Posted inଖେଳ

ସେମିଫାଇନାଲରେ ଚମତ୍କାର ବ୍ୟାଟିଂ ପାଇଁ କୋହଲିଙ୍କୁ ନେଇ ଗୁଡ୍‌ନ୍ୟୁଜ୍‌ ଦେଲା ICC

ନୂଆଦିଲ୍ଲୀ,୫।୩: ଆଇସିସି ବୁଧବାର ଦିନିକିଆ ରାଙ୍କିଙ୍ଗର ଅପଡେଟ୍‌ ପ୍ରକାଶ କରିଛି। ଟିମ ଇଣ୍ଡିଆର ଅଭିଜ୍ଞ ଖେଳାଳି ବିରାଟ କୋହଲିଙ୍କୁ ରାଙ୍କିଙ୍ଗରେ ଲାଭ ମିଳିଛି। କୋହଲି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଶ୍ରେୟସ ଆୟର ବ୍ୟାଟିଂ ରାଙ୍କିଙ୍ଗରେ ମଧ୍ୟ ଲାଭବାନ ହୋଇଛନ୍ତି। ଟିମ ଇଣ୍ଡିଆ ୨୦୨୫ ଚାମ୍ପୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। କୋହଲି ସେମିଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲେ। ରାଙ୍କିଙ୍ଗରେ କୋହଲିଙ୍କୁ ଏଥିରୁ ଲାଭ ମିଳିଛି। ଆୟର ମଧ୍ୟ ଏକ ଭଲ ଇନିଂସ ଖେଳିଥିଲେ।

ଯଦି ଆମେ ICCର ଅପଡେଟ୍‌ ଦିନିକିଆ ରାଙ୍କିଂ ଉପରେ ନଜର ପକାଇବା, ତେବେ ଶବମନ ଗିଲ ବ୍ୟାଟସମ୍ୟାନଙ୍କ ତାଲିକାର ଶୀର୍ଷରେ ଅଛନ୍ତି। ଗିଲଙ୍କୁ ୭୯୧ ରେଟିଂ ମିଳିଛି। ପାକିସ୍ତାନର ବାବର ଆଜମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକାର ଖେଳାଳି ହେନରିଚ କ୍ଲାସେନ ଗୋଟିଏ ସ୍ଥାନ ହାସଲ କରିଛନ୍ତି। ସେ ତୃତୀୟ ସ୍ଥାନକୁ ଆସିଯାଇଛନ୍ତି। କୋହଲି ମଧ୍ୟ ଗୋଟିଏ ସ୍ଥାନ ହାସଲ କରିଛନ୍ତି। କୋହଲି ଏବେ ଚତୁର୍ଥ ସ୍ଥାନରେ ଅଛନ୍ତି। ତାଙ୍କୁ ୭୪୭ ରେଟିଂ ମିଳିଛି। ରୋହିତ ଶର୍ମା ପଞ୍ଚମ ସ୍ଥାନରେ ଅଛନ୍ତି।

ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଶ୍ରେୟସ ଆୟର ୪୫ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ନିଜର ଯାଦୁ ଦେଖାଇ ସାରିଛନ୍ତି। ରାଙ୍କିଙ୍ଗରେ ଆୟରଙ୍କୁ ଏହାର ଲାଭ ମିଳିଛି। ସେ ଅଷ୍ଟମ ସ୍ଥାନକୁ ଆସିଯାଇଛନ୍ତି। ଆୟର ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଯଦି ଆମେ ଶ୍ରେଷ୍ଠ ୧୦ ଜଣଙ୍କ ତାଲିକା ଉପରେ ନଜର ପକାଇବା, ତେବେ ଏଥିରେ ଭାରତର ଚାରି ଜଣ ଖେଳାଳି ଅଛନ୍ତି। ଶୁବମନ, କୋହଲି, ରୋହିତ ଏବଂ ଆୟର ଏହି ତାଲିକାର ଅଂଶ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚରେ ‘ସୀତାରାମ-ସୀତାରାମ’ ଜପ କରୁଥିଲେ ଆର୍ଯ୍ୟବୀର; ରୋମାଞ୍ଚକର ଘଟଣା ବିଷୟରେ ବାପାଙ୍କୁ ଜଣାଇଥିଲେ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୬।୧୧: ଭାରତୀୟ ଅଣ୍ଡର-୧୯ କ୍ରିକେଟ ଦଳ ଫାଇନାଲ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଏସିଆ କପ ଟାଇଟଲ ଜିତିଛି। ଏହି ରୋମାଞ୍ଚକର ମୁକାବିଲାରେ ଭାରତ ଶେଷ ବଲରେ…

‘ଆମେ ମଣିଷ, ମେସିନ୍‌ ନୁହେଁ’; ଗମ୍ଭୀରଙ୍କ ବୟାନ ପରେ ଏଭଳି କହିଲେ ଆୟର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ୍‌ ଦଳର ବ୍ୟାଟରଙ୍କ ଖରାପ ପ୍ରଦର୍ଶନକୁ ନେଇ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଚିନ୍ତା ପ୍ରକଟ କରିଥିବା ବେଳେ ଏଥିରେ ଭିନ୍ନ…

‘ଦୀପାବଳିରେ ପାକିସ୍ତାନ ଆମକୁ ଗାଳିଗୁଲଜ କରିଥିଲା’: ଆକ୍ରମଣାତ୍ମକ ଉତ୍ସବ ପାଳନ ପଛର ପ୍ରକୃତ କାରଣ କହିଲେ ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ,୧୬।୧୧: ନଭେମ୍ବର ୧୪, ଶନିବାର ଭାରତ ପାକିସ୍ତାନକୁ ୧ ୱିକେଟରେ ପରାସ୍ତ କରି ‘ଅଣ୍ଡର-୧୯ ଏସିଆ କପ’ ଟାଇଟଲ ହାସଲ କରିଛି। ମୋହିତ ଉଲଭା ବିଜୟସୂଚକ ଶଟ…

କ୍ରିକେଟ ପ୍ରଶଂସକଙ୍କ ପାଇଁ ବଡ଼ ଖବର, କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇସିସି (ICC) ମୁଖ୍ୟ ହେଲେ ଜୟ ଶାହା

ନୂଆଦିଲ୍ଲୀ,୧୬।୧୧: ସୋମବାର ସକାଳେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ଆସିଛି: ଜୟ ଶାହାଙ୍କୁ ଆଇସିସି (ICC) ଅଧ୍ୟକ୍ଷ ଭାବରେ କ୍ରମାଗତ ଦ୍ୱିତୀୟ କାର୍ଯ୍ୟକାଳ…

ଭଙ୍ଗା ଆଜବେଷ୍ଟସ୍‌ ଘରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ା

ଆଳି,୧୫ା୧୧(ବନମାଳୀ ସେନାପତି): କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ଗୁଣବତ୍ତା ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବହୁ ବିଦ୍ୟାଳୟରେ ଉପଲବ୍ଧ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଗଛ ଲଗାଇବା ପ୍ରତି ଅଧିକ ଧ୍ୟାନଦେବା, ନିୟମ ମାନି ଚଳିଲେ…

ଭୁବନେଶ୍ୱର,୧୬।୧୧: ବର୍ତ୍ତମାନ ବହୁତ ପରିମାଣରେ ଗଛ କଟାଯାଉଛି। କମ୍ପାନୀ, ବଡ଼ ବଡ଼ ଅଟ୍ଟାଳିକା ପାଇଁ ଆମକୁ ଗଛ କାଟିବାକୁ ପଡ଼ୁଛି। ସେଥିପାଇଁ ଜଳବାୟୁ ପରିବର୍ତ୍ତନ ହେଉଛି। ଖରାଦିନେ…

ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଅତ୍ୟଧିକ ଚାପ ପକାଯାଉଛି; ସୟଦ ମୁସ୍ତାକ ଅଲି ଟ୍ରଫିରେ ଅଧିନାୟକ ଦାୟିତ୍ୱ ଦେବା ଏକ ଅତ୍ୟନ୍ତ ଖରାପ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ବିହାର ଦଳର ଅଧିନାୟକ ଭାବରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନିଯୁକ୍ତ କରିବାର ନିଷ୍ପତ୍ତି ଅତ୍ୟନ୍ତ ଅପରିପକ୍ୱ ଏବଂ…

ଡେବ୍ୟୁ କରିବାକୁ ଥିବା ଯଶ ଠାକୁରଙ୍କ ନାଁରେ ଏମିତି ରେକର୍ଡ, ସଚିନ ତେନ୍ଦୁଲକର-ଏମ.ଏସ. ଧୋନଙ୍କ ଲିଷ୍ଟରେ ସାମିଲ

ନୂଆଦିଲ୍ଲୀ,୧୬।୧୧: ରବିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆ (ODI) ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ବିଜୟୀ ହୋଇଛି ଏବଂ ଏହି ସିରିଜକୁ ୩-୧ ବ୍ୟବଧାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?