Categories: ଖେଳ

ଆଜି ୨ ମହାମୁକାକିଲା

ଧର୍ମଶାଳା,୭।୧୦: ବିଶ୍ୱକପ୍‌ ୨୦୨୩ରେ ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚରେ ଆଫଗାନିସ୍ତାନ ଦଳ ବାଂଲାଦେଶକୁ ଭେଟିବ। ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ମଧ୍ୟରେ ଅଛି। ବାଂଲାଦେଶ-ଆଫଗାନିସ୍ତାନ ମ୍ୟାଚ ପୂର୍ବାହ୍ନ ୧୦.୩୦ରେ ଧର୍ମଶାଳାରେ ଆରମ୍ଭ ହେବ। ସେହିପରି ଦକ୍ଷିଣ ଆଫ୍ରିକା ବନାମ ଶ୍ରୀଲଙ୍କା ମ୍ୟାଚ ଅପରାହ୍ନ ୨ଟାରେ ଦିଲ୍ଲୀରେ ଖେଳାଯିବ।

Share