ମନି ପ୍ଲାଣ୍ଟଠାରୁ ବି ଅଧିକ ଶୁଭ ଏହି ୪ ଗଛ; ଘରେ ରଖିଲେ ରହେ ନାହିଁ ଧନର ଅଭାବ…

ଆର୍ଥିକ ଉନ୍ନତି ପାଇଁ ଲୋକେ ନିଜ ଘରେ ମନି ପ୍ଲାଣ୍ଟ ଲଗାଇଥାନ୍ତି। ବାସ୍ତୁ ଅନୁଯାୟୀ ଘରେ ମନି ପ୍ଲାଣ୍ଟ ରଖିବା ଦ୍ୱାରା ଆର୍ଥିକ ସମୃଦ୍ଧି ଘଟିଥାଏ। ସେହି ଘରେ କେବେ ବି ଟଙ୍କାପଇସାର ଅଭାବ ରହେ ନାହିଁ। ବାସ୍ତୁରେ ମଧ୍ୟ ଏଭଳି ୫ ଗଛ ବିଷୟରେ କୁହାଯାଇଛି ଯାହା ମନି ପ୍ଲାଣ୍ଟଠାରୁ ମଧ୍ୟ ଶୁଭ। ଆସନ୍ତୁ ଜାଣିବା:

-ଦୁବ: ବାସ୍ତୁ ଅନୁଯାୟୀ ଯାହା ବଗିଚାରେ, ଛାତ ଉପରେ ନଚେତ ବାଲ୍‌କୋନୀରେ ଦୁବ ଥାଏ, ଉକ୍ତ ଘରେ କେବେ ବି ଧନର ଅଭାବ ରୁହେ ନାହିଁ। ଘର ଆଗରେ ଦୁବ ଘାସ ଲଗାଇବାର ଅନେକ ଲାଭ ରହିଛି। ସନ୍ତାନ ପ୍ରାପ୍ତି ଲାଗି ମଧ୍ୟ ଘର ସାମ୍ନାରେ ଏହାକୁ ଲଗାଇବା ଶୁଭ। ଏହାକୁ ଲଗାଇଲେ ଘରେ ସର୍ବଦା ସୁଖ ଶାନ୍ତିର ବାତାବରଣ ରହିଥାଏ।

-ତୁଳସୀ: ଘରେ ତୁଳସୀ ଲଗାଇବା ଶୁଭ। କାରଣ ଏହା ମା’ ଲକ୍ଷ୍ମୀଙ୍କ ସ୍ବରୂପ। ଯେଉଁ ଘରେ ତୁଳସୀ ଗଛ ରହିଥାଏ, ତାହା ଉପରେ ଭଗବାନ ବିଷ୍ଣୁଙ୍କ କୃପା ସର୍ବଦା ରହିଥାଏ॥ ତୁଳସୀ ଘର ଅଗଣାରେ ରହିଲେ ଆରୋଗ୍ୟର ବରଦାନ ମିଳିବା ସହ ଧନର ଭଣ୍ଡାର କେବେ ହେଲେ ଖାଲି ରୁହେ ନାହିଁ।

-ଅରଖ: ଅରଖ ଫୁଲକୁ ଗଣେଶଙ୍କ ପ୍ରତୀକ ବୋଲି କୁହାଯାଏ। ବାସ୍ତୁ ଅନୁଯାୟୀ ଏହି ଫୁଲ ଗଛକୁ ବଗିଚାରେ ରଖିବା ବହୁତ ଶୁଭ। ଏହାଦ୍ୱାରା ସୁଖ, ସମୃଦ୍ଧି ଏବଂ ଶାନ୍ତି ପ୍ରାପ୍ତ ହୋଇଥାଏ। ଆର୍ଥିକ ଉନ୍ନତି ଏବଂ ସମୃଦ୍ଧି ପାଇଁ ମଧ୍ୟ ଏହା ଭଲ।

-କନିଅର ଗଛ: ନିଜର ପାର୍କ ଏବଂ ବଗିଚାରେ ଅନେକେ କନିଅର ଗଛ ଲଗାଇଥାନ୍ତି। ଏହି ଗଛର ଧଳା ଫୁଲ ମା’ ଲକ୍ଷ୍ମୀଙ୍କୁ ଅର୍ପଣ କରାଯାଇଥାଏ। ଏହାର ବାସ୍ନାରେ ଦରିଦ୍ରତା ଦୂର କରିବା ସହ ଖୁସିର ବାତାବରଣ ବୃଦ୍ଧି ପାଇଥାଏ।

-ଜାଡେ ପ୍ଲାଣ୍ଟ: ଏହାକୁ ମଧ୍ୟ କସୁଲା ଓବାଟା କୁହାଯାଏ। ବାସ୍ତୁ ଅନୁଯାୟୀ ଏହି ଗଛ ବେଶ ଚମତ୍କାରୀ। ଏହାକୁ ଘରେ ରଖିଲେ ଧନଧାନ୍ୟ ବୃଦ୍ଧି ପାଇଥାଏ। ଘରେ ସକରାତ୍ମକ ଉର୍ଜା ବୃଦ୍ଧି ପାଇବା ସହ ନକରାତ୍ମକତା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri