Posted inଖେଳ

କାହିଁକି ଏମିତି କାମ କରିଦେଲେ ଶାକିବ ଉଲ ହାସନ: ନିଜେ ବଖାଣିଲେ ପ୍ରକୃତ ସତ

ନୂଆଦିଲ୍ଲୀ,୭।୧୧: ବିଶ୍ୱକପ ୨୦୨୩ର ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚରେ ଆଞ୍ଜେଲୋ ମାଥ୍ୟୁସଙ୍କ ଟାଇମ ଆଉଟ୍‌ ଚର୍ଚ୍ଚାର ବିଷୟ ହୋଇଛି। ସମରୱିକ୍ରମଙ୍କ ଆଉଟ୍‌ ପରେ ମାଥ୍ୟୁସ ଷ୍ଟ୍ରାଇକ କରିବାକୁ ଦୁଇ ମିନିଟରୁ ଅଧିକ ସମୟ ନେଇଥିଲେ, ବାଂଲାଦେଶ ଅଧିନାୟକ ଶାକିବ ଟାଇମ୍‌ ଆଉଟ୍‌ କରିବାକୁ ଅପିଲ୍‌ କରିଥିଲେ। ଏଠାରେ ଅମ୍ପାୟାର ମଧ୍ୟ ଆଙ୍ଗୁଠି ଉଠାଇଥିଲେ। ଏହା ପରେ ମାଥ୍ୟୁସ ନିରାଶ ହୋଇ ପ୍ୟାଭିଲିୟନକୁ ଫେରିବାକୁ ପଡିଥିଲା। ଇତିହାସରେ ପ୍ରଥମ ଥର କୌଣସି କ୍ରିକେଟର୍‌ ଏଭଳି ଟାଇମ୍‌ ଆଉଟ୍‌ ହୋଇଥିଲେ।
ଶାକିବ କହିଛନ୍ତି, ଆମର ଜଣେ ଫିଲ୍ଡର ମୋ ପାଖକୁ ଆସି କହିଥିଲେ ଯେ ଯଦି ମୁଁ ଅପିଲ୍‌ କରେ, ମାଥ୍ୟୁସଙ୍କୁ ଆଉଟ୍‌ ଦିଆଯିବ। ଯେତେବେଳେ ମୁଁ ଏହା କଲି, ଅମ୍ପାୟାର ମୋତେ ପଚାରିଥିଲେ ଯେ ମୁଁ ଗମ୍ଭୀର କି? ଏହାକୁ ନିୟମରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହା ଠିକ କି ଭୁଲ ମୁଁ ଜାଣେ ନାହିଁ । ମୁଁ କେବଳ ମଇଦାନରେ ଥିବା ଭଳି ଅନୁଭବ କଲୀ। ଏପରି ପରିସ୍ଥିତିରେ, ମୋତେ ଯାହା କରିବାକୁ ପଡିବ, ମୁଁ କରିଥିଲି। ଏହି ପ୍ରସଙ୍ଗରେ ନିଶ୍ଚିତ ଭାବରେ ଅନେକ ଆଲୋଚନା ହେବ।

ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ବିଶ୍ୱକପ ମ୍ୟାଚରେ ଶାକିବ ଶ୍ରୀଲଙ୍କାର ଇନିଂସର ୨୫ତମ ଓଭରରେ ସାଦିରା ସମରୱିକ୍ରମଙ୍କୁ ଆଉଟ୍‌ କରିଥିଲେ, ସେତେବେଳେ ଆଞ୍ଜେଲୋ ମାଥ୍ୟୁସ ଷ୍ଟ୍ରାଇକ କରିବାକୁ ଦୁଇ ମିନିଟରୁ ଅଧିକ ସମୟ ନେଇଥିଲେ। ସେ ହେଲମେଟ ଅର୍ଡର କରିଥିଲେ। ଡ୍ରେସିଂ ରୁମରୁ ନୂଆ ହେଲମେଟ ପହଞ୍ଚିବା ପାଇଁ ଅଧିକ ସମୟ ଲାଗିଥିଲା, ତେଣୁ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ମାଥ୍ୟୁସଙ୍କୁ ଆଉଟ କରିବାକୁ ଅମ୍ପାୟାରଙ୍କୁ ଅପିଲ୍‌ କରିଥିଲେ। ଏଠାରେ ମାଥ୍ୟୁସ ଆଉଟ ଘୋଷିତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ମ୍ୟାଚ ପରେ ଶାକିବଙ୍କ ଉପରେ ମାଥ୍ୟୁସ ବହୁତ ରାଗି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri