ଆଦିବାସୀଙ୍କ ଆବଶ୍ୟକତା ଭରଣା କରୁଛି ଟୋଲା ତେଲ

ମାଥିଲି, ୧୭।୩ (ଡି.ଏନ.ଏ) :ଜଙ୍ଗଲ ଜାତ ଦ୍ରବ୍ୟ ହେଉଛି ଟୋଲା। ଏଥିରୁ ପ୍ରସ୍ତୁତ ତେଲକୁ ଆଦିବାସୀମାନେ ରୋଷେଇରେ ବ୍ୟବହାର କରିଥାନ୍ତିି। ମାଲକାନଗିରି ଜିଲା ମାଥିଲି ଓ ଖଇରପୁଟ ବ୍ଲକ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ବ୍ୟବହାର କରନ୍ତି ଏହି ଟୋଲା ତେଲ । ମହୁଲ ଗଛରୁ ସଂଗ୍ରହ କରି ଆଣି ଏହାକୁ ପ୍ରକ୍ରିୟାକରଣ ପରେ ଏହାକୁ ବର୍ଷ ତମାମ ବ୍ୟବହାର କରନ୍ତି ଆଦିବାସୀ। ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ତେଲ ଭଳି ଟୋଲା ତେଲରେ ସମାନ ସ୍ବାଦିଷ୍ଟ ରହିଥାଏ ବୋଲି ଆଦିବାସୀ ମହିଳାମାନେ କହନ୍ତି। ସେମାନଙ୍କ ଜମିରେ ମହୁଲ ଗଛ ଥାଏ। ସେଥିରୁ ସେମାନେ ମହୁଲ ଫୁଲ ଓ ଟୋଲା ସଂଗ୍ରହ କରିଥାନ୍ତି। ଏହି ଟୋଲାକୁ ଆଣି ଖରାରେ ଶୁଖାଇ ପରେ ମାଥିଲିସ୍ଥିତ ମିଲକୁ ନେଇ ପେଡି ତେଲ ବାହାର କରନ୍ତି। ନିଜ ଚଳିବାକ ସେମାନେ ବର୍ଷସାରା ପାଇଁ ୨୦/୨୫ ଲିଟର ତେଲ ସଞ୍ଚୟ କରି ରଖି ଦେଇଥାନ୍ତି। ଯଦି କିଛି ତେଲ ବଳେ ତେବେ ତହାକୁ ବିକ୍ରି କରି ଦେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଗଳା କାଟି ହତ୍ୟା

ବ୍ରହ୍ମପୁର ଅଫିସ,୪ା୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେସନ ୪ନଂ ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟାବେଳେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି।...

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଇ

ସମ୍ବଲପୁର, ୨୮।୯(ବ୍ୟୁରୋ): ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀ ଶନିବାର ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ...

ପ୍ରଶାସନର ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧ: ୨୪ରେ ଦେବଗଡ଼ ବନ୍ଦ ଡାକରା

ଦେବଗଡ଼,୨୨ା୭(ଡି.ଏନ୍‌.ଏ.): ଦେବଗଡ଼ ପୌରାଞ୍ଚଳ ମାର୍କେଟ ତଥା ବିଭିନ୍ନ ୱାର୍ଡରେ ପୌରପରିଷଦ ପକ୍ଷରୁ ହେଉଥିବା ଉଚ୍ଛେଦ ପ୍ରକ୍ରିୟାକୁ ବିରୋଧକରି କିଛି ବ୍ୟବସାୟୀଙ୍କ ଦ୍ୱାରା ସ୍ଥାନୀୟ ଗୋପାଲଜୀ ମନ୍ଦିରରେ...

ଶୁଣିଲାନି ପୋଲିସ: ମଦ ଧରିଲେ ଗ୍ରାମବାସୀ

ଖଇରା,୧୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ନୟାଖଣ୍ଡି ପଞ୍ଚାୟତ ଯୋସିଆଁ(କଡମିଆଁ) ଗ୍ରାମରେ ଚୋରା ଦେଶୀମଦ ବିକ୍ରୀ ଦିନକୁ ଦିନ ବଢିଚାଲୁଛି। ଏଭଳିକି ଲକ୍‌ଡାଉନ ସମୟରେ କଟକଣାକୁ ଖାତିର...

କୋଭିଡ୍‌ ନିୟମ ଉଲ୍ଲଘଂନ, ଔଷଧ ଦୋକାନ ସିଲ୍‌

ଦିଗପହଣ୍ଡି,୨୧ା୫(ଡି.ଏନ୍‌.ଏ.)- କୋଭିଡ-୧୯ ନିୟମ ଉଲ୍ଲଘଂନ କରି ବ୍ୟବସାୟ କରୁଥିବା ଅଭିଯୋଗରେ ଦିଗପହଣ୍ଡି ବସ୍‌ଷ୍ଟାଣ୍ଡସ୍ଥିତ ରଥ ମେଡିସିନ ଷ୍ଟୋରକୁ ତହସିଲ ପ୍ରଶାସନ ପକ୍ଷରୁ ବୁଧବାର ସିଲ କରାଯାଇଛି।...

୨୨ ବର୍ଷ ପରେ ମା’ କୋଳକୁ ଫେରିଲେ ପୁଅ, ଗୁଗ୍‌ଲରେ ଲୋକେସନ ସର୍ଚ୍ଚ କରି ପହଞ୍ଚିଲେ ଗାଁରେ

ମାଲକାନଗିରି,୧୩ା୧୦(ଡି.ଏନ୍‌.ଏ.): ସଂସାରରେ ମା’ ଠାରୁ ବଡ଼ କେହି ନାହିଁ। ଯିଏ ଯେତେ ବଡ଼ ହେଉ ନା କାହିଁକି ମା’ କଥା ମନେ ପଡ଼ିଲେ କେହି ଅଟକାଇ...

ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି: ଖବରଦାତା ସଂଘର ଧାରଣା

ଲୋଇସିଂହା,୧୦।୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି ଓ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଲୋଇସିଂହାଖବରଦାତା ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ...

ସନ୍ଦେହ ହେଲା କାଳ: ସ୍ତ୍ରୀଙ୍କୁ ହତ୍ୟାକରି ସ୍ବାମୀ ଫେରାର

ମାଧପୁର, ୧୯।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଞ୍ଚାୟତ ଗଦାଧରପୁର ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଦେହ କାରଣରୁ ନିଜ...

Advertisement
Archives

Model This Week