ନିର୍ବାଚନ ବେଳେ କିଏ କାଢ଼ିଥିଲେ ବିଜୁଙ୍କ ଫୋଟ: କହୁକହୁ କହିଦେଲ…

ଭୁବନେଶ୍ୱର,୨୮।୪: ବର୍ଷିଲେ ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର। ସେ କହିଛନ୍ତି, ବିଜୁ ବାବୁଙ୍କ ନାଁକୁ ବୁଡ଼ାଇକି ଦଳ ରଖିଲେ ଆମେ ରହିପାରିବୁନି। ନିର୍ବାଚନ ବେଳେ ବିଜୁ ବାବୁଙ୍କ ଫୋଟ ଯିଏ କାଢ଼ିଛି ସିଏ ସେ ଫଳ ପାଇଛି।
ଅନ୍ୟପକ୍ଷେ ସେ କହିଛନ୍ତି, ପାଣ୍ଡିଆନ କିଏ? ଆମ କଥା ସେ କାହିଁକି ବୁଝିବେ? ଆମେ ମୂଳରୁ ପାଣ୍ଡିଆନଙ୍କୁ ପ୍ରତ୍ୟାଖାନ କରିଛୁ, ସେ କିଏ?’ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଅଛୁ ବୋଲି ବିଧାୟକ ପାତ୍ର କହିଛନ୍ତି।

Dharitri – Odisha’s No.1 Odia Daily

Share