ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୭, ୨୦୨୨ )

ଭୁବନେଶ୍ୱର ନୀଳାଦ୍ରି ବିହାରର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ବି.କେ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ

 

ଭୁବନେଶ୍ୱର ବୋମିଖାଲ୍ ଅଞ୍ଚଳ ବର୍ଷାରେ ଜଳମଗ୍ନ

  ଭୁବନେଶ୍ୱର ୟୁନିଟ୍-୬ ବାଳକ ଉଚ୍ଚବିଦ୍ୟାଳୟରେ ଏଏସଓ ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରୁଛନ୍ତି

 

ଭୁବନେଶ୍ୱର ରସୁଲଗଡ ଅଞ୍ଚଳରେ ବର୍ଷା ପରେ ଟ୍ରାଫିକ୍ ଜାମ୍

 

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ପ୍ରଜ୍ଞା ନୃତ୍ୟାୟନ ପକ୍ଷରୁ ୧୧ତମ ଗୁରୁଶ୍ରୀ ସଂମାନ ପ୍ରଦାନ ଉତ୍ସବରେ ପରିବେଶିତ ଓଡିଶୀ ନୃତ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ୍ ୭, ୨୦୨୨)

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି୨୦ କ୍ରିକେଟ ମ୍ୟାଚ ଲାଗି ଓସିଏ କନ୍ଫରେନ୍ସ ହଲରେ ସହବନ୍ଧିତ କ୍ଲବ ଓ ଅନୁଷ୍ଠାନକୁ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୭, ୨୦୨୦)

ପର୍ଯ୍ୟଟକମାନେ ଭୁବନେଶ୍ୱରର ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା କୁ ଦେଖିସାରିବା ପରେ ଆନନ୍ଦରେ ଫେରୁଛନ୍ତି ଜଣେ ଯୁବକ ଭୁବନେଶ୍ୱରର ନୟାପାଲି ଦୁର୍ଗାପୂଜା ମଣ୍ଡପ ନିକଟରେ ମାଟି...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୩ , ୨୦୨୦)

ଶଟଡାଉନ ଖୋଲିବା ପରେ ରାଜଧାନୀରେ ଲୋକଙ୍କ ଭିଡ ରସୁଲଗଡ ଜିଜିପି କଲୋନୀରେ ଜଣେ ଲୋକ କୁକୁଡାକୁ ଖାଇବାକୁ ଦେଉଛନ୍ତି କଟକସ୍ଥିତ ମିଶନ ରୋଡରେ ମାସ୍କ କିଣୁଥିବା...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୪, ୨୦୨୨)

ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ଜୁନିଅର ବେଲ୍ଟ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିବା କରାଟେ ଛାତ୍ରୀଛାତ୍ର     ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ କମିଶନରେଟ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୩୧, ୨୦୨୧)

କଟକ ପୁରୀଘାଟ ଦେବୀଗଡାରେ କାଠଯୋଡ଼ି ନଦୀରେ ବନ୍ୟା ଜଳର ଦୃଶ୍ୟ   କଟକରେ  ପାଣି ପାଇପ୍ ଟ୍ୟାପଟି ଖୋଲା ଥିବାରୁ ପାନୀୟ ଜଳର ଅପଚୟ  ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୩ , ୨୦୨୨)

କଟକର ତୁଳସୀପୁର ହରିଣ ପାର୍କରେ ଏକ ହରିଣ ଗଛର ଛାଇ ତଳେ ବିଶ୍ରାମ ନେଉଛନ୍ତି ପାଞ୍ଚାୟତ ନିର୍ବାଚନ ପାଇଁ ଯାନବାହାନଗୁଡ଼ିକ କଟକ ସ୍ଥିତ ବାଲିଯାତ୍ରା ଉପର...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୯ , ୨୦୨୦)

କଟକ ନରାଜ ଆନିକଟ ଠାରେ ମାଛ ଧରୁଥିବା ଧୀବର କାଠଯୋଡି ନଦୀ ତଟରେ ଶୋଭା ପାଉଛି କାଶତଣ୍ଡୀ ଫୁଲ ପ୍ରବଳ ଖରା ହେଉଥିବା ଫଳରେ କଟକର...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୭, ୨୦୨୧ )

ଭୁବନେଶ୍ୱର ୟୁନିଟ୍-୧ ହାଟରେ ଖୁଦୁରୁକୁଣୀଙ୍କ ମୃଣ୍ମୟ ମୂର୍ତିର ବିପ୍ପଣି   କଟକ ବେଲଭିୟୁ ଛକ ସ୍ଥିତ ସ୍ମାରକୀ ଉଦ୍ୟାନ ପରିସରରେ ଶିଳ୍ପୀ ସିଦ୍ଧାର୍ଥ ବେହେରାଙ୍କ  ବାଲୁକା...

Advertisement
Archives

Model This Week