୨୦ ପ୍ରତିଶତ ଅଞ୍ଚଳକୁ ଫେରାଇ ନେଲା ୟୁକ୍ରେନ

କ୍ୱିଭ୍‌,୪ା୬: ୟୁକ୍ରେନ-ରୁଷିଆ ଯୁଦ୍ଧ ହେବାର ତିନି ମାସରୁ ଅଧିକ ହୋଇଥିଲେ ମଧ୍ୟ ଥମିବାର ନାଁ ନେଉନି। ପୂର୍ବ ୟୁକ୍ରେନ ସହରଗୁଡ଼ିକରେ ରୁଷିଆ ଏବଂ ୟୁକ୍ରେନର ସୈନ୍ୟବାହିନୀ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ୟୁକ୍ରେନ ସୈନ୍ୟମାନେ ଡୋନାବାସର ବୃହତ୍ତମ ତଥା ଗୁରୁତ୍ୱପୂର୍ଣ୍ଣ ସହର ସାଇରୋଡୋନଟସ୍କରେ ରୁଷିଆର ସୈନ୍ୟ ପ୍ରବେଶ କରୁଥିବା ଖବର ଦେଇଥିଲେ। ଶନିବାର ଯୁଦ୍ଧ ସମୟରେ, ୟୁକ୍ରେନ ପୂର୍ବ ଡୋନାବାସ ଅଞ୍ଚଳକୁ ନେବା ପାଇଁ ରୁଷିଆ ଆକ୍ରମଣ ଦ୍ୱାରା ଦଖଲ ହୋଇଥିବା ସାଇରୋଡୋନଟସ୍କ ସହରର ଏକ ଅଂଶକୁ ଫେରାଇ ନେଇଥିଲା। ଲୁହାନସ୍କର ପୂର୍ବ ଅଞ୍ଚଳର ମୁଖ୍ୟ କହିଛନ୍ତି, ରୁଷିଆ ସହିତ ୟୁକ୍ରେନ ପ୍ରାଣମୂର୍ଚ୍ଛା ଲଢ଼େଇ କରି ସାଇରୋଡୋନଟସ୍କ ସହରରେ ଅଧିକୃତ ଅଞ୍ଚଳର ୨୦ ପ୍ରତିଶତ ଫେରାଇ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଂକଂରେ ମୃତଦେହ ପୋତିବାକୁ ଭରିବାକୁ ପଡ଼ୁଛି କୋଟି କୋଟି ଟଙ୍କା

ହଂକଂ,୨୯।୪: ହଂକଂ ସହରରେ ସ୍ଥାନାଭାବ ଚିନ୍ତାର କାରଣ ହୋଇଛି। ଦର ବୃଦ୍ଧି ଯୋଗୁ ଲୋକଙ୍କ ମୃତଦେହକୁ ପୋତିବା ପାଇଁ ଜମି ମିଳୁନାହିଁ। ତେଣୁ ମୃତଦେହକୁ ପୋତିବା...

ଜପୋରିଜିଆ ପରମାଣୁ ପ୍ଲାଣ୍ଟରେ ଗୁଳିକାଣ୍ଡ, ରେଡିଏଶନ ବ୍ୟାପିବାର ଭୟ, ବିଦ୍ୟୁତ ଲାଇନରେ ଲାଗିଲା ନିଆଁ

କ୍ୱିଭ,୭ ।୮: ୟୁରୋପର ସବୁଠାରୁ ବଡ ଜପୋରିଜିଆର ପରମାଣୁ ବିଜୁଳିଘର ପୁଣିଥରେ ବିପଦରେ । ଏହି ଅଞ୍ଚଳରେ ରୁଷିଆ ଓ ୟୁକ୍ରେନ ସେନାଙ୍କ ମଧ୍ୟରେ ହୋଇଥିବ...

କରୋନାଭାଇରସର ନୂଆ ନାଁ ରଖିଲା ଚାଇନା

ବେଜିଂ,୮।୨: କରୋନାଭାଇରସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଚାଇନାରେ କରୋନାଭାଇରସରେ ମୃତ୍ୟୁସଂଖ୍ୟା ଏବେସୁଦ୍ଧା ୭୨୨ ଛୁଇଁଲାଣି। ଏହାସହ ୩୪ ହଜାରରୁ ଊର୍ଦ୍ଧ୍ୱ...

ହସିବା, ପିଇବା ଉପରେ ବ୍ୟାନ

ପିୟଙ୍ଗୟାଙ୍ଗ,୧୭।୧୨: ଉତ୍ତର କୋରିଆ ଭାବେ ଜଣାଯାଉଥିବା ଡେମୋକ୍ରାଟିକ୍‌ ପିପୁଲ୍ସ ରିପବ୍ଲିକ ଅଫ୍‌ କୋରିଆର ନାଗରିକଙ୍କ ହସିବା, ପିଇବା ଓ ଶପିଂ ଉପରେ ବ୍ୟାନ ଲଗାଯାଇଛି। ଶୁକ୍ରବାର...

କୋମାରେ କିମ୍‌

ପ୍ୟୋଙ୍ଗ୍‌ୟାଙ୍ଗ୍‌, ୨୫ା୮: ଉତ୍ତର କୋରିଆର ନେତା କିମ୍‌ ଜଙ୍ଗ୍‌ ଉନ୍‌ କୋମାରେ ଥିବା ଜଣାପଡ଼ିଛି। ତାଙ୍କ ଭଉଣୀ କିମ୍‌ ୟୋ ଜଙ୍ଗ୍‌ ବିଭିନ୍ନ ଜାତୀୟ ଓ...

ଭାରତ-ଫ୍ରାନ୍ସ ରଣନୀତିକ ଚୁକ୍ତି ନେଇ ଆଲୋଚନା…

ନୂଆଦିଲ୍ଲୀ/ପ୍ୟାରିସ, ୩୧।୮ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ମଙ୍ଗଳବାର ପ୍ୟାରିସରେ ଏକ ଆଲୋଚନା ହୋଇଥିଲା। ମିଳିତ...

ଇଟାଲୀରେ ଇଂଲିଶ ଉପରେ ପ୍ରତିବନ୍ଧକ ପାଇଁ ପ୍ରସ୍ତାବ: ନିର୍ଦ୍ଦେଶ ଅମାନ୍ୟ କଲେ ଏକ ଲକ୍ଷ ୟୁରୋ ଜରିମାନା…

ରୋମ,୨।୪ : ଇଟାଲୀ ସରକାର ନିଜ ଦେଶରେ ଇଂଲିଶ ଭାଷାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଯାଉଛନ୍ତି। ନ୍ୟୁଜ୍‌ ଏଜେନ୍ସି ରିପୋର୍ଟ ଅନୁଯାୟୀ, ସରକାରୀ ଯୋଗାଯୋଗ...

୨୦୩୩ରେ ମଙ୍ଗଳରେ ପାଦ ଥାପିବା ହେବନି ସମ୍ଭବ; ଲାଗିପାରେ ଅଧିକ ୨୭ ବର୍ଷ

ଓ୍ବାଶିଂଟନ,୧୮।୫: ଜହ୍ନରେ ପାଦ ଦେବା ପାଇଁ ନାସା ପକ୍ଷରୁ କରାଯାଇଛି ମାନବ ମିଶନ। ଏହା ୨୦୨୪ରେ ସମ୍ପନ୍ନ ହେବ ବୋଲି କୁହାଯାଉଛି। ଏହାପରେ ୨୦୩୩ରେ ମଙ୍ଗଳକୁ...

Advertisement
Archives

Model This Week