Posted inଫୁରସତ

ନୂଆ ବୁଲେଟ୍‌ ଉପହାର ଦେଇ ସରପ୍ରାଇଜ୍‌ ଦେଲେ ପତ୍ନୀ; ଭୋ ଭୋ ହୋଇ କାନ୍ଦି ପକାଇଲେ ବ୍ୟକ୍ତି; ଭାବବିହ୍ବଳ କରୁଛି Video

ସରପ୍ରାଇଜ୍‌ କାହାକୁ ବା ନାପସନ୍ଦ। କାରଣ ଏଥିରେ ଯେକୌଣସି ବ୍ୟକ୍ତିଙ୍କ ମୁହଁରେ ହସ ଚାଲି ଆସିଥାଏ। ଏବେ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ପତ୍ନୀଙ୍କଠାରୁ ମିଳିଥିବା ସରପ୍ରାଇଜ୍‌ ଭେଟିକୁ ପାଇ ସ୍ବାମୀ ଯେଉଁଭଳି ଭାବେ ପ୍ରତିକ୍ରିୟା ରଖୁଛନ୍ତି ତାହା ମନ ଜିଣୁଛି। ଅସଲ ଖୁସି କେବଳ ଉପହାରରେ ନୁହେଁ ବରଂ ସେହି ଭାବନାରେ ଥାଏ ବୋଲି ଅନେକେ କହୁଛନ୍ତି।
ଭାଇରାଲ ଭିଡିଓରେ ନଜର ଆସୁଛି ଯେ ଜଣେ ବ୍ୟକ୍ତି ରୟାଲ ଏନ୍‌ଫିଲ୍ଡ ଶୋ’ରୁମ୍‌ରେ ବସିଛନ୍ତି। ସେଠାରେ ସେଲ୍ସମ୍ୟାନ୍‌ ତାଙ୍କୁ କିଛି ବୁଝାଉଛନ୍ତି। ପତ୍ନୀ ଏବଂ ପୁଅ ପଛରେ ଛିଡ଼ା ହୋଇଛନ୍ତି। ସେତେବେଳେ ମହିଳାଜଣଙ୍କ ପୁଅଙ୍କଠାରୁ ଏକ ବାକ୍ସ ନେଇ ସ୍ବାମୀଙ୍କୁ ଦେଇ ଖୋଲିବାକୁ କହୁଛନ୍ତି।
ଯେତେବେଳେ ବ୍ୟକ୍ତିଜଣଙ୍କ ବାକ୍ସଟିକୁ ଖୋଲନ୍ତି ସେ ଚମକି ପଡ଼ନ୍ତି। କାରଣ ସେଥିରେ ଏକ ବୁଲେଟ୍‌ର ଚାବି ଥାଏ। କଥିତ ଭାବେ ପତ୍ନୀ ପୂର୍ବରୁ ବାଇକ୍‌ କିଣି ନେଇଥାନ୍ତି। ବ୍ୟକ୍ତିଜଣଙ୍କ ବଡ଼ ବଡ଼ ଆଖିରେ ପତ୍ନୀଙ୍କୁ ଦେଖନ୍ତି ଏବଂ ସେ ହସି ଦିଅନ୍ତି। ଏହାପରେ ସ୍ବାମୀ କୋହ ସମ୍ଭାଳି ନ ପାରି ଲୁହ ଛଳଛଳ ହୋଇ ଯାଆନ୍ତି।
‘ଏକ୍ସ’ରେ ଭିଡିଓଟିକୁ theboysthing  ନାମକ ଆକାଉଣ୍ଟରେ ଶେୟାର କରାଯାଇଛି। ଏହି ଭିଡିଓ ଦେଖି ପୁରୁଷ ସମାଜ ଖୁସି ଥିବା ବ୍ୟବହାକାରୀଜଣଙ୍କ ଲେଖିଛନ୍ତି। ଏଯାବତ ଭିଡିଓକୁ ୯ ଲକ୍ଷରୁ ଅଧିକ ୍‌ଥର ଦେଖାଯାଇଛି। ଲୋକେ ମହିଳାଙ୍କ ପ୍ରଶଂସାରେ ଶତମୁଖ ହେଉଛନ୍ତି।
ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri