ବିବାହକୁ ନେଇ ଚିନ୍ତିିତ କି: ଜାଣନ୍ତୁ କିପରି ହୋଇଥିବେ ପାର୍ଟନର

ସାଧାରଣତହଃ ବୈବାହିକ ଜୀବନକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। ବିବାହ ପୂର୍ବରୁ ସମସ୍ତେ ଏହି କଥା ଭାବିଥାନ୍ତି ଯେ ସେମାନଙ୍କ ପାର୍ଟନର କିପରି ହୋଇଥିବ। ତେବେ ମନରେ ଉଠୁଥବା ଏହି ଭଳି ପ୍ରଶ୍ନର ସରଳ ସମାଧାନ କରିବ ରାଷି ତେବେ ଜାଣନ୍ତୁ ରାଶି ଅନୁଯାୟୀ ଆପଣଙ୍କ ପାର୍ଟନର କିପରି ହେବେ ସେ ସମ୍ପର୍କରେ….

ମେଷ ରାଶି : ମେଷ ରାଶି ବ୍ୟକ୍ତିଙ୍କ ପାର୍ଟନର ଯତ୍ନଶୀଳ, ସ୍ନେହୀ ହେବା ସହିତ ଅଧିକ ମଜାଳିଆ ହୋଇଥାନ୍ତି। ସେମାନଙ୍କ ଯୋଡି ରୋମାଣ୍ଟିକ୍‌ ହୋଇଥାଏ।

ବୃଷ ରାଶି: ବୃଷ ରାଶିର ବ୍ୟକ୍ତି ସାଧୁ ପ୍ରକୃତିର ହୋଇଥାନ୍ତି, ସେ ଯେପରି ତାଙ୍କ ସହଧର୍ମିଣୀ ମଧ୍ୟ ସେହି ଭଳି ହୋଇଥାନ୍ତି। ତେଣୁ ତାଙ୍କ ବୈବାହିକ ଜୀବନ ସରଳ ଭାବେ ଗତି କରେ।

ମିଥୁନ ରାଶି: ମିଥୁନ ରାଶି ବ୍ୟକ୍ତିଙ୍କ ପାର୍ଟନର ସ୍ନେହୀ ଓ ଭାବୁକ ହେବା ସହ ପାର୍ଟନରଙ୍କ ଖୁସି ପାଇଁ ସବୁ କିଛି କରି ଥାନ୍ତି।

କର୍କଟ: କର୍କଟ ରାଶି ମହିଳା ସେମାନଙ୍କ ପାର୍ଟନରଙ୍କୁ ସବୁଠୁ ଅଧିକ ସମ୍ମାନ କରିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ୱଚା ପାଇଁ ବରଦାନ କେଶର

ପୃଥିବୀର ସବୁଠୁ ଦାମୀ ମସଲା ଭାବେ ପରିଚିତ କେଶର କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ ବରଂ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ...

ରକ୍ତହୀନତା ସମସ୍ୟାରୁ ରକ୍ଷା କରେ ହ୍ବାଇଟ୍‌ ଟି’

ଗ୍ରୀନ୍‌ ଟି’ ଉପକାରିତା ବିଷୟରେ ତ ଶୁଣିଥିବେ। କିନ୍ତୁ ହ୍ବାଇଟ୍‌ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ...

ହାର୍ଟ ଆଟାକ୍‌ରୁ ଦୂରେଇ ରଖେ ଏହି ଧୁଆଁ…

ପରିବର୍ତ୍ତିିତ ଜୀବନ ଶୈଳୀରେ କେତେକଙ୍କ ଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ତେବେ ଏହାର ନିରାକରଣ କିଛି ଘରୋଇ ଉପଚାର ଦ୍ୱାରା ମଧ୍ୟ ସମ୍ଭବ। ଘରେ...

ରାତିରେ ଖରାପ ଏବଂ ଭୟଙ୍କର ସ୍ବପ୍ନ ଦେଖୁଛନ୍ତି କି? ତା’ହେଲେ ଆପଣାନ୍ତୁ ଏହି ଉପାୟ

ରାତିରେ ଶୋଇବା ସମୟରେ ଲୋକଙ୍କୁ ଖରାପ ଏବଂ ଭୟଙ୍କର ସ୍ବପ୍ନ ଆସିଥାଏ, ଯେଉଁଥିପାଇଁ ଭୟଭୀତ ହୋଇ ହଠାତ୍‌ ନିଦ ଭାଙ୍ଗି ଯାଇଥାଏ। କିଛି ଲୋକଙ୍କୁ ପ୍ରତିଦିନ...

ଏହି ୩ ଜିନିଷ ତ୍ୱଚାରେ ଆଣିଥାଏ ଚମକ

ତ୍ୱଚାରେ ଚମକ ଆସିବା ପାଇଁ ଅନେକ ଲୋକ ଚାହିଁଥାନ୍ତି। ଏସବୁ ଜିନିଷ ଆମ ଘରେ ହିଁ ରହିଥାଏ। ସେଥିରୁ ନଡ଼ିଆ ତେଲ, ଘି କୁଆଁରୀ ଏବଂ...

ସୁଗାର ଫ୍ରି’ ନୁହେଁ ବ୍ରାଉନ ରାଇସ୍‌

ବଜାରରେ ଚଢ଼ାଦରରେ ମିଳୁଥିବା ବ୍ରାଉନ ରାଇସ୍‌ ସୁଗାର ଓ କୋଲେଷ୍ଟରଲ ମୁକ୍ତ ଥିବା ଦର୍ଶାଯାଇଥାଏ । କିନ୍ତୁ ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ବୋଲି ମାଡ୍ରାସ...

କର୍କଟରୋଗ ଓ ନିରାକରଣ

ଡା. ରଣଜିତ୍‌ କର ଆମ ଦେଶ ତୁଳନାରେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ ରୋଗ ଅଧିକ ଦେଖିବାକୁ ମିଳେ। ଆମ ଦେଶରେ ଜରାୟୁ,...

ସ୍ମୃତିଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ ମନେ ମନେ ଗାଆନ୍ତୁ ଗୀତ

ବୟସର ମଧ୍ୟବର୍ତ୍ତୀ ସୋପାନରେ ପହଞ୍ଚିବା ପରେ ଶାରୀରିକ ଏବଂ ମାନସିକ ରୂପରେ ଧୀରେ ଧୀରେ ମଣିଷ ଦୁର୍ବଳ ହୋଇପଡ଼େ। ଏସମୟରେ ଅନେକଙ୍କ କ୍ଷେତ୍ରରେ ସ୍ମୃତି ଶକ୍ତି...

Advertisement
Archives

Model This Week