ଓଡ଼ିଶା: ଆଜିର ଫଟୋ ( ଫେବୃୟାରୀ ୨୨, ୨୦୨୨ )

କଟକ ତିନିକୋଣିଆ ବଗିଚା ଅଂଚଳରେ ବ୍ୟବସାୟୀ ବେଣା ଚେରରେ ପରଦା ପ୍ରସ୍ତୁତ କରୁଛନ୍ତି

 

୪ର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରର ଦୃଶ୍ୟ

 

କଟକ ବକ୍ସିବଜାର  ରାସ୍ତା ପାର୍ଶ୍ୱରେ ଏକ ମୋଟର ଚାଳିତ ଟ୍ରଲିରିକ୍ସା ଉପରେ ଶିଶୁ ସହ ବସିଥିବା ମହିଳା

 

କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲସ୍ଥିତ ଏକ ରକ୍ତ ପରୀକ୍ଷା କେନ୍ଦ୍ରର ବାରଣ୍ଡାରେ ରୋଗୀ ଓ ସମ୍ପର୍କୀୟ ବସିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୭ ମେ ୨୦୨୬)

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଜ୍ୟୋତି କଳାମନ୍ଦିର ପକ୍ଷରୁ ଓଡ଼ିଶୀ ନୃତ୍ୟ ଉତ୍ସବ       ଭୁବନେଶ୍ୱରରେ ତିବ୍ର ଗରମରୁ ରକ୍ଷା ପାଇବା ପାଇଁ ଛାୟାସ୍ଥଳରେ ଲୋକେ…

ଓଡ଼ିଶା: ଆଜିର ଫଟୋ (୧୫ ମେ ୨୦୨୬)

ସାବିତ୍ରୀ ବ୍ରତ ପାଇଁ ଭୁବନେଶ୍ୱରରେ ଫଳ କିଣିବାକୁ ଲୋକଙ୍କ ଭିଡ଼   ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ନୃତ୍ୟାଭିନୟ ଟ୍ରଷ୍ଟ ଦ୍ୱାରା ନୃତ୍ୟାଭିନୟ ଉତ୍ସବ ଆୟୋଜିତ   ଭୁବନେଶ୍ୱରରେ…

ଓଡ଼ିଶା: ଆଜିର ଫଟୋ (୧୩ ମେ ୨୦୨୬)

ସିବିଏସଇ ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇବା ପରେ ଭୁବନେଶ୍ୱରର BJEM Schoolରେ ସଫଳତାରେ ଉତ୍ସାହିତ ଛାତ୍ରୀଛାତ୍ରମାନେ ଖୁସି ମନାଉଛନ୍ତି       ସିବିଏସଇ ଦ୍ୱାଦଶ…

ଓଡ଼ିଶା: ଆଜିର ଫଟୋ (୧୨ ମେ ୨୦୨୬)

ଭୁବନେଶ୍ୱରସ୍ଥିତ ବିନ୍ଦୁସାଗରରେ ପାଣିରେ ବିଚରଣ କରୁଛନ୍ତି ବତକ ଯୋଡ଼ି ଭୁବନେଶ୍ୱରସ୍ଥିତ ରବିନ୍ଦ୍ରମଣ୍ଡପରେ ନୃତ୍ୟାୟନ ପକ୍ଷରୁ ୩୪ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀରେ…

ଓଡ଼ିଶା: ଆଜିର ଫଟୋ ( ୧୦ ମେ ୨୦୨୬ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନାଟ୍ୟଧାରା ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ କଲଚରାଲ୍ ଆସୋସିଏସନ୍, ସମ୍ବଲପୁରର ଶିଳ୍ପୀମାନେ ନାଟକ ପରିବେଷଣ କରୁଛନ୍ତି       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ…

ଓଡ଼ିଶା: ଆଜିର ଫଟୋ ( ୯ ମେ ୨୦୨୬ )

ରାଜଧାନୀରେ ପ୍ରବଳ ଖରା ଓ ଗରମରୁ ରକ୍ଷା ପାଇବା ପାଇଁ ଓଲ୍ଡ ଟାଉନ ବିନ୍ଦୁସାଗରରେ ପିଲାମାନେ ଗାଧୋଉଛନ୍ତି       ମହାପ୍ରଭୁଙ୍କ ଆଜ୍ଞାମାଳା ସହ ପୁରୀ…

ଓଡ଼ିଶା: ଆଜିର ଫଟୋ (୮ ମେ ୨୦୨୬)

ପୁରୀ ପୌରସଦନ ପରିସରରେ ରଥଯାତ୍ରାର ପ୍ରଥମ ସମନ୍ୱୟ ବୈଠକ ଭୁବନେଶ୍ୱରସ୍ଥିତ ଏଡିଏମ୍ କାର୍ଯ୍ୟାଳୟ ସମ୍ମୁଖରେ ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ପକ୍ଷରୁ ଧାରଣା

ଓଡ଼ିଶା: ଆଜିର ଫଟୋ (୬ ମେ ୨୦୨୬)

କଟକ ବାଲିଯାତ୍ରା ଉପର ପଡ଼ିଆରେ ଆଦିବାସୀ ମେଳା ଚାଲିଛି       କଟକ ଗୋପାଳପୁର ଜାତୀୟ ରାଜପଥରେ ଅପରାହ୍ନ ୩.୧୫ରେ ଷ୍ଟ୍ରିଟ୍ ଲାଇଟ୍ ଜଳୁଛି   …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri