ଶରୀର ଓଜନ ଶୀତଦିନେ ବଢେ କାହିଁକି…

ଶୀତଦିନେ ସାଧାରଣତଃ କେତେକଙ୍କର ଶରୀର ଓଜନ ବଢ଼ିଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଲୋକେ ଶୀତଦିନେ କମ୍‌ ଖାଇବା ସହିତ ବିଭିନ୍ନ ପ୍ରକାର ବ୍ୟାୟାମ କରିଥାନ୍ତି। ତେବେ ବି ଶରୀର ଓଜନ ବଢ଼ିଥାଏ। କିନ୍ତୁ ଏଥିପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ଥଣ୍ଡାଯୋଗୁ ଶରୀରର ମେଟାବୋଲିଜିମ୍‌ ପ୍ରକ୍ରିୟା କମ୍‌ ହେବାରୁ ଗ୍ରହଣ କରାଯାଉଥିବା ଖାଦ୍ୟ ପଦାର୍ଥ ହଜମ ହେବା ଲାଗି ଅନ୍ୟ ଦିନ ତୁଳନାରେ ଶୀତଦିନେ ଅଧିକ ସମୟ ନେଇଥାଏ। ତେଣୁ ଶରୀରର ଓଜନ ବଢ଼ିଯାଇଥାଏ। ଏହା ସହିତ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକେ ଚା, କଫି ଆଦି ପିଇଥାନ୍ତି। ଏହା ଯୋଗୁ ମଧ୍ୟ ଶରୀର ଓଜନରେ ବୃଦ୍ଧି ଘଟିଥାଏ। ଥଣ୍ଡାରେ ଛଣାଛଣି ଖାଇବା ପ୍ରତି ବହୁ ଲୋକଙ୍କର ଆଗ୍ରହ ରହିଥାଏ। ଏସବୁ ଖାଦ୍ୟପଦାର୍ଥ ଶରୀରର ଓଜନ ବଢ଼ାଇ ଦେଇଥାଏ। ସେହିପରି କେତେକ ମିଠା ଜାତୀୟ ଖାଦ୍ୟ ରୁଚି ବଢ଼ାଇଥାନ୍ତି। ଏସବୁ ଯୋଗୁ ଶରୀରର ଓଜନ ବଢ଼ିଯାଇଥାଏ। ପ୍ରତି ତେଣୁ କେତେକ ସତର୍କତା ଅବଲମ୍ବନ କଲେ ଏଭଳି ସମସ୍ୟା ସହଜରେ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେତେ ଜଣଙ୍କୁ କରିବେ ପ୍ରେମ, କେତେଥର ହେବ ବିବାହ: ହସ୍ତରେଖାରୁ ଜାଣନ୍ତୁ

ଟଙ୍କା ଏବଂ ଚାକିରି ସହିତ ପ୍ରେମ ଜୀବନ ମଧ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। କିଛି ଲୋକ ପରସ୍ପରକୁ ବହୁତ ଭଲ ପାଆନ୍ତି, କିନ୍ତୁ କିଛି...

ସ୍ୱାସ୍ଥ୍ୟ ପାଇଁ ହାନିକାରକ ରେଡ ମିଟ୍‌

ବର୍ତ୍ତମାନ ଅନିୟମିତ ଜୀବନ ଶୈଳୀ ଆମକୁ ଅନେକ ରୋଗ ମୁହଁକୁ ଠେଲି ଦେଉଛି । ନିକଟରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି କି ଯେଉଁମାନେ...

କିପରି ନିୟନ୍ତ୍ରଣ କରିବେ ଉଚ୍ଚ ରକ୍ତଚାପ

୨୦୦୬ରୁ ପ୍ରତିବର୍ଷ ମେ’ ୧୭ ତାରିଖକୁ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବେ ପାଳନ କରାଯାଉଅଛି। ଏ ବିଷୟରେ ସଚେତନ କରାଇବା ଏହି ଦିବସ ପାଳନର...

ଜୀବନସାଥୀଙ୍କ ପାଇଁ ବହୁତ ଲକି ଏହି ୪ ରାଶିରେ ଜନ୍ମିତ ଯୁବତୀ; ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକେ

ବିବାହ ପରେ ଅନେକ ଲୋକଙ୍କ ଜୀବନ ବଦଳିଯାଇଥାଏ। କାହାର କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହୋଇଥାଏ ତ କାହାର ବିଗିଡ଼ି ଯାଇଥିବା କାମ ସୁରୁଖୁରୁରେ ହୋଇଯାଏ। ଘରେ...

ଘରର ଏସବୁ ସ୍ଥାନରେ ରଖନ୍ତୁ ଦର୍ପଣ: ହେବ ଧନ ବର୍ଷା

ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଯଦି ଘରେ ଦର୍ପଣକୁ ସଠିକ ଦିଗରେ ରଖାଯାଏ ନାହିଁ, ତେବେ ଏହା ବ୍ୟକ୍ତିଙ୍କ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ବାସ୍ତୁଶାସ୍ତ୍ର ଅନୁଯାୟୀ...

ଜନ୍ମରୁ ସମସ୍ତ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ଗୁଣ, ଚାଣକ୍ୟ କହିଲେ ସଠିକ୍‌ ବ୍ୟବହାରରେ ମିଳିଥାଏ ସଫଳତା

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ...

ଆଜ୍‌ମାର ଘରୋଇ ଉପଚାର

ଆଜ୍‌ମା ହେଉଛି ଏକ ଶ୍ୱାସଜନିତ ସମସ୍ୟା। ଏହା ଗୁରୁତର ଆକାର ଧାରଣ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଆଡମିଟ୍‌ ହୋଇ ଚିକିତ୍ସିତ ହେବାକୁ ପଡ଼ିଥାଏ। ତେବେ...

ପନିର ଲଲିପପ୍‌

ଆବଶ୍ୟକ ସାମଗ୍ରୀ- ପନିର- ୧ କପ୍‌, ଆଳୁ- ୨ଟି (ସିଝା), କଞ୍ଚାଲଙ୍କା- ୨ଟି, କ୍ୟାପ୍ସିକମ୍‌- ୧ଟି ଛୋଟ, ଅଦା ପେଷ୍ଟ- ୧ ଚାମଚ, ରସୁଣ ପେଷ୍ଟ-...

Advertisement


Archives

Model This Week