ଆସନ୍ତା ୧୦ରେ ବସ୍‌ ଧର୍ମଘଟ ହେବ ନା ନାହିଁ? ବଡ଼ ଘୋଷଣା କଲା ବସ୍‌ ମାଲିକ ସଂଘ

ଭୁବନେଶ୍ୱର, ୫।୬: ୧୦ରେ ହେବନି ବସ୍‌ ଧର୍ମଘଟ। ଶୁକ୍ରବାର ଏସ୍‌ଟିଏ କମିଶନଙ୍କ ସହ ଆଲୋଚନା ପରେ ବସ୍‌ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ଏଥିସହିତ ରାଜ୍ୟ ସରକାରଙ୍କୁ ୩୦ ତାରିଖ ଯାଏ ସଂଘ ସମୟ ଦେଇଛି ସଂଘ। ଦାବି ନ ଶୁଣିଲେ ୧ ବୈଠକରେ ଧର୍ମଘଟକୁ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ୧୪ ଟି ପାରାମିଟର ନେଇ ସଂଘବସ୍‌ ଭଡ଼ା ବୃଦ୍ଧି ଦାବି କରୁଛି ।

 

Odisha’s No.1 Odia Daily

Share