ଓଡ଼ିଶା: ଆଜିର ଫଟୋ ( ମେ ୨୬, ୨୦୨୨)

କଟକ ବାଙ୍କାବଜାର ଅଂଚଳରେ ଜଣେ ଚୁଡ଼ି ବ୍ୟବସାୟୀ ବିକ୍ରୟ ପାଇଁ ଚୁଡ଼ିଗୁଡିକୁ ସଜାଇ ରଖୁଛନ୍ତି

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ‘ନାଦ ଓ ନୃତ୍ୟ’ ଉତ୍ସବ

 

ଭୁବନେଶ୍ୱର ସୂଚନା ଭବନରେ ଋତୁସ୍ରାବ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ

 

ଭୁବନେଶ୍ୱର ମଂଚେଶ୍ୱର ପାଟଦେଈ ବସ୍ତିରେ ଓଡିଶା ମୋ ପରିବାର ପକ୍ଷରୁ ଆୟୋଜିତ ଝୋଟି ପ୍ରତିଯୋଗିତା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୪ ଜୁଲାଇ, ୨୦୨୬)

ରାଜଧାନୀ ଭୁବନେଶ୍ୱରରେ ମୌସୁମୀ ବର୍ଷା     ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଡ୍ରେନ୍‌ରେ ଖସିପଡ଼ିଥିବା ଜଣେ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ଓଡ୍ରାଫ୍ (ODRAF) ଟିମ୍ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri