ବେକରେ ଗାମୁଛା ବାନ୍ଧି ଗଛରେ ଝୁଲିପଡ଼ିଲେ ଯୁବକ

ଜେନାପୁର,୧୦ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ଅଧିନସ୍ଥ ବାଉଁଶଡୋଲ ଗ୍ରାମର ଜଣେ ଯୁବକ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଚାକୁଣ୍ଡା ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକଙ୍କ ନାମ ଶ୍ରୀକାନ୍ତ ଦାସ (୨୩)। ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସିମେଣ୍ଟ କାରଖାନା ଉପରେ ଚଢ଼ାଉ, ୭ ଜଣଙ୍କୁ ବାନ୍ଧିଲା ପୋଲିସ

କଳିଙ୍ଗନଗର,୨୫ା୬(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଗୋଲଗାଁ ନିକଟରେ ଏକ ନକଲି ସିମେଣ୍ଟ କାରଖାନାରେ ପୋଲିସ ଚଢ଼ାଉ କରିଛି। ଅପରପକ୍ଷରେ ଘଟଣାସ୍ଥଳରୁ ଟ୍ରକରେ ଲୋଡ଼ିଂ...

ଚଣ୍ଡିଖୋଲରେ ପୁଣି ପଲସର ଆତଙ୍କ, ଛଡ଼ାଇନେଲେ ଟଙ୍କା ବ୍ୟାଗ୍‌

ଯାଜପୁର ଅଫିସ,୯।୮: ଯାଜପୁର ଜିଲା ୫୩ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ-ଖୋସାଲିପୁର ଓଭରବ୍ରିଜ ନିକଟରେ ମଙ୍ଗଳବାର ସକାଳେ ପୁଣି ପଲସର ଆତଙ୍କ ଦେଖିବାକୁ ମିଳିଛି। ଦୁର୍ବୃତ୍ତ...

ନିର୍ବନ୍ଧ ସରିଥିଲା, ୨୩ରେ ହୋଇଥାନ୍ତା ବାହାଘର

ବରୀ,୨୦।୫(ଡି.ଏନ.ଏ.): ନିର୍ବନ୍ଧ ହୋଇ ସରିଥିଲା। ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା। ଆସନ୍ତା ୨୩ ତାରିଖ ରବିବାର ହୋଇଥାନ୍ତା ବାହାଘର। ମାତ୍ର ବିବାହର ଦିନ କେଇଟା ପୂର୍ବରୁ...

ଜିଲା ପ୍ରଶାସନ,ବିଦ୍ୟାର୍ଥୀ ବିବାଦ ଘନଉଛି

ରସୁଲପୁର,୭ା୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅନ୍ତର୍ଗତ ରାଉତରାପୁର ପଞ୍ଚାୟତ ଦର୍ଶନ ସରକାରୀ ଉଚ୍ଚ ବିଦ୍ୟାଳୟକୁ ୫-ଟି ରୁପାନ୍ତରକରଣ କରାଯାଇଛି ା ଏଠାରେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ଡେପୁଟେଶନରେ ପଠାଇବା...

ଋତୁସ୍ରାବର ସମସ୍ୟା ସମାଧାନ କରିବ ‘ପ୍ରୀତି’

ଯାଜପୁର ଅଫିସ,୪।୩ : ଋତୁସ୍ରାବ ପାଇଁ ମହିଳାମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯାଜପୁର ଜିଲା ଦାନଗଦୀ ବ୍ଲକ ଟୋଲକାନି ଗ୍ରାମର ଯୁବ...

ସଂକ୍ରମଣ ଭୟରେ କ୍ରୋମାଇଟ ପରିବହନ ବନ୍ଦ ଦାବି

କାଳିଆପାଣି,୬।୪(ଡିଏନଏ):  ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଲୋକେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ବାହାର ରାଜ୍ୟକୁ କ୍ରୋମାଇଟ...

ଜିଲାପାଳଙ୍କ ଅଭିଯୋଗ ଶୁଣାଣି:୧୪୪ ଅଭିଯୋଗରୁ ୭୧ଟିର ତତ୍କାଳ ସମାଧାନ

ଯାଜପୁର ଟାଉନ,୧୧-୯(ଡି.ଏନ୍‌.ଏ.)- ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ସ୍ଥାନୀୟ ଜିଲାପରିଷଦ ସଭାଗୃହରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ତେବେ କ୍ରମାଗତ ଛୁଟି, ବର୍ଷାଋତୁ ଓ ବିଶେଷ ପ୍ରଚାରପ୍ରସାର ନ...

ବିଭିନ୍ନ ଦାବିନେଇ ଅଙ୍ଗନଓ୍ବାଡି ମହିଳା କର୍ମୀଙ୍କ ଧାରଣା: ଦାବି ପୂରଣ ନ ହେଲେ ଦିଲ୍ଲୀରେ ଆନ୍ଦୋଳନ ପାଇଁ ଚେତାବନୀ

ଯାଜପୁର ଟାଉନ, ୪।୧୧(ଡି.ଏନ୍‌.ଏ.): ୧୪ ଦଫା ଦାବିନେଇ ଭାରତ ମଜଦ୍ଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ମହିଳା କର୍ମୀଙ୍କ ପକ୍ଷରୁ ସୋମବାର ଯାଜପୁର...

Advertisement
Archives

Model This Week