲୋକ୍‌ ତ ଦୂରର କଥା ଗୁଟେ ଛପର ଘରର ଚିନ୍‌ବରନ୍‌ ବି ନଁାଇଁନ। ଚାରହିକୁତି ଖାଲି ଖଁା ଖଁା ଲାଗୁଛେ। ପୂରୁବ୍‌ ଦିଗେ ଗୁଡ଼ିମୁଣ୍ଡା, ପଛିମ ଦିଗେ ପଡ଼ା, ପି.ଗଣ୍ଡପାଲି, ଉତର ଦିଗେ କେଉଁଟିପାଲି ଆର ଦକ୍ଷିଣ ଦିଗେ କର୍ଲେ ଗଁା ତକ୍‌ ନୂଅଁାପାଲିର ସୀମାନା ଲାଗିଛେ। ପୂରବେ ଇଠାନେ ଲୋକ୍‌ ଘର ଘାଡ଼ି କମେଇକୁଢ଼େଇ ରହୁଥିଲେ। ସେଥିରଲାଗି ସରକାର ଜେ.ନୂଅଁାପାଲିକେ ରାଜସ୍ବ ଗଁାର ମାଏନ୍‌ତା ଦେଇଥିଲେ। ବିଜେପୁର ବ୍ଲକର ୧୧୦ ଖଁଡ଼ ରାଜସ୍ବ ଗଁା ଭିତରୁ ଜେ.ନୂଅଁାପାଲି ଗୁଟେ ନ ବେଛପ୍‌ରି ଗଁା। ୧୮୧୮ରୁ ୧୮୨୧ ସାଲ ଭିତରେ ବିଜେପୁର ଗଁା ବସିଥିଲା। ତାର ଉତାରୁ ନୂଆଁପାଲିରେ ଥାନୀଅ ଲୋକ ରହିବାର ଆରମ୍‌ କରିଥିବାର ଲୋକ୍‌କଥାରୁ ଜନାଯାଇଛେ। ହେଲେ କେଭେ, କଁା ହେଲାଯେ ଲୋକ୍‌ ଇ ଗଁା ଛାଡ଼ି ପଲାଲେ କେହି ଠିକ୍‌ ହିସାବେ କହି ନାଇଁପାରବାର। ବିଜେପୁରର ସିଆନ୍‌ ଲୋକ(ବରିଷ୍ଠ ନାଗରିକ) ଅନିରୁଦ୍ଧ ସାହୁକଁୁ ପଚ୍‌ରାଲାରୁ ଆମର ଛୋଟ ସମିଆରେ ହେଠାନେ ଧସ୍‌କି ବିଦ୍‌ରି ଯାଇଥିବାର ଘରର କଁାଥିକୁଡ଼ ଥିବାର ଦେଖିଛୁଁ। ହେଲେ କେନ୍‌ କାରନ୍‌ରୁ ଗଁାଟା ବେଛପର ହେଲା ନାଇଁଜାନି ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ଜମିଦାର ସନତ କୁମାର ଗଡ଼ତିଆକୁଁ ପଚ୍‌ରାଲାରୁ ଗୁଡ଼ିମୁଣ୍ଡା ମିତାର ନୂଅଁାପାଲିରେ ଖମାର ଥିଲା। ଯେନ୍‌ଠାନର ଏକଜମାଲି ଜମିକେ ଚାଷ୍‌ କରାହେସି ତାହାକେ ଖମାର ଆର ଚାଷ୍‌ବାସ ବୁଝୁଥିବାର ଲୋକ୍‌କେ ଖମାରୀ କୁହାଯାଏସି। ଚାଷ୍‌ବାସ ଲାଗି ହେଠାନେ ଲୋକ୍‌ ରହୁଥିଲେ। ସେଥିରଲାଗି ଜେ.ନୂଅଁାପାଲି ରାଜସ୍ବ ଗଁାର ମାଏନ୍‌ତା ପାଇଥିଲା। ହେଲେ ଗଁା ବେଛପରି ହେବାର ବାବ୍‌ଦେ ନାଇଁ କହିପାରେଁ ବଲି ସେ କହିଥିଲେ। ଇ ବାବ୍‌ଦେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ରୁକ୍ମଣ ମେହେରକୁଁ ପଚ୍‌ରାଲାରୁ ନୂଅଁାପାଲିର ବଢ଼ତି ଲାଗି ଆମେ ଚେଷ୍‌ଟା କରୁଛୁଁ। ୪ ଝନ୍‌ ଭୂମିହୀନକୁଁ ପ୍ରଧାନମନ୍ତ୍ରୀ ଆବାସରେ ଘର ଦେବାର ଯୋଜନା ରହିଛେ। ୨୦ ଝନ୍‌ ଭୂମିହୀନ୍‌କୁ ଏକଜମାଲି ଭାବେ ୮୦ ଡେସିମିଲ ଜମି ରାଜସ୍ବ ବିଭାଗ ଧାଡୁ ଦିଆଯାଇଛେ। ହେଲେ ଜାଗା ଚିନ୍‌ହଁଟ ନାଇଁ ହେଇ। ଯେନ୍‌ଥିରଲାଗି ସେମାନେ ଘର ତିଆରି ଆରମ୍‌ ନୁହେ କରନ୍‌। ଇ ବିଷେଥି ତହସିଲଦାରକଁର ସଂଗେ ଆଲୋଚନା କରି ଯେତେ ଜଲ୍‌ଦି ହେବା ସମାଧାନ କରାଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ସିବିଏସଇ ଭଳି ସିଏଚଏସଇରେ ବିକାଶର ନୂଆଁ ରେକର୍ଡ: ଖୁସିରେ ମିଠା ଖୁଆଇଲେ କ୍ରୀଷ୍ଣା ବିକାଶ ଗ୍ରୁପ୍ ଚେୟାରମେନ, ସତ୍ୟସୁନ୍ଦର ରାଜ୍ୟ ଓ ସମର୍ପିତା ପଶ୍ଚିମ ଓଡ଼ିଶା ଟପ୍ପର

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପରିଚାଳିତ ପରୀକ୍ଷା ଭଳି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ଵାରା ଆୟୋଜିତ ଦ୍ଵାଦଶ ଶ୍ରେଣୀ…

ଧାରଣା ଉଠିଲା, ଉଠିନାହିଁ ଧାନ: ପୁଣି ହୋଇପାରେ…

ବରଗଡ଼,୨୨।୫(ପ୍ରେମାନନ୍ଦ ଖମାରୀ):ଚଳିତ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୦ଦିନ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ବିଭାଗୀୟ ଅବହେଳା ଯୋଗୁ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇ ଜିଲାର ଅନେକ ଚାଷୀ…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

ଯୁକ୍ତ ୨ ପରୀକ୍ଷା ଫଳରେ ବିକାଶର ସଫଳତା: ସମର୍ପିତା-ସତ୍ୟସୁନ୍ଦର କଲେଜ ଟପ୍ପର

ବରଗଡ଼,୨୦ା୫(ପ୍ରେମାନନ୍ଦ ଖମାରୀ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ୱର, ଓଡ଼ିଶା ଦ୍ୱାରା ଆୟୋଜିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳାଫଳକୁ ନେଇ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାରେ…

ସୀମାନ୍ତକୁ ନଜର ନାହିଁ, ପଶୁଛି ଛତିଶଗଡ଼ ଧାନ: ସବୁଆଡ଼େ ଗଳାବାଟ

ବରଗଡ,୨୦।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ୧୦ଦିନ ବିତିଛି। କିନ୍ତୁ ଆରମ୍ଭରୁ ଧାନ ବିକ୍ରିବଟା ଶୀଥିଳ ହୋଇ ପଡ଼ିଛି।…

ମୁଖ୍ୟ କେନାଲ ପାଣି ବନ୍ଦ, ବଢ଼ିଲା ତାତିର ପ୍ରକୋପ: ଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି…

ବରଗଡ଼,୨୦।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ତାତି ଥମିବାର ନାଁ ନେଉ ନାହିଁ। ଗତ ୧୬ତାରିଖରୁ ବରଗଡ଼ ମୁଖ୍ୟ କେନାଲରେ ପାଣି ଯୋଗାଣ ବନ୍ଦ ହେବା ପରଠୁ ତାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri