Posted inରାଜ୍ୟ

ରାଜ୍ୟରେ ଆଉ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୭।୯(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୟୂରଭଞ୍ଜରୁ ୨୪୨, ବରଗଡରୁ ୧୬୮, ଗଞ୍ଜାମରୁ ୧୫୪, କଟକରୁ ୧୫୦, ରାୟଗଡାରୁ ୧୩୯, ବାଲେଶ୍ୱରରୁ ୯୭, ସୁନ୍ଦରଗଡରୁ ୯୭, କେନ୍ଦୁଝରରୁ ୯୫, ସମ୍ବଲପୁରରୁ ୮୩, କେନ୍ଦ୍ରାପଡାରୁ ୮୦, ଯାଜପୁରରୁ ୭୯, କୋରାପୁଟରୁ ୭୯, ଝାଡସୁଗୁଡାରୁ ୭୦, ମାଲକାନଗିରିରୁ ୬୮,ପୁରୀରୁ ୫୮, ଜଗତସିଂହପୁରରୁ ୫୭, ଢେଙ୍କାନାଳରୁ ୫୬, ଅନୁଗୋଳରୁ ୪୯, ବଲାଙ୍ଗୀରରୁ ୪୬, ଭଦ୍ରକରୁ ୪୨, କନ୍ଧମାଳରୁ୪୦, ସୋନପୁରରୁ ୪୦, ନବରଙ୍ଗପୁରରୁ ୩୫, ନୟାଗଡରୁ ୩୧, ଗଜପତିରୁ ୨୬, କଳାହାଣ୍ଡିରୁ ୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବୌଦ୍ଧରୁ ୨୧, ନୂଆପଡାରୁ ୧୨, ଦେଓଗଡରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସାୟୀଙ୍କ ମଧ୍ୟରେ ଛନକା

ଅନୁଗୋଳ ଅଫିସ,  ୧।୭  ପରିବେଶ ପ୍ରଦୂଷଣକୁ ଅଧିକ ବଢ଼ାଉଥିବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ଜୁଲାଇ ୧ରୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ତେଣୁ ଅନୁଗୋଳ ଜିଲାରେ...

ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା କାର୍ଯ୍ୟସୂଚୀ ଘୋଷିତ

ଭୁବନେଶ୍ୱର, ୩।୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ମେ’ ୪ତାରିଖରୁ ଆରମ୍ଭ ହେବ। ପରୀକ୍ଷା ପାଇଁ ମଙ୍ଗଳବାର କାର୍ଯ୍ୟସୂଚୀ...

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ : ‘ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ସ୍ଥିତି ନ ଉପୁଜୁ’

ପୁରୀ ଅଫିସ,୧୬ା୧୦: କରୋନା ବିପଦ ଟଳିନାହିଁ। ଆଗକୁ ଶୀତଋତୁରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ଏଥିପ୍ରତି ହେୟଜ୍ଞାନ କଲେ ସ୍ଥିତି ପୁଣି ସଙ୍ଗିନ ହୋଇପାରେ।...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୬୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୧୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୯୩,୯୫୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ବ୍ରହ୍ମପୁରରେ ଏଆର୍‌ଟିଓ ଅଫିସ ଖୋଲିବା ଦାବି

ବ୍ରହ୍ମପୁର ଅଫିସ,୧୭ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୋଲିସ ଏବେ ଜୋର୍‌ଦାର ଚେକିଂ କରୁଛି। ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ଜରିମାନା ଆଦାୟ...

ଗ୍ୟାଙ୍ଗ୍‌ଷ୍ଟର ରାଜା, ୨ ସହଯୋଗୀ ଗିରଫ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ ଦାଦାବଟି ବନ୍ଦ କରିବାକୁ ପୋଲିସ ଡିଜି ଅଭୟ ଶୁକ୍ରବାର ନିର୍ଦ୍ଦେଶ ଦେବାପରେ ଶନିବାର ପଦକ୍ଷେପ ଆରମ୍ଭ କରିଛି କମିଶନରେଟ ପୋଲିସ୍‌। ‘ଦାଦାବଟିକୁ ନା’...

ପ୍ଲାଷ୍ଟିକ ଆବର୍ଜନା ପରିଚାଳନା:ସର୍ବଭାରତୀୟ ସ୍ତରରେ ପୁରୀ ପୁରସ୍କୃତ

ପୁରୀ ଅଫିସ,୧୩ା୧: ପୁରୀକୁ ସ୍ବଚ୍ଛ ଓ ପରିଷ୍କାର ରଖିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଏକାଧିକ ପଦକ୍ଷେପ ଗ୍ରହଣ କରାଯାଇଛି। ‘ମୋ ବିଚ୍‌’ ହେଉ ଅବା...

କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି

ଭୁବନେଶ୍ୱର,୩୧।୩(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୦ ଥିବା ବେଳେ ଲୋକାଲ କେସ୍‌ ୧୨...

Advertisement
Archives

Model This Week