Posted inଜାତୀୟ

NEET ପେପର ଲିକ୍‌ ଉପରେ ନୂଆ ଆଇନ ଆଣିବେ ଯୋଗୀ ସରକାର

ଲକ୍ଷ୍ନୌ,୨୧ା୬: ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍‌ ପ୍ରସଙ୍ଗ ଆଜିକାଲି ଚର୍ଚ୍ଚାରେ ରହିଛି। ନିକଟରେ ଉତ୍ତରପ୍ରଦେଶ ପୋଲିସ ନିଯୁକ୍ତି ପରୀକ୍ଷାର ପେପର ଲିକ୍‌ ହୋଇଥିଲା। ଏବେ NEET ଏବଂ UGC- NET ପେପର ଲିକ୍‌ ହେବା ପରେ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଛାତ୍ରଙ୍କଠାରୁ ଆରମ୍ଭ କରି ନେତାମାନେ ଏହା ବିରୋଧରେ ମଧ୍ୟ ଅଛନ୍ତି। ଏହି ସମୟରେ ଯୋଗୀ ସରକାର ପେପର ଲିକ୍‌ ବନ୍ଦ କରିବା ଏବଂ ସାଲ୍‌ଭର ଗ୍ୟାଙ୍ଗ୍‌କୁ ରୋକିବା ପାଇଁ ଏକ ନୂତନ ଆଇନ ଆଣିବାକୁ ଯାଉଛନ୍ତି। ନୂତନ ଆଇନରେ ପେପର ଲିକ୍‌ ଏବଂ ସାଲ୍‌ଭର ଗ୍ୟାଙ୍ଗ୍‌ ଭଳି କାର୍ଯ୍ୟକଳାପରେ ଜଡ଼ିତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ହେବ। ମୋଟା ଅଙ୍କର ଜରିମାନା, ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଏବଂ ଏପରିକି ଜେଲ୍‌ ପାଇଁ ବ୍ୟବସ୍ଥା ରହିବ ବୋଲି ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା, ଦଳ ଛାଡିଲେ ବଡ଼ ନେତା

ଭୁବନେଶ୍ୱର,୧୦।୩: ବିଜେଡିକୁ ଶକ୍ତ ଝଟ୍‌କା। ଦଳରୁ ଇସ୍ତଫା ଦେଲେ ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା । ବାଲେଶ୍ୱରର ପୂର୍ୱତନ ଏମପି ରବୀନ୍ଦ୍ର ଜେନା ବିଜୁ ଜନତା…

ଆଶ୍ରମ ବିଦ୍ୟାଳୟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ତଥ୍ୟରେ ତାଳମେଳ ନ ଥିବାରୁ ବଢୁଛି ଉତ୍ତେଜନା, ବାହୁନି କାନ୍ଦୁଛନ୍ତି ମା’  

ପଟ୍ଟାଙ୍ଗି/ସୁନାବେଡା, ୧୦।୩ (ଶରତ କୁମାର ଧଳ/କୃତ୍ତିବାସ ପ୍ରଧାନ): ଜବାହାର ନବୋଦୟ ବିଦ୍ୟାଳୟର ତିନି ଛାତ୍ରଙ୍କ ମୃତ୍ୟୁ ଘଟଣାର ମାତ୍ର ତିନି ଦିନ ପରେ ପୁଣି ଜଣେ ଆଶ୍ରମ…

ଯୁଦ୍ଧବେଳେ ଫସିଗଲା ଚାଇନା! ଆମେରିକା କଲା ବଡ଼ ଗେମ୍‌…

ବେଜିଂ,୧୦।୩: ଇରାନ-ଆମେରିକା ଯୁଦ୍ଧରେ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହେଉଛି ହର୍ମୁଜ, ଯାହା ବିଷୟରେ ଇରାନ ପୂର୍ୱରୁ ଆମେରିକାକୁ ଚେତାବନୀ ଦେଇ ଆସୁଥିଲା। ବିବାଦ ବଢ଼ିବା ସହିତ ଆମେରିକାର…

ରାଉରକେଲା IGHରେ ଅଭାବନୀୟ ଘଟଣା: ଟଏଲେଟ୍‌ ପ୍ୟାନ୍‌ ଭିତରୁ ନବଜାତକର ମୃତଦେହ ଉଦ୍ଧାର, ବଢ଼ିଲା ଚର୍ଚ୍ଚା

ରାଉରକେଲା, ୧୦।୩ (ସଂଗୀତା ଜେନା): ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (IGH) ପରିସରରେ ଏକ ହୃଦୟ ବିଦାରକ ତଥା ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ହସ୍ପିଟାଲର ଜରୁରୀକାଳୀନ…

ଏଲପିଜି ସଙ୍କଟ: ଏସବୁ ରାଜ୍ୟରେ ବଢିଯିବ ଗ୍ୟାସଦର! ଓଡ଼ିଶାରେ…

ନୂଆଦିଲ୍‌ଲୀ,୧୦।୩: ବର୍ତ୍ତମାନ ପଶ୍ଚିମ ଏସିଆରେ ଚାଲିଥିବା ଇରାନ-ଇସ୍ରାଏଲ-ଆମେରିକା ଯୁଦ୍ଧ ଯୋଗୁଁ ଭାରତରେ ଏଲପିଜି (LPG) ବା ରନ୍ଧନ ଗ୍ୟାସ ଯୋଗାଣରେ ସମସ୍ୟା ଦେଖାଦେଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି…

ଏବେ ହିଁ କରନ୍ତୁ ଗ୍ୟାସ୍‌ ବୁକିଂ, ନ ହେଲେ ଆଉ ୨୫ଦିନ ଯାଏ ମିଳିବନି!…

ନୂଆଦିଲ୍ଲୀ,୧୦।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନାର ତାପ ଏବେ ଭାରତରେ ଅନୁଭୂତ ହେଉଛି। ତଥାପି, ଭାରତ ସରକାର LPG ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଘରୋଇ…

ରୋଷେଇ ଗ୍ୟାସକୁ ନେଇ ସରକାରଙ୍କ କଡ଼ା ଆକ୍ସନ, ସାଧାରଣ ଲୋକଙ୍କୁ ମିଳିବ…

ନୂଆଦିଲ୍ଲୀ,୧୦।୩: ଗତ କିଛି ଦିନ ଧରି କର୍ମସିଆଲ ଗ୍ୟାସ ସିଲିଣ୍ଡରର ଅଭାବକୁ ନେଇ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକମାନଙ୍କ ମଧ୍ୟରେ ବଢୁଥିବା ଚିନ୍ତାର ଏବେ ଅନ୍ତ ହେବାକୁ…

ଯୁଦ୍ଧ ଭିତରେ ଚାଇନାକୁ ନେଇ ଭାରତ କଲା ଏମିତି ଘୋଷଣା, ଚମକି ପଡିଲା ଆମେରିକା!

ନୂଆଦିଲ୍ଲୀ,୧୦।୩: ପଶ୍ଚିମ ଏସିଆରେ ଚାଲିଥିବା ସଙ୍କଟ ମଧ୍ୟରେ, ଭାରତ ସରକାର ଚାଇନା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର କ୍ୟାବିନେଟ ଚାଇନାରୁ ଏଫଡିଆଇ (ପ୍ରତ୍ୟକ୍ଷ ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri