ଦୁଖିକଁର ପିଛା ନାଇଁ ଛାଡ଼ବାର ଦୁଖ୍‌

ଲୋଇସିଂହା,୧୬।୯(ଡି.ଏନ୍‌.ଏ.)-  ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ଗାଁର ଦୁଖି ପଧାନ(୪୫)।  ଟଁକା ପଏସା ଅଭାବୁ ମାଏକିନାର ପଥରୀ ରୋଗ୍‌ର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ଫେର ଲଗେତ୍‌ ବରଷା ତାକର ପାରିବାରିକ୍‌ ଜୀବନକେ ଦୁହୁଲେଇ ଦେଇଛେ। ବରଷାରେ ତାକର ଘରଟା ଭାଂଗି ଯାଇଛେ। ଇଥ୍‌ରେ ତାକର ୫ ବଛର୍‌ର ପୁଓର ଗୋଡ଼ ଭାଂଗି ଯାଇଛେ। ଗୁଟେ ପରେ ଗୁଟେ ବିପଦ୍‌ ପରିବାରର ପିଛା ନାଇଁଛାଡ଼ବାର। ହେଲେ ଦୁଖର କଥା ଏବ୍‌ତକ ଇ ପରିବାରଟା ସରକାରୀ ସାହାଯ୍‌ରୁ ବଁଚିତ୍‌ ହେଇ ରହିଛନ୍‌।
ସୂଚନା ଅନ୍‌ସାରେ ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଁଚେତ୍‌ ସଦର ଗଁାର ସ୍ବର୍ଗତ ବିରଞ୍ଚତ୍ ପଧାନ, ମା’ ବେଦ ପଧାନକଁର ୫ ପୁଓ ଭିତରୁ ଦୁଖି ସମକିରନୁ ସାନ। ଏହେଦେ ଦୁଖିକଁର ପରିବାର କହେଲେ ମାଏକିନା ଭାରତୀ, ଝି’ ଶ୍ରାବଣୀ(୮), ପୁଓ ସାହିଲ(୫)କେ ନେଇ ତାକର ସଁସାର। ଗଁାର ଜଗନ୍ନାଥ ଗୁଡ଼ି ପାସେ ତାକର ଘର ରହିଛେ। କୁଲିମଜୁରି କରି ଦୁଖି ୪ ପରାନୀ କୁଟୁମ ପୁଷୁଛନ୍‌। ହେଲେ ବଛ୍‌ରେ ତଲେ ମାଏକିନା ଭାରତୀର ପେଟ ବଥେଇଥିଲା। ଡାକ୍‌ତରୀ ଚିକିଛା ଉତାରୁ ସେ ପଥରୀ ରୋଗ୍‌ରେ ପୀଡ଼ିତ ଥିବାର ଜନାପଡ଼ିଥିଲା। ଲାଗ୍‌ବରମସ୍‌ କରି ଭାରତୀକଁର ଅପରେଶନ କରବାର ଯୋଜନା କରିଥିଲେ। ହେଲେ ଗଲା ଅଗଷ୍ଟ ୧୨, ୧୩ ତାରିଖରେ ହେଇଥିବାର ବରଷା ତାକର ସବୁ ଭାବନାକେ ଉଲଟପାଲଟ କରିଦେଲା। ୧୩ ତାରିଖ ସଖାଲେ ପୁଓ ବାରନ୍‌ଡାରେ ଶୌଚ ହେଲାବେଲେ ହଠାତ୍‌ ଘରଟା ଭୁଷ୍‌ଲି ଯାଇଥିଲା। ଘରର ଗୁଟେ ଉରା ଛିଟ୍‌କି ସାହିଲର ଡେବ୍‌ରି ଗୁଡ଼େ ବାଜିଥିଲା। ଇଥ୍‌ରେ ସାହିଲକଁର ଡେବ୍‌ରି ଗୋଡ଼ ଭାଂଗି ଯାଇଛେ। ବଲାଙ୍ଗୀର ଭୀମଭୋଇ ମେଡିକାଲରେ ତାହାକୁ ଚିକିଛା କରି ଏଭେ ଘରକେ ଆନିଛନ୍‌। ଇଆଡ଼େ ବରଷାରେ ଘରଟା ଭାଂଗି ଯିବାର ଲାଗି ପରିବାରଟା ବାସହରା ହେଇଯାଇଛନ୍‌। ଏନ୍‌ତାଥି କୁଟୁମବସିଆ ଗଁାରେ ଝନ୍‌କର ଘରେ ଭଡ଼ାରେ ରହୁଛନ୍‌। ଅଲପ୍‌ ରୁଜଗାରରେ ମାଏକିନା ଆର ପୁଓର ଚିକିଛା ଖରଚ୍‌ ତୁଲାବାର ଦୁଖିର ପକ୍ଷେ ସମ୍‌ଭବ ନୁହେ। ଇଆଡ଼େ ମାସ୍‌ ପୂରଲେ ଘରଭଡ଼ା ଦେବାକେ ପଡ଼ୁଛେ, ଯେନ୍‌ଟା ବୋଝ୍‌ ଉପରେ ଲଲିତା ବିଡା ସାଜୋ ହେଇଛେ। ଘର ଭାଂଗ୍‌ଲା ଉତାରୁ ତହସିଲ ତରଫୁ ସରକାରୀ ସାହାଯ୍‌ ହିସାବେ ପଲିଥିନ୍‌ ଖଁଡ଼େ ପାଇଥିବାର ଦୁଖି କହିଛନ୍‌। ଜିଲା ପରଶାସନ ଇ ଦୁଖି ପରିବାର ଉପରେ ଦୁରୁଷ୍‌ଟି ଦେଇ ଚିକିଛା ସାହାଯ୍‌ ସଂଗେ ଆବାସ ଯୋଜନାରେ ଘର ଖଁଡ଼େ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା: ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ

ଜି.ଉଦୟଗିରି,୬।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ ): ଜି.ଉଦୟଗିରି ଅଞ୍ଚଳରେ ଫେରିଛି ହାଡ଼ଭଙ୍ଗା ଶୀତ । ସରକାରୀ ସୂଚନା ଅନୁସାରେ କନ୍ଧମାଳ ଜିଲାରେ ସର୍ବନିମ୍ନ ତାପମାତ୍ରା ସହ...

ଭଙ୍ଗା ଝାଟିମାଟି ଘରେ ରାଘବଙ୍କ ପରିବାର : ସହାୟତା ପାଇଁ… 

କେସିଙ୍ଗା,୬।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କସୃପଡା ଗ୍ରାମର ରାଘବ କରୁଆ (୬୦)ଙ୍କ ପରିବାର  ଝାଟିମାଟି ଘରେ ଅସହାୟ ଅବସ୍ଥାରେ ଜୀବନଯାପନ କରି...

ବେଆଇନ ଚୋରା ବାଲି ଚାଲାଣ: ୨ ହାଇୱାକୁ ମାଡିବସିଲା…

ପୋଲିସ।ପାଟଣା,୬।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡା ଫାଣ୍ଡି ପୋଲିସ ସାହାରପଡା ପେଟ୍ରୋଲ ପମ୍ପ ନିକଟରୁ ଶନିବାର ଭୋର ସକାଳୁ ୨ଟି ଚୋରା ବାଲି...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିରେ ରେଜିଷ୍ଟେଶନ ହୋଇଥିବା ସୁଲଭ ଶୌଚାଳୟର...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri