ଓଡ଼ିଶା: ଆଜିର ଫଟୋ

ଲକଡାଉନ ୪.୦: ସ୍ୱାଭାବିକ ହେଉଛି ରାଜଧାନୀ ଭୁବନେଶ୍ୱର

 

ପବିତ୍ର ରମଜାନ ମାସ ଲାଗି କଟକ କେଶରପୁରରେ ଆରମ୍ଭ ହେଲାଣି ଲଚ୍ଛା ବିକ୍ରି

 

ରାଜଧାନୀରେ ଚାଲିଲାଣି ଗୁପଚୁପ ବେପାର

 

ସାମାଜିକ ଦୂରତ୍ୱକୁ ଫୁ…କଟକ ଗୌରୀଶଙ୍କର ପାର୍କ ନିକଟସ୍ଥ  ଡ୍ରେସ ମାର୍କେଟରେ ଗ୍ରାହକଙ୍କ ଗହଳି

 

ଟାଣ ଖରା ସତ୍ତ୍ୱେ ଭୁବନେଶ୍ୱରରେ ଲୋକେ ଜରୁରୀ କାର୍ଯ୍ୟ ଲାଗି ଯାତାୟାତ କରୁଛନ୍ତି

 

କଟକ ମହାନଦୀ ସମ୍ମୁଖ ଅଞ୍ଚଳର ଉନ୍ନତିକରଣ ଲାଗି ନଦୀ ଶଯ୍ୟାରୁ ବାଲି ଖନନ କରି ବାଲିଯାତ୍ରା ତଳପଡ଼ିଆକୁ ପୋତାଯାଉଛି

 

ଦୁଇଚକିଆ ଯାନରେ କେବଳ ଜଣକୁ ଅନୁମତି ଥିବାବେଳେ ଭୁବନେଶ୍ୱରରେ ଚାରିଜଣ ବସି ଯାଉଛନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?