ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ୧୫ ମିନିଟ୍‌ ଏପରି କରନ୍ତୁ…

ଆଜ୍‌ମା ସମସ୍ୟାରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ୧୫ ମିନିଟ୍‌ କଅଁଳ ଖରାରେ ବସିଲେ ସୁଫଳ ମିଳିଥାଏ। ଏଥିରେ ଭିଟାମିନ୍‌-ଡି ରହିଥାଏ। ଭିଟାମିନ୍‌-ଡି’ ଅନେକ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ପ୍ରାକୃତିକ ଭାବେ ଭିଟାମିନ୍‌-ଡି’ ସୂର୍ଯ୍ୟକିରଣରୁ ମିଳିଥାଏ। ଏହା ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରିଥାଏ। ଫଳରେ ଶ୍ୱାସ ସମ୍ପର୍କିତ ସମସ୍ତ ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ବର୍ଷ ପରେ ଏଥର ନବରାତ୍ରିରେ ଦୁର୍ଲଭ ଯୋଗ: ଜାଣନ୍ତୁ କେଉଁ ରାଶି ଉପରେ ପଡ଼ିବ ପ୍ରଭାବ

ଚଳିତବର୍ଷ ଶାରଦୀୟ ନବରାତ୍ରି ଅକ୍ଟୋବର ୧୧, ୨୦୨୬ରେ କଳସ ସ୍ଥାପନ ସହିତ ଆରମ୍ଭ ହେଉଛି। ଏହା ଅକ୍ଟୋବର ୧୯ରେ ଶେଷ ହେବ। ଅକ୍ଟୋବର ୨୦ରେ ବିଜୟାଦଶମୀ ବା…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ! ୨୨ ଦିନ ଏହି ୪ ରାଶି ପାଇଁ ଖୋଲିବ ଭାଗ୍ୟର ଦ୍ୱାର

ପଞ୍ଚାଙ୍ଗ ଅନୁସାରେ, ସାହସ ଓ ପରାକ୍ରମର କାରକ ଗ୍ରହ ମଙ୍ଗଳ ୨ ସେପ୍ଟେମ୍ବର ୨୦୨୬, ବୁଧବାର ଦିନ ଆର୍ଦ୍ରା ନକ୍ଷତ୍ରରୁ ପୁନର୍ବସୁ ନକ୍ଷତ୍ରରେ ପ୍ରବେଶ କରିଛନ୍ତି ।…

୩ ରାଶିଙ୍କ ପାଇଁ ଆରମ୍ଭ ହେଲା ଗୋଲ୍ଡେନ ଟାଇମ୍‌, ୬୪ ଦିନ ଯାଏ ସଫଳତା ସହ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ। ଶୁକ୍ର ଭୌତିକ ସୁଖ, ବିଳାସିତା, ପ୍ରେମ, ସୌନ୍ଦର୍ଯ୍ୟ ଓ ଆକର୍ଷଣର କାରକ ଗ୍ରହ। କୁହାଯାଏ,…

ରୁଟିରେ ଘିଅ ଲଗାଇ ଖାଇଲେ ଭଲ ହୁଏ ଏହି ରୋଗ! ଜାଣନ୍ତୁ ଏହାର ୫ଟି ବଡ଼ ଫାଇଦା

ଭାରତୀୟ ଘରେ ଶତାବ୍ଦୀ ଧରି ରୁଟିରେ ଘିଅ ଲଗାଇ ଖାଇବାର ପରମ୍ପରା ରହିଆସିଛି। ଦାଦୀ-ନାନୀମାନେ ମଧ୍ୟ ରୁଟିରେ ଘିଅ ଲଗାଇ ଖାଇଲେ ଶରୀର ମଜବୁତ ରହିବା ସହ…

ଶନି-ମଙ୍ଗଳଙ୍କ ଦୁର୍ଲଭ ସଂଯୋଗ, ୪ ରାଶିଙ୍କୁ ମିଳିବ ବଡ଼ ସଫଳତା, ଯାଚିକି ଟଙ୍କା ଦେବେ…

ବର୍ତ୍ତମାନ, ମଙ୍ଗଳ ମିଥୁନ ରାଶିରେ ଏବଂ ଶନି ମୀନ ରାଶିରେ ଅଛନ୍ତି । ଦୁଇଟି ଗ୍ରହ ପରସ୍ପର ସହ ଏକ ୯୦-ଡିଗ୍ରୀ କୋଣ ଗଠନ କରିଥାନ୍ତି ।…

ଆଜି ନା କାଲି? କେବେ ପାଳନ କରାଯିବ କୃଷ୍ଣ ଜନ୍ମାଷ୍ଟମୀ, ଜାଣନ୍ତୁ ତାରିଖକୁ ନେଇ ଥିବା ଦ୍ୱନ୍ଦ୍ୱ…

କୃଷ୍ଣ ଜନ୍ମାଷ୍ଟମୀ ବା ଜନ୍ମବାର୍ଷିକୀ ପାଇଁ ଆଉ ମାତ୍ର ଗୋଟିଏ ଦିନ ବାକି ଅଛି । ଏହାର ଅର୍ଥ ହେଉଛି ଜନ୍ମାଷ୍ଟମୀ ଶୁକ୍ରବାର ଅର୍ଥାତ୍ ସେପ୍ଟେମ୍ବର ୪…

ଆଜି ସକାଳୁ ବୃଷ ରାଶିରେ ପ୍ରବେଶ କଲେ ଚନ୍ଦ୍ର: ମେଷ ସମେତ ୪ ରାଶିଙ୍କ ଜୀବନରେ ଆସିବ ବଡ଼ ଖବର, ପଢନ୍ତୁ କ’ଣ ଘଟିବ…

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଦେବଙ୍କୁ ମନ, ମାତା ଓ ଅର୍ଥର କାରକ ଭାବେ ବିବେଚନା କରାଯାଏ। ୩ ସେପ୍ଟେମ୍ବର ୨୦୨୬ରେ ଚନ୍ଦ୍ରମା ମେଷ ରାଶିରୁ ବାହାରି ନିଜର ଉଚ୍ଚ…

ରାଶି ପରିବର୍ତ୍ତନ କଲେ ଶୁକ୍ର; ବଢିବ ଆର୍ଥିକ ସଙ୍କଟ, ଅଯଥାରେ ଫଶିଯିବେ ଏହି ୩ ରାଶି…

ବୈଦିକ ଜ୍ୟୋତିଷରେ, ଶୁକ୍ରଙ୍କୁ ଆରାମ, ଧନ, ସମୃଦ୍ଧି, ପ୍ରେମ ଏବଂ ଭୌତିକ ସୁଖ ପାଇଁ ଦାୟୀ ଗ୍ରହ ଭାବରେ ବିବେଚନା କରାଯାଏ । ଯେତେବେଳେ ଶୁକ୍ର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri