ନୂଆଦିଲ୍ଲୀ, ୮।୫: ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ଭାରତରେ ୮ ହଜାର ଆକାଉଣ୍ଟକୁ ବ୍ଲକ୍ କରାଯାଇଥିବା ନେଇ ଗୁରୁବାର ଏକ୍ସ’ ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନ ସମର୍ଥିତ ପୋଷ୍ଟ ହେଉଥିବା ଆକାଉଣ୍ଟଗୁଡ଼ିକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇଛି।


