ଅନୁଗୋଳ ପୋଲିସ ସ୍ତରରେ ଅଦଳବଦଳ

ଅନୁଗୋଳ ଅଫିସ, ୨୭।୫- ଅନୁଗୋଳ ଜିଲା ପୋଲିସ ମୁଖ୍ୟାଳୟ ପକ୍ଷରୁ ୧୪ ଜଣ ସବ୍‌ଇନ୍ସପେକ୍ଟର ଓ ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟରଙ୍କ ଅଦଳବଦଳ କରାଯାଇଛି। ଅନୁଗୋଳ ହେଡ୍‌ କ୍ବାର୍ଟରରେ ଥିବା ଏସ୍‌ଆଇ ଅରୁଣ କୁମାର ପଣ୍ଡାଙ୍କୁ ବଇଣ୍ଡା ବିଟ୍‌ ହାଉସ୍‌ ଇନ୍‌ଚାର୍ଜ ଭାବେ ବଦଳି କରାଯାଇଥିବାବେଳେ ଦିଲୀପ କୁମାର ପଟ୍ଟନାୟକଙ୍କୁ ଅନୁଗୋଳ ଥାନା, ଧନେଶ୍ୱର ବିଶ୍ୱାଳଙ୍କୁ ନିଶା ଥାନା, ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କୁ ବନ୍ତଳା ଥାନା, ଶକୁନ୍ତଳା ଦେହୁରୀଙ୍କୁ ଜରପଡ଼ା ଥାନା, ଅଜୟ କୁମାର ସାହୁଙ୍କୁ ଛେଣ୍ଡିପଦା ଥାନା, ରାମଚନ୍ଦ୍ର ମହାଳିକଙ୍କୁ ସମଲ ଥାନା, ଲଲାଟେନ୍ଦୁ ନାଏକଙ୍କୁ ଏନ୍‌ଟିପିସି ଥାନା, ରବିନାରାୟଣ ବେହେରାଙ୍କୁ କିଶୋରନଗର ଥାନା, ଦିଗାମ୍ବର ଜେନାଙ୍କୁ ଛେଣ୍ଡିପଦା ଥାନା, କୁମୁଦିନୀ ଷେଣ୍ଢଙ୍କୁ ପାଲଲହଡ଼ା ଥାନା, ବ୍ରହ୍ମାନନ୍ଦ ସାହୁଙ୍କୁ ଆଠମଲ୍ଲିକ ଥାନା, ପୀତବାସ ନାଏକଙ୍କୁ ବନ୍ତଳା ଥାନା ଓ ପଞ୍ଚୁନାଥ ସାହୁଙ୍କୁ ଅନୁଗୋଳର ତଦନ୍ତକାରୀ ବିଭାଗକୁ ବଦଳି କରାଯାଇଛି। ସେହିପରି ବଇଣ୍ଡା ବିଟ୍‌ ହାଉସ୍‌ରେ ଥିବା ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ସନାତନ ମହାରଣାଙ୍କୁ ଜରପଡ଼ା ଥାନାକୁ ବଦଳି କରାଯାଇଛି ବୋଲି ପୋଲିସ ମୁଖ୍ୟାଳୟରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?