Categories: ଖେଳ

ନ୍ୟୁଜିଲାଣ୍ଡକୁ ୩୯୮ ଟାର୍ଗେଟ ଦେଲା ଭାରତ

ମୁମ୍ବାଇ,୧୫।୧୧: ଦିନିକିଆ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩୯୮ ଟାର୍ଗେଟ ଦେଲା ଭାରତ। ୫୦ ଓଭରରେ ୪ଓ୍ବିକେଟ ହରାଇ ୩୯୭ରନ କରିଛି ଭାରତ। ମ୍ୟାଚରେ ବିରାଟ କୋହଲି ଓ ଶ୍ରୟସ ଆୟର ଜବରଦସ୍ତ ଶତକ ହାସଲ କରିଛନ୍ତି।

Share