Posted inଜାତୀୟ

ମହାତ୍ମା ଗାନ୍ଧୀଙ୍କ ହତ୍ୟା ପାଇଁ ସାବରକର ଗଡସେଙ୍କୁ ବନ୍ଧୁକ ଖୋଜିବାରେ କରିଥିଲେ ସାହାଯ୍ୟ: ତୁଷାର ଗାନ୍ଧୀ

ମୁମ୍ବାଇ,୨୨ ।୧୧: ମହାତ୍ମା ଗାନ୍ଧୀଙ୍କ ଅଣନାତୀ ତୁଷାର ଗାନ୍ଧୀ ଦାବି କରିଛନ୍ତି ଯେ ସ୍ୱତନ୍ତ୍ରତା ସେନାନୀ ବିନାୟକ ଦାମୋଦର ସାବରକର ରାଷ୍ଟ୍ରପିତାଙ୍କ ହତ୍ୟା ପାଇଁ ନାଥୁରାମ ଗଡେସେଙ୍କୁ ଏକ ‘ପ୍ରଭାବଶାଳୀ ବନ୍ଧୁକ ‘ଖୋଜିବାରେ ସାହାଯ୍ୟ କରିଥିଲେ । ଭାରତୀୟ ଜନତା ପାର୍ଟି(ଭାଜପା)ର ମହାରାଷ୍ଟ୍ର ମୁଖ୍ୟ ତୁଷାର ଗାନ୍ଧୀଙ୍କ ଏହି ଟିପ୍ପଣକୁ ଭିତ୍ତିହୀନ ବୋଲି କହିଛନ୍ତି ।
ତୁଷାର ଗାନ୍ଧୀ ରବିବାର ଟୁଇଟ କରି କହିଥିଲେ ସାବରକର ନା କେବଳ ଇଂରେଜଙ୍କୁ ସାହାଯ୍ୟ କରିଥିଲେ ବରଂ ସେ ବାପୁଙ୍କ ହତ୍ୟା ପାଇଁ ନାଥୁରାମ ଗଡସେଙ୍କୁ ଏକ ‘ପ୍ରଭାବଶାଳୀ ବନ୍ଧୁକ’ ଖୋଜି ଦେବାରେ ସହାହାଯ୍ୟ କରିଥିଲେ । ବାପୁଙ୍କ ହତ୍ୟାର ଦୁଇ ଦିନ ପୂର୍ବରୁ ଗଡସେଙ୍କ ନିକଟରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ହତ୍ୟା କରିବାକୁ ଏକ ବିଶ୍ୱସନୀୟ ଅସ୍ତ୍ର ନ ଥିଲା ।

ତୁଷାର ଗାନ୍ଧୀ ଆହୁରି ମଧ୍ୟ ଦାବି କରିଛନ୍ତି ଶିବସେନାର ସଂସ୍ଥାପକ ବାଲ ଠାକରେଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଦାଦା ପ୍ରବୋଧନକର ଠାକରେ ମହାତ୍ମା ଗାନ୍ଧୀଙ୍କ ସାଥିଙ୍କୁ ରାଷ୍ଟ୍ର୍ରପିତାଙ୍କ ହତ୍ୟାର ଷଡଯନ୍ତ୍ର ବିଷୟରେ ସୂଚନା ଦେଇଥିଲେ । ଏହାରି ଉପରେ ତୁଷାର ଗାନ୍ଧୀ ସନାତନ ହିନ୍ଦୁଙ୍କ ନେତା ସାବରକର ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂସ୍ଥାପକ କେଶବ ଲିରାମ ହେଡଗୋୱାରଙ୍କର ଆଲୋଚନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri