ଆବଶ୍ୟକ ସାମଗ୍ରୀ-ସିଝା ଆଳୁ-୫ଟି, ବେସନ- ୧ କପ୍, କଞ୍ଚା ଲଙ୍କା- ୪ଟି (କଟା), ଛେଚା ହୋଇଥିବା ଅଦା- ୧ ଚାମଚ, ଚାଟ୍ ମସଲା- ୧ ଚାମଚ, ଲଙ୍କା ଗୁଣ୍ଡ- ଅଧା ଚାମଚ, ଜୁଆଣି- ୧ ଚାମଚ, ଛାଣିବା ପାଇଁ ତେଲ, ସ୍ବାଦ ଅନୁସାରେ ଲୁଣ।
ପ୍ରଣାଳୀ-ସିଝା ଆଳୁକୁ ପ୍ରଥମେ ଭଲଭାବେ ଚକଟି ଦିଅନ୍ତୁ। ସେଥିରେ ଅଦା, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଚାଟ୍ ମସଲା, ଧନିଆ ପତ୍ର ଓ ଲୁଣ ପକାଇ ଭଲଭାବେ ମିଶାନ୍ତୁ। ଏବେ ବେସନକୁ ଏକ ପାତ୍ରରେ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ। ଘୋଳକୁ ବେଶି ପତଳା କରିବେ ନାହିଁ ଏବଂ ତାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ଚକଟା ହୋଇଥିବା ଆଳୁକୁ ଛୋଟ ଛୋଟ ଗୋଲ କରି ତାକୁ ବେସନ ଘୋଳରେ ବୁଡାଇ ତେଲରେ ଛାଣି ନିଅନ୍ତୁ। ସମସ୍ତ ଆଳୁର ଗୁଳାକୁ ଏପରି ଛାଣି ଗରମ ଗରମ ଖାଆନ୍ତୁ। ଚଟଣି ସହିତ ଏହାକୁ ଖାଇଲେ ବହୁତ ଭଲ ଲାଗିବ।
Posted inଜୀବନଚର୍ଯ୍ୟା View All
ଶନିଙ୍କ ମାର୍ଗୀ ଚଳନ: ୨୦୨୭ ପୂର୍ବରୁ ୪ ରାଶିଙ୍କ ଘରକୁ ଆସିବ ଧନର ସୁଅ! ଚାକିରି-ବ୍ୟବସାୟରେ…
ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳର ଦେବତା ବୋଲି ମାନାଯାଏ। ବ୍ୟକ୍ତିଙ୍କ କର୍ମ ଅନୁସାରେ ଶନିଦେବ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ ଯେତେବେଳେ…
ଅନୁରାଧା ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ୫ ରାଶିର ଭାଗ୍ୟରେ ଲାଗିଲା ଚାରିଚାନ୍ଦ, ଧନଲାଭ ସହ ଚାକିରିରେ ବଡ଼ ପ୍ରମୋଶନ
ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ ଯୋଗୁ ମେଷ, ମିଥୁନ, କନ୍ୟା, ଧନୁ ଓ ମୀନ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ସାଥ୍ ମିଳିବ। ଏହି ୫ଟି ରାଶିର ଲୋକଙ୍କ ପାଇଁ…
ଏକାସାଙ୍ଗେ ଶନି, ରାହୁ-କେତୁଙ୍କ ବକ୍ରୀ ଚଳନ: ଏହି ୪ ରାଶିଙ୍କ ଜୀବନରେ ଲାଗିବ ଗ୍ରହଣ! ପାଖରୁ ପଳାଇବ ସବୁ ଟଙ୍କା
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଗ୍ରହ ୨୭ ଜୁଲାଇ ୨୦୨୬ରେ ବକ୍ରୀ ହୋଇଥିଲେ। ବର୍ତ୍ତମାନ ଶନି ବକ୍ରୀ ଚଳନ କରୁଥିବା ବେଳେ ଆସନ୍ତା ଡିସେମ୍ବର ୧୧ ତାରିଖରେ…
ଶନିଦେବଙ୍କ ସିଧା ଚଳନ: ୩ ରାଶିଙ୍କ ଫାଇଦା ହିିଁ ଫାଇଦା, ଶେଷ ହେବ ଖରାପ ସମୟ
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ର ଶେଷ ମାସ ଡିସେମ୍ବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ମାସରେ ଶନିଦେବ ମାର୍ଗୀ ହେବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ କର୍ମଫଳଦାତା…
ଆଜି ବିଛା ରାଶିକୁ ଚଳନ କରିବେ ସୂର୍ଯ୍ୟ: ଡିସେମ୍ବର ୧୬ ପୂର୍ବରୁ କୋଟିପତି ହେବେ ଏହି ୬ ରାଶି! ଚାକିରିରେ ବଡ଼ ପ୍ରମୋଶନ
ଆଜି ସନ୍ଧ୍ୟା ୭ଟା ୪୮ ମିନିଟରେ ସୂର୍ଯ୍ୟ ବିଛା ରାଶିକୁ ଚଳନ କରିବେ। ଏହାପରେ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଏହି ରାଶିରେ ଅବସ୍ଥାନ କରିବେ।…
ଶୁକ୍ରଙ୍କ ମାର୍ଗୀ ଚଳନରେ ଜବରଦସ୍ତ ଫାଇଦା: ୨୨ ନଭେମ୍ବର ପୂର୍ବରୁ ମାଲାମାଲ ହେବେ ଏହି ୩ ରାଶି! ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶୁକ୍ର ଗ୍ରହ ୧୪ ନଭେମ୍ବର ୨୦୨୬ରେ କନ୍ୟା ରାଶିରେ ମାର୍ଗୀ ହୋଇଛନ୍ତି। ଏହାପରେ ୨୨ ନଭେମ୍ବରରେ ଶୁକ୍ର ତୁଳା ରାଶିକୁ ଚଳନ କରିବେ।…
ଆମର ଏହି ବସୁନ୍ଧରା
ଦିନକର କଥା। ସୂର୍ଯ୍ୟଠାରୁ ସେଦିନ ଖଣ୍ଡେ ବାହାରି ଆସିଲା। ସେହି ସୂଯର୍ର୍ୟାଂଶ ହିଁ ହେଲା ଆମ ପୃଥିବୀ। ତାକୁ ସୂର୍ଯ୍ୟ ଖଣ୍ଡ ନ କହି ସୂର୍ଯ୍ୟକନ୍ୟା କହିବାଟା…
କିଡ୍ନୀ ଖରାପ ହେଲେ ଶରୀରରେ ଦେଖାଦିଏ ଏସବୁ ସମସ୍ୟା, କରନ୍ତୁ ନାହିଁ ଅଣଦେଖା
କିଡ୍ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଜଣାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

