Categories: ଖେଳ

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଂଲାଦେଶ

ହାଇଦ୍ରାବାଦ,୧୦।୧୨: ବାଂଲାଦେଶ ଏବଂ ଭାରତ ମଧ୍ୟରେ ଶନିବାର ଆରମ୍ଭ ହୋଇଛି ତୃତୀୟ ଦିନିକିଆ ମ୍ୟାଚ୍‌। ତେବେ ବାଂଲାଦେଶ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଂ କରିବ। ପ୍ରଥମ ଏବଂ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ହାରିବା ପରେ ଆଜି ଶେଷ ଦିନିକିଆ ମ୍ୟାଚ୍‌ ଜିତିବାକୁ ଲକ୍ଷ୍ୟ ରଖିଛି।

Share