ପରଲୋକରେ ହଲିଉଡ୍‌ ଅଭିନେତା

ହଲିଉଡ୍‌ ଅଭିନେତା ଡେଭିଡ ୱାର୍ଣ୍ଣରଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେବ ସେ କ୍ୟାନସରରେ ପୀଡିତ ଥିଲେ। ଏ ନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ହଲିଉଡ୍‌ର ଅନେକ ବଡ ବଡ ଫିଲ୍ମରେ କାମ କରିଛନ୍ତି ଡେଭିଡ। ତାଙ୍କୁ ହଲିଉଡ୍‌ର ସୁପରଷ୍ଟାରର୍‌ ଫିଲ୍ମ ‘ଟାଇଟାନିକ’ ଓ ‘ୱମେନ’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହା ବ୍ୟତିତ ଅଧିକାଂଶ ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରିଛନ୍ତି ଡେଭିଡ ।


Enter your email to get our daily news in your inbox.

All Right Reserved By Dharitri.Com

‘ଦ କଶ୍ମୀର ଫାଇଲ୍ସ’ର ସଫଳତା ପାଇଁ ନିର୍ଦ୍ଦେଶକଙ୍କୁ ଅଭିନନ୍ଦନ ଜଣାଇଲେ ସନ୍ନି

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ବେଳେ ଏହାକୁ...

ଦୁଇଶହ ଟଙ୍କା ମୋ ପାଇଁ ଅମୂଲ ମୂଲ: ସଂଳାପକାର ଡ. ରଜନୀ ରଞ୍ଜନ

ଊଣେଇଶ ଏକାଅଶୀ ମସିହାର କଥା। ସେତେବେଳେ ମୁଁ ବାଣୀବିହାରରେ ସ୍ନାତକୋତ୍ତର ଶ୍ରେଣୀର ଶେଷବର୍ଷ ଛାତ୍ର ଥାଏ। ବନ୍ଧୁ ଅଜୟ (ଡ.ଅଜୟ ସ୍ବାଇଁ) ପଢୁଥାନ୍ତି ରେଭେନ୍‌ଶାରେ। ସକାଳ...

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପ୍ରଥମଥର ଏମିତି ପୋଷ୍ଟ କଲେ ଶେହନାଜ

ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଏହି ଦୁନିଆ ଛାଡିବାର ପ୍ରାୟ ମାସ ବିତିବାକୁ ଯାଉଛି, କିନ୍ତୁ ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ବିଗ ବସ...

ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ...

୧୦୦ ଦିନ ପୂରଣ କଲା ‘କାନ୍ତାରା’

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘କାନ୍ତାରା’ ଦର୍ଶକଙ୍କ ହୃଦୟକୁ ଛୁଇଁଯାଇଛି। ଫିଲ୍ମଟି ବ୍ଲକବଷ୍ଟର ତାଲିକାରେ ଆଉ ଏକ ଗୌରବ ଯୋଡ଼ିଛି, ଯାହା ଭାରତର ହୃଦୟରୁ ‘କାନ୍ତାରା’ ଆକର୍ଷଣୀୟ...

ବିବାହର ୮ ବର୍ଷ ପରେ ଇମ୍‌ରାନ-ଅବନ୍ତିକାଙ୍କ ସମ୍ପର୍କରେ ଫାଟ !

ମୁମ୍ବାଇ: ଦୀର୍ଘଦିନରୁ ଫିଲ୍ମ ଜଗତରୁ ନିଜକୁ ଦୂରେଇ ରଖିଥିବା ସୁପରଷ୍ଟାର ଆମିର ଖାନ୍‌ଙ୍କ ଭଣଜା ତଥା ଅଭିନେତା ଇମ୍‌ରାନ ଖାନ୍‌ଙ୍କୁ ନେଇ ନୂଆ ଚର୍ଚ୍ଚା। କାରଣଟି...

ସଞ୍ଜୟଙ୍କୁ ଭେଟିଲେ କଙ୍ଗନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ତାଙ୍କ କାମ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଏବେ ସେ ତାଙ୍କ...

ବଲିଉଡ୍‌ରେ ୩୦ ବର୍ଷ ପୂରଣ କଲେ ଖିଲାଡି ବୟ, ସୋସିଆଲ ମିଡିଆରେ ଲେଖିଲେ ଏମିତି

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ୩ ଦଶନ୍ଧି ପାଳନ କରିଛନ୍ତି। ଏହି ୩୦ ବର୍ଷ ମଧ୍ୟରେ ପ୍ରଶଂସକମାନେ ତାଙ୍କୁ ଅନେକ ଭଲ...

Advertisement
Archives

Model This Week