Posted inଫୁରସତ

ଦୁନିଆରେ କିଛି ଅଜବ ପ୍ରଥା

* ତାମିଲନାଡୁରେ ତାମିଲ ସମ୍ପ୍ରଦାୟର ଲୋକେ ଜାନୁୟାରୀ ବା ଫେବୃୟାରୀ ମାସରେ ପୂର୍ଣ୍ଣମୀ ଦିନ ଥାଇପୁଜମ୍‌ ନାମରେ ଏକ ପର୍ବ ପାଳନ କରିଥାନ୍ତି, ଯେଉଁଦିନ ଲୋକେ ନିଜ ଦେହକୁ ତୀକ୍ଷ୍‌ଣ ଛୁଞ୍ଚି ଦ୍ୱାରା ଭେଦ କରିଥାନ୍ତି।

* ଥାଇଲାଣ୍ଡର କରେନ ସମ୍ପ୍ରଦାୟର ମହିଳାମାନେ ବେକରେ ଅନେକଗୁଡିଏ ରିଙ୍ଗ୍‌ ଧାରଣ କରିବାର ପ୍ରଥା ରହିଛି, ଯାହାଦ୍ୱାରା କାଳକ୍ରମେ ସେମାନଙ୍କ ବେକ ଲମ୍ବା ହୋଇଯାଇଥାଏ ଏବଂ ଏହା ସେମାନଙ୍କ ସୌନ୍ଦର୍ଯ୍ୟକୁ ବଢେଇଥାଏ ବୋଲି ତାଙ୍କ ବିଶ୍ୱାସ।

* ଆଫ୍ରିକାର ମୁର୍ଶି ସମ୍ପ୍ରଦାୟର ମହିଳାମାନେ ପାଟିରେ ପାଞ୍ଚ ଇଞ୍ଚ ଗୋଲେଇର ଏକ ପ୍ଲେଟ ପରିଧାନ କରିବାର ପ୍ରଥା ରହିଛି।

* ମାଡାଗାସ୍କାରର ମାଲାଗାସି ସମ୍ପ୍ରଦାୟର ଲୋକେ ଶବ ଯାତ୍ରାରେ ଶବ ସହ ନୃତ୍ୟ କରିବାର ପ୍ରଥା ରହିଛି।

* ଜର୍ମାନୀରେ କୌଣସି ବିବାହ ଉତ୍ସବ ପୂର୍ବରୁ ବର ଏବଂ କନ୍ୟାଙ୍କ ପରିବାର ସଦସ୍ୟ ଏକତ୍ରିତ ହୋଇ କାଚର ଗିନା ଏବଂ ପ୍ଲେଟ ଭାଙ୍ଗିଥା’ନ୍ତି, ଯାହାକୁ ବର ଏବଂ କନ୍ୟା ଏକତ୍ରିତ ସଫା କରିବାର ପ୍ରଥା ରହିଛି।

* କର୍ନାଟକରେ ନବଜାତ ଶିଶୁକୁ ଶ୍ରୀ ସନ୍ତେଶ୍ୱର ମନ୍ଦିର ଉପରୁ ତଳକୁ ଫିଙ୍ଗାଯାଏ, ଯାହାକୁ ପରିବାର ଲୋକେ ତଳେ ରହି ଧରିଥାନ୍ତି। ଏହା ନବଜାତଙ୍କ ପାଇଁ ସୌଭାଗ୍ୟ ଆଣିଥାଏ ବୋଲି ବିଶ୍ୱାସ ରହିଛି।

* ସ୍କଟ୍‌ଲାଣ୍ଡରେ ବିବାହ କରିବାକୁ ଯାଉଥିବା କନ୍ୟାଙ୍କ ଉପରକୁ ଅଣ୍ଡା ଏବଂ କ୍ଷୀର ଫିଙ୍ଗିବାର ପ୍ରଥା ରହିଛି।

* ଇଣ୍ଡୋନେସିଆର ଦାନୀ ଆଦିବାସୀ ସଂପ୍ରଦାୟରେ କୌଣସି ପରିବାର ସଦସ୍ୟଙ୍କ ମୃତ୍ୟୁ ହେଲେ ପରିବାରର ମହିଳା ସଦସ୍ୟଙ୍କ ଅଙ୍ଗୁଳିର କିଛି ଅଂଶ କାଟିବାର ପ୍ରଥା ରହିଛି।

* ଚାଇନାରେ ୩ ରୁ ୧୪ ବର୍ଷ ବୟସ୍କ ଝିଅମାନଙ୍କ ପାଦକୁ କପଡାରେ ଭିଡି ବାନ୍ଧିବାର ପ୍ରଥା ରହିଥିଲା। ଫଳରେ ପାଦ ବଢିବ ନାହିଁ ଏବଂ ଏହା ସୁନ୍ଦର ଦେଖାଯିବ। କିନ୍ତୁ ଏହି ପ୍ରଥା ୧୯୪୯ ମସିହାରେ ନିଷେଧ କରିଦିଆଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଯାହାକୁ ଡରୁଥିଲେ ଟ୍ରମ୍ପ, ଶେଷରେ ତାହା ହିଁ ଘଟିଲା: ନିଜ ଲୋକ ବି ଦେଲେ ଧୋକା

ଓ୍ବାଶିଂଟନ୍‌,୪।୬: ଇରାନ ସହିତ ସଂଘର୍ଷକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ଇରାନ ବିରୋଧରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନକୁ ସୀମିତ କରିବା…

ରୋହିଗାଁ’ରୁ ବନ୍ଧାହେଲେ ୨୦ ଜୁଆଡି: ୫ ଲକ୍ଷ ୪୪ ହଜାର ଟଙ୍କା ସହ…

ବ୍ରହ୍ମପୁର, ୪/୬(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ରୋହିଗାଁରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡାରେ ଚଢାଉ କରିଥିଲା। ସେଠାରୁ…

ବଳଭଦ୍ର ଜୈବିକ ଚାଷ ମିଶନ ପାଇଁ ଦାରିଙ୍ଗବାଡି ମନୋନୀତ:ଚାଷ ପାଇଁ ଅଣ୍ଟା ଭିଡ଼ିଲେ ଚାଷୀ

ଦାରିଙ୍ଗବାଡି, ୪।୬ (ଅରୁଣ ସାହୁ): କାଳବୈଶାଖୀ ବର୍ଷା ଚାଷୀଙ୍କ ପାଇଁ ଆଣିଛି ଖୁସିର ମୂହୁର୍ତ୍ତ। ପ୍ରଚଣ୍ଡ ଖରାରେ ଚାଷ ଜମି ଫାଟି ଆଁ କରିଥିବାବେଳେ ଏବେ ବର୍ଷା…

ଅକାମୀ ହୋଇପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର: ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଆର. ଉଦୟଗିରି,୪।୬(ମନୋଜ କୁମାର ପାଢୀ):ଅକାମୀ ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର। ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଜପତି ଜିଲା…

ବାଦ୍ୟଯନ୍ତ୍ର ନିର୍ମାଣରେ ସିଦ୍ଧହସ୍ତ ରତ୍ନାକର: ପ୍ରୋତ୍ସାହନ ଅଭାବରୁ ବିତୁଛି ଅବହେଳିତ ଜୀବନ

ପଦ୍ମପୁର,୪।୬(ପ୍ରଦୀପ୍ତ ଦାଶ):ପଶ୍ଚିମ ଓଡ଼ିଶାର ଲୋକକଳାର ବିଭିଧତା ଓ ବିଭବତାକୁ ନେଇ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଛି। ଦ୍ୱିତୀୟତଃ ଲୋକକଳା ଅଛି…

ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନକିଣା: ଗର୍ଜିଲେ ଚାଷୀ

ବରଗଡ଼,୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ସପ୍ତାହକ ପରେ ଏହି ପ୍ରକ୍ରିୟାକୁ ମାସେ ବିତିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ସଂଗ୍ରହ…

ମମି ଶରୀରରେ ବଢୁଛନ୍ତି ଅଣୁଜୀବ: ୫,୩୦୦ ବର୍ଷ ପରେ ବି ଜୀବିତ

ବୋଲଜାନୋ (ଇଟାଲୀ),୪ା୬:ପ୍ରାୟ ୫,୩୦୦ ବର୍ଷ ପୂର୍ବେ ଇଟାଲୀର ଆଲ୍ପସ ପର୍ବତମାଳାରେ ଜଣେ ଶିକାରୀଙ୍କୁ ତୀର ମାରି ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ବରଫ ତଳେ ପୋତିହୋଇ…

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri