
ଆନ୍ଧ୍ରପ୍ରଦେଶରୁ ଆସିଥିବା କେତେ ଜଣ ପ୍ରବାସୀ ରାଜଧାନୀ ରାସ୍ତାରେ ଚାଲି ଚାଲି ଯାଉଛନ୍ତି
କଟକରେ ଜଣେ ବୟସ୍କ ବ୍ୟକ୍ତି ଛତା ମରାମତି କରୁଛନ୍ତି

କଟକରେ ଜଣେ ବୟସ୍କ ବ୍ୟକ୍ତି ଛତା ମରାମତି କରୁଛନ୍ତି
ଭୁବନେଶ୍ୱର ଲୋୟର ପିଏମଜି ରାସ୍ତା ପାର୍ଶ୍ୱରେ ଡ୍ରେନ ମରାମତି କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଖରେ ଶିଶୁଟିଏ ମାସ୍କ ପିନ୍ଧି ବସିଛି
କଟକରେ ଜଣେ ମହିଳା ବସୁଧାଙ୍କ ପୂଜା କରୁଛନ୍ତି
ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିଏମସି ପକ୍ଷରୁ ଚାଲିଛି ମାସ୍କ ଚେକିଂ
କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…
‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…